ସୁଶୀଳା କାର୍କିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ଅନ୍ତରୀମ ସରକାରର ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । କଥା ହୋଇ ନେପାଳ ଘଟଣାକୁ ନେଇ ସମବେଦନା ବ୍ୟକ୍ତ କରିଛନ୍ତି । ନେପାଳରେ ଶାନ୍ତି ଏବଂ ସ୍ଥିରତା ବଜାୟ…

ରାହୁଲଙ୍କ ସାଂଘାତିକ ଅଭିଯୋଗ, ଭୋଟ ଚୋରଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ : ନିର୍ବାଚନ କମିଶନର ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ନେତା ରାହୁଲ ଗାନ୍ଧି। ପୁଣି ଭୋଟ ଜାଲିଆତି ନେଇ ନୂଆ ପ୍ରମାଣ ଦେବା ସହ ଅଭିଯୋଗ ଆଣିଛନ୍ତି ରାହୁଲ । କଂଗ୍ରେସ ସମର୍ଥକଙ୍କୁ ଭୋଟର ତାଲିକାରୁ ହଟାଇ ଦିଆଯାଉଥିବା କହିଛନ୍ତି…

ଦିଶା ପଟାନୀଙ୍କ ଘରୁ ଗୁଳି ମାଡ଼ କରିଥିବା ଦୁଇ ସନ୍ଦିଗ୍ଧ ଏନକାଉଣ୍ଟରରେ ମୃତ

ବରେଲି : ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ବରେଲି ସ୍ଥିତ ଘର ଉପରେ ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଦୁଇ ସନ୍ଦିଗ୍ଧ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ୟୁପି ଏସଟିଏଫର ନୋଏଡା ୟୁନିଟ୍, ହରିୟାଣା ଏସଟିଏଫ୍ ଏବଂ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ମିଳିତ…

ପାକିସ୍ତାନ ଏବଂ ସାଉଦି ଆରବର ପ୍ରତିରକ୍ଷା ଚୁକ୍ତିନାମା ଉପରେ ଭାରତର ବୟାନ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ସାଉଦି ଆରବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ‘ରଣନୈତିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତିନାମା’ ନାମକ ଏହି ଚୁକ୍ତିନାମାରେ କୁହାଯାଇଛି ଯେ ପାକିସ୍ତାନ କିମ୍ବା ସାଉଦି ଆରବ ମଧ୍ୟରୁ ଯେ କୌଣସି…

ଉତ୍ତରାଖଣ୍ଡରେ ପୁଣି ବାଦଲଫଟା ବର୍ଷା, ୭ ନିଖୋଜ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ପୁଣି ବାଦଲଫଟା ବର୍ଷା । ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ରାତିସାରା ପ୍ରବଳ ବର୍ଷା ପରେ, ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ନନ୍ଦନାଗର ଘାଟ ଅଞ୍ଚଳର କୁନ୍ତରୀ ଲଙ୍ଗାଫାଲି ଏବଂ ଧୂର୍ମା ଗାଁରେ ଅନେକ ଘର ଏବଂ ଯାନବାହନ…

ବିଦ୍ୟାଳୟରେ ପଶି ଛାତ୍ରଙ୍କୁ ମାଡ, ଥାନାରେ ଅଭିଯୋଗ

ଧାମରା: ଜଳେଶ୍ୱରପୁର ପଞ୍ଚାୟତରେ ଥିବା ପାଞ୍ଚମୁକା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ  ଅଭିଭାବକ ସ୍କୁଲରେ ପଶି ଅନ୍ୟ ଜଣେ ୬ଷ୍ଠ ଶ୍ରେଣୀର ଛାତ୍ରକୁ ମାଡ ମାରିଛନ୍ତି। ଏ ନେଇ ବାଂଶଡା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି,…

ବିଧାନସଭାରୁ ବିଧାୟକଙ୍କ ଦାମୀ ସାମଗ୍ରୀ ଚୋରି, ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

ଭୁବେନଶ୍ବର: ବିଧାନସଭା ପରିସରରୁ ବିଧାୟକଙ୍କ ଦାମୀ ସାମଗ୍ରୀ ଚୋରି ହୋଇଛି। ସୁନା ଚେନ, ଦାମୀ ଘଣ୍ଟା, ପ୍ୟାଣ୍ଟ ଶାର୍ଟ ଚୋରି ହୋଇଥିବା ନେଇ ବିଧାୟକ ରାମଚନ୍ଦ୍ର କାଡାମ ଅଭିଯୋଗ କରିଛନ୍ତି। ତାଙ୍କ ଜିନିଷ ଫେରାଇଦେବା ଲାଗି କଂଗ୍ରେସ ପକ୍ଷରୁ ବାଚସ୍ପତି ସୁରମା…

ବୀମା ପାଇଁ ଦୁଇ ପତ୍ନୀଙ୍କୁ ହତ୍ୟା କରିଛି ଦୀପକ: ଶୁଭମିତ୍ରାଙ୍କ ବାପା

ଭୁବନେଶ୍ଵର : ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରା ମୃତ୍ୟୁ ଘଟଣାରେ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି।  ବୀମା ଟଙ୍କା ପାଇଁ ଦୀପକ ଦୁଇ ପତ୍ନୀଙ୍କୁ ହତ୍ୟା କରିଥିବା ନେଇ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ମୃତ ଶୁଭମିତ୍ରାଙ୍କ ବାପା। କେବଳ ଦୀପକ…

ବରମୁଣ୍ଡା ବସ୍ ଟର୍ମିନାଲରେ ୧୧୨ ଟି ଦୋକାନ ଆବଣ୍ଟନ ପାଇଁ BDA ପକ୍ଷରୁ ଲଟେରୀ ବ୍ୟବସ୍ଥା

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଗୁରୁବାର ଦିନ ବାବାସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲ (BSABT) ରେ ହିତାଧିକାରୀମାନଙ୍କୁ ଦୋକାନ ଆବଣ୍ଟନ ପାଇଁ ଏକ ଲଟେରୀ କରିଥିଲେ ।  ଏହି କାର୍ଯ୍ୟକ୍ରମ କଳିଙ୍ଗ ବିହାରର K7 କଲ୍ୟାଣ ମଣ୍ଡପରେ BDA…

ସ୍କୁଲ କ୍ୟାମ୍ପସରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର

ଭୁବନେଶ୍ୱର : ସ୍କୁଲ କ୍ୟାମ୍ପସରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁପୁତ୍ରର ମୃତଦେହ ।  ସହୀଦ ନଗର ଥାନା ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନ କ୍ୟାମ୍ପସରୁ ଏହି ମୃତ ଦେହ ଉଦ୍ଧାର ହୋଇଛି । କ୍ୟାମ୍ପସର ଅଳିଆ ଗଦାରୁ ଉଦ୍ଧାର କରାଯାଇଛି ଏହି…