ଭିଜିଲାନ୍ସ ଜାଲରେ ପୁଲିସ୍‌ ବାବୁ

ଭୁବନେଶ୍ଵର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜଣେ ପୁଲିସ୍‌ ବାବୁ। ବାଲେଶ୍ଵର ଜିଲ୍ଲା ସୋର ଥାନା ଅନନ୍ତପୁର ଫାଣ୍ଡି ଅଧିକାରୀ ଏଏସ୍‌ଆଇ ହୃଷିକେଷ ବିଶ୍ଵାଳ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ଦୁର୍ଘଟଣା ମାମଲାରେ…

କରେଣ୍ଟ ଲାଗି ଦୁଇ ଭାଇ ମୃତ

ଜଳେଶ୍ଵର : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଭାଇ ମୃତ। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ କପାସୁଦା ଗାଁର ହୋଇଥିବା ସୂଚନା ମିଳିଛି। ଆଜି ଦୁଇ ଭାଇ ବିଲକୁ ଚାଷ କାମ…

ଘର ଆଗରେ ଯୁବକଙ୍କୁ ହାଣି ହତ୍ୟା !

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଟାଉନ୍ ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଖଦାଲପଡାରେ ଜଣେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି। ହତ୍ୟା କରିବା ପରେ ଘଟଣାସ୍ଥଳରୁ ଦୁର୍ବୁତ୍ତମାନେ ଫେରାର୍‌ ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ…

ଆମେରିକାରେ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା

କାଲିଫର୍ନିଆ: ଆମେରିକାର ଟେକ୍ସାସରେ ଜଣେ ଭାରତୀୟ ଯୁବକଙ୍କ ମୁଣ୍ଡକାଟକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇନଥିବା ବେଳେ ଆଉ ଏକ ଭାରତୀୟଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି । କାଲିଫର୍ନିଆର ସାଣ୍ଟା କ୍ଲାରାରେ ଜଣେ ୩୦ବର୍ଷୀୟ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା…

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ଏବିଭିପିର ବିପୁଳ ବିଜୟ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ​​ଆରଏସଏସ ସହ ଜଡିତ ଏବିଭିପି ବା ଏବିଭିପି ବିପୁଳ ବିଜୟ ହାସଲ କରିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ସଭାପତି ପଦ ସମେତ ତିନୋଟି ଆସନ ଦଖଲ କରିଛି। ଆଜି ଘୋଷଣା…

ନେପାଳରେ ଶାନ୍ତି ଓ ସ୍ଥିରତା ପାଇଁ  ପୂର୍ଣ୍ଣ ସହଯୋଗ କରିବ ଭାରତ

କାଠମାଣ୍ଡୁ: ନେପାଳର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍‌ କଥାବାର୍ତ୍ତା କରିଛନ୍ତି। ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବା‌ପରେ କାର୍କୀ ପ୍ରଥମ ଥର ପାଇଁ କୌଣସି ବିଦେଶ ରାଷ୍ଟ୍ରର ମୁଖ୍ୟ ଭାବେ ମୋଦୀଙ୍କ ସହ…

ସାଉଦି ଆରବ-ପାକିସ୍ତାନ ‘ପାରସ୍ପରିକ ପ୍ରତିରକ୍ଷା’ ଚୁକ୍ତି, ଭାରତ ସହ ଯୁଦ୍ଧ ହେଲେ ସାଉଦି ପାକିସ୍ତାନକୁ ସାହାଯ୍ୟ କରିବ!

ନୂଆଦିଲ୍ଲୀ: ବୁଧବାର ସାଉଦି ଆରବ ଓ ଆଣବିକ ଅସ୍ତ୍ର ଥିବା ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ‘ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି’କୁ ନେଇ କୂଳ୍ପନାଜଳ୍ପନା ସୃଷ୍ଟି ହୋଇଛି। ଭାରତ ସହ ଯୁଦ୍ଧ ହେଲେ ସାଉଦି ଆରବ ସାହାଯ୍ୟ କରିବ ବୋଲି ପାକିସ୍ତାନ…

ପ୍ରଧାନ ବିଚାରପତିଙ୍କ ବୟାନ ପ୍ରତ୍ୟାହାର ଦାବି କରି ପତ୍ର ଲେଖିଲେ ଓକିଲ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଜୁରାହୋରେ ଏକ କ୍ଷତିଗ୍ରସ୍ତ ବିଷ୍ଣୁ ମୂର୍ତ୍ତିର ପୁନରୁଦ୍ଧାର ସହ ଜଡିତ ଏକ ଆବେଦନର ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ଦ୍ବାରା ଦିଆଯାଇଥିବା ମନ୍ତବ୍ୟକୁ ନେଇ   ବିବାଦ ଉପୁଜିଛି।  ଏନେଇ ସମାଲୋଚନାର ଜବାବରେ ଆଜି ପ୍ରଧାନ ବିଚାରପତି ବିଆର୍…

ପାଲଘରର ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ : ଦୁର୍ଘଟଣାରେ ଜଣେ ଶ୍ରମିକ ମୃତ, ୪ ଆହତ

ମହାରାଷ୍ଟ୍ର : ମହାରାଷ୍ଟ୍ର ପାଲଘର ଜିଲ୍ଲାର ଏକ ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ  ଅଗ୍ନିଶମ ଏବଂ ବିପର୍ଯ୍ୟୟ…

ଚାବାହାର ବନ୍ଦରରେ ଆମେରିକା କଟକଣା; ଭାରତ ପାଇଁ ଅଡୁଆ ପରିସ୍ଥିତି

ତେହରାନ: ଇରାନର ଚାବାହାର ବନ୍ଦର ଉପରେ ଆମେରିକା ପୁନର୍ବାର କଟକଣା ଲାଗୁ କରିଛି। ଆମେରିକା ଲାଗୁ କରିଥିବା କଟକଣା ସେପ୍ଟେମ୍ବର ୨୯ରୁ କାର୍ଯ୍ୟକାରୀ ହେବାକୁ ଯାଉଥିବାବେଳେ ଏହା ଭାରତ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କାରଣ ଚାବାହାର ବନ୍ଦର ଦେଇ…