ହେଲମେଟ୍ ବିନା ପେଟ୍ରୋଲ ଦେବା ମହଙ୍ଗା ପଡ଼ିଲା; ପେଟ୍ରୋଲ ପମ୍ପକୁ ସିଲ୍ କଲେ ଜିଲ୍ଲାପାଳ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ଜିଲ୍ଲାପାଳ ହେଲମେଟ୍ ବିନା ପେଟ୍ରୋଲ ଉପରେ ରୋକ ଲଗାଇବା ପାଇଁ ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ଗତଶୁକ୍ରବାର ଏହି ନିର୍ଦ୍ଦେଶ ଉଲ୍ଲଂଘନ ଉପରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହେଲମେଟ୍ ବିନା ପେଟ୍ରୋଲ…

OTET ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଶିକ୍ଷକଙ୍କ ରହିଛି ସଂପୃକ୍ତି , ପ୍ରେସମିଟରେ କ୍ରାଇମବ୍ରାଞ୍ଚ DIGଙ୍କ ସୂଚନା

କଟକ : ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣେ ଗିରଫ । ଗିରଫ କଳାହାଣ୍ଡିର ଜଣେ ଶିକ୍ଷକ । ସପ୍ତମ ଗିରଫ ଅଭିଯୁକ୍ତ ହେଉଛନ୍ତି ପ୍ରଶାନ୍ତ କୁମାର ଖମାରୀ । ପ୍ରଶ୍ନପତ୍ର ଲିକ୍ ରେ ଶିକ୍ଷକଙ୍କ ହାତ ରହିଥିବା ସୂଚନା…

ଇଞ୍ଜିନିୟରଙ୍କୁ ପରିସ୍ରା ପିଆଇବା ଘଟଣା: ଗିରଫ ହେଲେ ଅଭିଯୁକ୍ତ ପିଅନ

ଗଜପତି: ଆର. ଉଦୟଗିରି ପୋଲିସ ଆରଡବ୍ଲୁଏସଏସ କାର୍ଯ୍ୟାଳୟରେ କନିଷ୍ଠ ଇଞ୍ଜିନିୟର ସଚିନ ଗୌଡ଼ଙ୍କୁ ପରିସ୍ରା ପରିବେଷଣ କରିବା ଅଭିଯୋଗରେ ପିଅନ ଶିବ ନାରାୟଣ ନାୟକଙ୍କୁ ଗିରଫ କରିଛି । ଜନସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିବା ଏହି ଆଶ୍ଚର୍ଯ୍ୟଜନକ ମାମଲାରେ, ଗଜପତି ଜିଲ୍ଲାର…