September 2025

ରାସ୍ତାରେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ: ଅବସ୍ଥା ଗୁରୁତର

ବାସୁଦେବପୁର: ବାସୁଦେବପୁର ଥାନା ଗୁଆଗଡିଆ ପଞ୍ଚାୟତ କମାରଗା ଗାଁରେ ଘରକୁ ଫେରୁଥିବାବେଳେ ଜଣେ ମହିଳାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ସୂଚନା ଅନୁଯାୟୀ କାମରଗା ଗାଁର ମେରମାନ ସାହାଜୀଙ୍କ ପତ୍ନୀ ମସଜିଦ ସାହାଜୀ ନିଜ ଘରକୁ ଫେରୁଥିଲେ। ଏତିକିବେଳେ ମିର୍ଜାପୁର ଗାଁର…

ବାଦଲଫଟା ବର୍ଷାରେ ପୁଣି ଧୋଇଗଲା କଳିଙ୍ଗା ଘାଟି ରାସ୍ତା

କନ୍ଧମାଳ: ପୁଣି ବାଦଲ ଫଟା ବର୍ଷାରେ କଳିଙ୍ଗା ଘାଟି ରାସ୍ତା ଧୋଇହୋଇଯାଇଛି। ପାହାଡରୁ ପ୍ରବଳ ବର୍ଷା ପାଣି ଆସିବାରୁ ନିର୍ମାଣ ଲାଗି ପଡିଥିବା ପଥର , ବାଲି ଏବଂ ଗୋଡି ଧୋଇ ହୋଇଯାଇଛି। ଗତ ସେପ୍ଟେମ୍ବର ୧୬ ତାରିଖରେ କନ୍ଧମାଳ ଜିଲା…

ରାଜ୍ୟରେ ଦେଢ଼ ବର୍ଷରେ ଦୁଷ୍କର୍ମର ଶିକାର ହୋଇଛନ୍ତି ୪୫୪୪ ମହିଳା

ଭୁବନେଶ୍ବର: ରାଜ୍ୟରେ ଗତ ଦେଢ଼ ବର୍ଷ ମଧ୍ୟରେ ୪୫୪୪ ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏସବୁ ଘଟଣାରେ ୩୮୦୫ ଜଣ ପୁରୁଷ ଏବଂ ୫୭ ମହିଳା ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯୪ ଜଣଙ୍କୁ ଦଣ୍ଡବିଦାନ ହୋଇଛି। ସୋମବାର ବିଧାନସଭାରେ…

କଂଗ୍ରେସର ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ, କକ୍ଷତ୍ୟାଗ କଲେ ଦଳୀୟ ନେତା

ଭୁବନେଶ୍ୱର : ଗ୍ରହଣ ହେଲାନି କଂଗ୍ରେସର ଅନାସ୍ଥା ପ୍ରସ୍ତାବ । ଗୃହ ଅର୍ଡରକୁ ଆସୁନଥିବାରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେନି ବାଚସ୍ପତି । ଅଧିବେଶନ ଆରମ୍ଭର ଦିନକ ପୂର୍ବରୁ ପ୍ରସ୍ତାବ ଆସିବା କଥା । ଆଜି ବିଧାନସଭାରେ ଏନେଇ ଘୋଷଣା…

୨୮ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ଵର: ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ଏହି ସମୟ ମଧ୍ୟରେ ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରି କି କେତେକ ଜିଲାରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇପାରେ…

ନିଜେ ନିଜକୁ ଜାଳିଥିଲେ ବଳଙ୍ଗା ପୀଡ଼ିତା : ମୁଖ୍ୟମନ୍ତ୍ରୀ

ପିପିଲି : ବଳଙ୍ଗା ପୀଡ଼ିତାଙ୍କୁ କେହି ଜାଳି ନଥିଲେ । ନିଜେ ନିଜ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇଦେଇଥିଲେ । ଆଜି ବିଧାନସଭାରେ ଏହି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୃହରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ…

ବଜ୍ରାଘାତରେ ଦୁଇ ମୃତ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ବାଗଦୋର ଗ୍ରାମପଞ୍ଚାୟତ ମାଲପଡାରେ ଅଘଟଣ । ଗାଧୋଇ ଯାଉଥିବା ବେଳେ ବଜ୍ରାଘାତରେ ଦୁଇଜଣ ମୃତ । ମୃତକ ମଧ୍ୟରୁ ଜଣେ ହେଉଛନ୍ତି ବେଲପଡା ଥାନା ମାଲପଡାର ଟିକେଧର ମାଝୀ ଓ ଖପ୍ରାଖୋଲ ଥାନା…

ମୃଦୁପାନୀୟରେ ନିଶା ଦେଇ ବୃଦ୍ଧ ଦମ୍ପତିଙ୍କୁ ଲୁଟ୍, ପଡ଼ୋଶୀକୁ ଗିରଫ କଲା ପୋଲିସ

ଯାଯପୁର: ଚାରିଆଡ଼େ ବୁଲୁଛନ୍ତି ଲୁଟେରା । କେବଳ ପୁରୁଷ ନୁହେଁ ମହିଳାମାନେ ବି ଲୁଟୁଛନ୍ତି । ଲୁଟେରାମାନେ ଯେ କେତେ ପ୍ଲାନ୍ କରି ଲୁଟ୍ କରନ୍ତି ତାର ହିସାବ ନାହିଁ । କିଏ ମୁଖା ପିନ୍ଧି ଆସି ଲୁଟ୍ କରନ୍ତି ତ…

କଟକରେ ସାରଦା ପ୍ରଧାନଙ୍କ ଶାରଦୀୟ ବନ୍ଧୁ ମିଳନ ନେଇ ଚର୍ଚ୍ଚା ଓ ଆଲୋଚନା

କଟକ : କଟକ ସହରରେ ରହୁଥିବା ମାହାଙ୍ଗା ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ, ପ୍ରଶାସନିକ ଅଧିକାରୀ, କ୍ରୀଡ଼ାବିତ, ଉଦ୍ୟୋଗପତି, ସାମାଜିକ କର୍ମୀ, ଶିକ୍ଷାବିତ, ସଂସ୍କୃତି ପ୍ରେମୀ ଏବଂ ଯୁବବନ୍ଧୁ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମାହାଙ୍ଗା ବିକାଶ…

ଆସନ୍ତାକାଲିଠୁ ଦେଶରେ ଆରମ୍ଭ ହେବ ଜିଏସଟି ବଚତ୍ ଉତ୍ସବ

ନୂଆଦିଲ୍ଲୀ : ଆସନ୍ତାକାଲିରୁ ଜିଏସଟି ସଂସ୍କାର ଆରମ୍ଭ ହେବାକୁ ଯାଉଛି । ଏହାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଦେଶରେ ଜିଏସଟି ବଚତ୍ ଉତ୍ସବ ଆରମ୍ଭ ହେବାକୁ ଯାଉଛି । ଏହା ଆତ୍ମନିର୍ଭରଶୀଳ…