ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶରେ ବନ୍ୟାଜଳ, ସେବାୟତ ସଜାଗ
ନରସିଂହପୁର: ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ବନ୍ୟାଜଳ । ଭଟ୍ଟାରିକା ମନ୍ଦିର ବେଢାରେ ପଶିଲା ବନ୍ୟାଜଳ । ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିରକୁ ଛୁଇଁଛି ତଥାପି ମାଙ୍କ ଗର୍ଭଗୃହକୁ ପଶିନି । ଆଜି ସପ୍ତମୀ ପୂଜା ଥିବାରୁ ଚିନ୍ତାରେ ପ୍ରଶାସନ ଓ ସ୍ଥାନୀୟ…
