ଝାରସୁଗୁଡ଼ାରେ ବାଘ ପାଦଚିହ୍ନ ଦେଖି ଭୟଭୀତ ଅଞ୍ଚଳବାସୀ
ଝାରସୁଗୁଡା: ଝାରସୁଗୁଡ଼ାରେ ବାଘ ଆତଙ୍କ । ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି । ଲଇକେରା ଓ ସମ୍ବଲପୁର ଜିଲ୍ଲା ବାମରାର ସୀମାବର୍ତ୍ତି ଭୁକୁଲାପଡ଼ା, ଗଞ୍ଜୁଡ଼ିହି, କରଲାଖମନ୍ , ଜାମ୍ମାଲ ଆଦି ସ୍ଥାନରେ ବାଘର ପାଦ ଚିହ୍ନ…
