ବ୍ରିଟେନରୁ ଫେରୁଥିବା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ

ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ କରିଛି । ଏହି ଘଟଣା ଲଣ୍ଡନ ନିକଟରେ ଥିବା  ଲୁଟନ୍ ଏୟାରଫିଲ୍ଡ ପାଖରେ ଘଟିଥିଲା । ଏହି ସମୟରେ ଟ୍ରମ୍ପଙ୍କ ସହିତ ପ୍ରଥମ ମହିଳା ମେଲାନିଆ ମଧ୍ୟ ଥିଲେ ।…

ପାକିସ୍ତାନରେ କିଛି ଘଣ୍ଟା ମଧ୍ୟରେ ଘଟିଛି ଦୁଇଟି କାର ବୋମା ବିସ୍ଫୋରଣ, ୮ ମୃତ୍ୟୁ ଓ ୨୩ ଆହତ

ପାକିସ୍ତାନ: ପାକିସ୍ତାନରେ ଘଟିଛି ଅଭାବନୀୟ ଘଟଣା । ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ କିଛି ଘଣ୍ଟା ମଧ୍ୟରେ ଘଟିଲା ଦୁଇଟି କାର ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ ଅତି କମରେ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୨ ଡଜନ ଆହତ…

ରୁଷରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ, ତୀବ୍ରତା ରିକ୍ଟର ସ୍କେଲରେ ୭.୮ ଥିଲା

ରୁଷ: ଶୁକ୍ରବାର ସକାଳେ ଅର୍ଥାତ୍ ଆଜି ରୁଷର ଦୂର ପୂର୍ବ ଅଞ୍ଚଳ କାମଚାଟକା ଉପଦ୍ୱୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିରୁ…

୨୫ରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ଵର : ଆସନ୍ତା ୨୫ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ମିଆଁମାର-ବାଂଲାଦେଶ ଉପକୂଳରେ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି…

ବିଧାନସଭାର ମୌସୁମୀ ଅଧିବେଶନ, ଶନିବାର ସକାଳ ୧୦ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ଵର : ଗୁରୁବାର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ଦ୍ବିତୀୟ ଦିନ ମଧ୍ୟ ଚର୍ଚ୍ଚାରେ ରହିଛି ।  ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ ସାମ୍ନାରେ ଆସି…

୬ ଦିନ ପରେ ମିଳିଳା ୯ ବର୍ଷ ଝିଅର ମରଶରୀର, ମା’ କାନ୍ଦୁଛି ଧୈର୍ଯ୍ୟହରା ହୋଇ

ବାସୁଦେବପୁର: କାନ୍ଦି କାନ୍ଦି ତଳେ ଲୋଟି ପଡ଼ୁଛି ମା’ । ମୋ ଝିଅ ମୋ ଝିଅ କହି କୋହ ସମ୍ଭାଳି ପାରୁନି ମା’ । ଝିଅକୁ ମାତ୍ର ୯ ବର୍ଷ ହୋଇଥିଲା । ସନ୍ଧ୍ୟା ସମୟରେ ଘର ଆଗରୁ ନିଖୋଜ ହେଲା…

ପାରିବାରିକ କଳହରୁ ଜଙ୍ଗଲରେ ଦୁଇ ପୁଅକୁ ବିଷ ପିଆଇଲା ବାପା

ଅନୁଗୋଳ : ଅନୁଗୋଳ ଜରପଡା ଥାନା ତୁବେ ଗାଁରେ ପାରିବାରିକ କଳହରୁ ଦୁଇ ଛୁଆକୁ ବିଷ ଦେଇଛି ବାପା। ଗୁରୁତର ଅବସ୍ଥାରେ ଦୁଇ ନାବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗାଁ…

୪ ହଜାର ୭ଶହ ୩୯ କୋଟିର ନିବେଶକୁ ଅନୁମୋଦନ, ସୃଷ୍ଟି ହେବ ୨୫ ହଜାର ୨ଶହ ଚାକିରି

ଭୁବନେଶ୍ୱର : ୪ ହଜାର ୭ଶହ ୩୯ କୋଟିର ନିବେଶକୁ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟରାନ୍ସ ଅଥରିଟିର ଅନୁମୋଦନ ।  ଫଳରେ ସୃଷ୍ଟି ହେବ ୨୫ ହଜାର ୨ଶହ ଚାକିରି ।  ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆୟୋଜିତ SLSWCAର ୧୪୦ତମ ବୈଠକରେ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ବେକ କାଟିଲା ସ୍ୱାମୀ

ବାଲେଶ୍ବର: ପାରିବାରିକ କଳହ ନେଲା ସ୍ତ୍ରୀର ଜୀବନ । ରାଗରେ ନରହନ୍ତା ପାଲଟିଲା ସ୍ୱାମୀ । ସୈତାନ୍ ସ୍ୱାମୀର ନୃଶଂସ କାଣ୍ଡ । ବିଳମ୍ବିତ ରାତିରେ ନେଲା ସ୍ତ୍ରୀର ଜୀବନ । ହଁ ଆଜ୍ଞା, ପାରିବାରିକ କଳହର କରୁଣ ପରିଣତି । ବିଳମ୍ବିତ…

ନ୍ୟାସନାଲ୍ ଜିଓଗ୍ରାଫିକ୍ କଭରରେ ଶିମିଳିପାଳର ବିରଳ କଳା ବାଘ, ଭାରତୀୟ ବନ୍ୟଜନ୍ତୁ ଫଟୋଗ୍ରାଫି ପାଇଁ ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନିତ

ମୟୁରଭଞ୍ଜ : ନ୍ୟାସନାଲ୍ ଜିଓଗ୍ରାଫିକ୍ କଭରରେ ଶିମିଳିପାଳର ବିରଳ କଳା ବାଘ ।  ଭାରତୀୟ ବନ୍ୟଜନ୍ତୁ ଫଟୋଗ୍ରାଫି ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନର ବିରଳ ମେଲାନିଷ୍ଟିକ୍ କଳା ବାଘର ଛବି ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ।…