ମେଟାଗୁଡା ଅଞ୍ଚଳର ଇରାପଲ୍ଲୀ ଓ କୋଇମେଟା ମଧ୍ୟରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଯବାନ ମାନେ ଏକ ବେଆଇନ କାରଖାନା ଦେଖିବାକୁ ପାଇଥିଲେ । ଏହି କାରଖାନାଟି ନକ୍ସଲଙ୍କର ଜାଣିବା ପରେ ଏହାକୁ ତୁରନ୍ତ ଧ୍ବଂସ କରିଦେଇଥିଲେ ।
ଏହି କାରଖାନାରେ ତିଆରି ହେଉଥିବା ବନ୍ଧିକ ସହ ଏତେ ମାତ୍ରାରେ ବିସ୍ଫୋରକ ଜବାନଙ୍କୁ ଟାର୍ଗେଟ କରି ତିଆରି ହେଉଥିଲା । ଏହି କାରଖାନାକୁ ଧ୍ବଂସ କରିବା ପରେ ନକ୍ସଲଙ୍କର ବହୁ କ୍ଷତି ହୋଇଥିବା ପୋଲିସ କହିଛି ।

