କଳା ଯାଦୁ ବାହାନାରେ ନାତିକୁ ମାରିଲା ଜେଜେ, ବସ୍ତାରୁ ମୃତଦେହ ଉଦ୍ଧାର
ଉତ୍ତର ପ୍ରଦେଶ: ଅଖାରୁ ବାହାରିଲା ଖଣ୍ଡ ଖଣ୍ଡ ଶରୀର । କଳା ଯାଦୁ ବାହାନାରେ ନାତିକୁ ହତ୍ୟା କରିଦେଲା ଜେଜେ । ଶରୀରକୁ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଲା । ପ୍ରୟାଗରାଜରୁ ଆସିଲା ଛାତି ଥରେଇଦେବା ଭଳି ଖବର ।…
ଉତ୍ତର ପ୍ରଦେଶ: ଅଖାରୁ ବାହାରିଲା ଖଣ୍ଡ ଖଣ୍ଡ ଶରୀର । କଳା ଯାଦୁ ବାହାନାରେ ନାତିକୁ ହତ୍ୟା କରିଦେଲା ଜେଜେ । ଶରୀରକୁ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଲା । ପ୍ରୟାଗରାଜରୁ ଆସିଲା ଛାତି ଥରେଇଦେବା ଭଳି ଖବର ।…
ଭୁବନେଶ୍ଵର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । କାଲି ପର୍ଯ୍ୟନ୍ତ ୪ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ସେସବୁ ଜିଲ୍ଲା ଗୁଡିକ ହେଉଛି ଦେବଗଡ, ସମ୍ବଲପୁର , ସୁନ୍ଦରଗଡ ଏବଂ…
ଭୁବନେଶ୍ବର: ୨୦୨୫ ମସିହାରେ ନିଖୋଜ ଲୋକଙ୍କୁ ଖୋଜି ବାହାର କରିବା ପାଇଁ କରାଯାଇଥିବା ସ୍ୱତନ୍ତ୍ର ଅଭିଯାନ ‘ଅପରେସନ୍ ଅନୱେଶନ’ ଅଧୀନରେ ଓଡ଼ିଶା ପୋଲିସ ଏପର୍ଯ୍ୟନ୍ତ ୧,୨୦୯ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିଛି, ଯେଉଁଥିରେ ୧,୦୭୮ ଝିଅ ଏବଂ ୬,୬୬୭ ନିଖୋଜ ମହିଳାଙ୍କୁ…
ଭୁବନେଶ୍ବର:ସୁପ୍ରିମକୋର୍ଟ ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି (ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍)କୁ ବାଧ୍ୟତାମୂଳକ(TET Mandatory ) କରିଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ବିଭାଗ ଏହା ଉପରେ ତର୍ଜମା କରିବ। ଶିକ୍ଷକଙ୍କ…
ପୁରୀ : ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ । ନୀଳଚକ୍ରର ପତିତପାବନ ବାନା ଉପରେ ଚିଲଟି ବସିଥିବା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଉପରେ ଚିଲ ବସିଲେ ଅଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ । ତେବେ ଦୀର୍ଘ ସମୟ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମେଧାବୀ ଛାତ୍ର ୧୯ ବର୍ଷୀୟ ଶୁଭମ୍ ଶବରଙ୍କର କାହାଣୀ ସାରା ଦେଶରେ ଚର୍ଚ୍ଚିତ । ପଲ୍ଲିରୁ ଦିଲ୍ଲୀ ଶୁଭମଙ୍କ ପ୍ରଶଂସାରେ ଶତମୁଖ । ନିଜେ ଦାଦନ ଖଟି ରୋଜଗାର କରି ଉପାର୍ଜିତ ଅର୍ଥରୁ ପାଇଛନ୍ତି ସଫଳତା ।…
ଭୁବେନଶ୍ବର: ଏନଆରଟିଏସ ପରୀକ୍ଷା ଘୁଞ୍ଚାଇଲା ମାଧ୍ୟମିକ ଶିକ୍ଷା ପରିଷଦ । ପୂର୍ବରୁ ସେପ୍ଟେମ୍ବର ୧୦ ତାରିଖରେ ହେବାକୁ ଥିଲା ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷା । ଏହାକୁ ସେପ୍ଟେମ୍ବର ୧୯ ତାରିଖକୁ ଘୁଞ୍ଚାଇଲା ବୋର୍ଡ । ସକାଳ ୧୦ ଟାରୁ ୧୨ଟା…
ଝାରସୁଗୁଡ଼ା : ମୟୁରଭଞ୍ଜ ଜାମଦା ତହସିଲଦାର ଗିରଫ । ଜାମଦା ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଝାରସୁଗୁଡା ବେଲପାହାଡ ମ୍ୟୁନିସିପାଲିଟିରେ ନିର୍ବାହୀ ଅଧିକାରୀ ଥିବା ବେଳେ ୪ କୋଟି ଟଙ୍କାର ସରକାରୀ ଅର୍ଥକୁ ହେରଫେର କରିଥିଲେ…
କଟକ : ଗ୍ୟାଙ୍ଗଷ୍ଟର ସକିଲର ଆତ୍ମସମର୍ପଣ । ମଙ୍ଗଳାବାଗ ଥାନାର ଏକ ମାମଲାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟାର ସକିଲ୍ । କଟକ JMFCରେ ସକିଲର ଆତ୍ମସମର୍ପଣ କରିଛି । ଆରମ୍ଭ ହୋଇଛି ପାର୍ବଣ ଋତୁ । କଟକ ସହରର ଆଇନ୍ ଶୃଙ୍ଖଳାକୁ…
ମାଲକାନଗିରି : ମାଲକାନଗିରି ବ୍ଲକରେ ଅଫିସର ଓ କର୍ମଚାରୀ ମରୁଡି ଦେଖାଦେଇଛି । ଫଳରେ ସମସ୍ତ ବିଭାଗ ଅଚଳ ହୋଇ ପଡିଛି । ବିଭିନ୍ନ ବିଭାଗରେ ପଦ ପଦବୀ ଗୁଡିକ ଅତିରିକ୍ତ ଦାୟିତ୍ୱରେ ଚାଲିଛି । ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ,…