ସୁଶୀଲ ମେହେର ଧନୁଯାତ୍ରାର ନୂଆ କଂସ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ପରବର୍ତ୍ତୀ କଂସ ଭାବେ ଚୟନ ହୋଇଛନ୍ତି ସୁଶୀଲ ମେହେର । ଚଳିତ ବର୍ଷ ନୂଆ କଂସ ହେବେ ସୁଶୀଲ ମେହେର, ଧନୁଯାତ୍ରା ପାଇଁ କଳାକାର ଚୟନ ଅନୁଷ୍ଠିତ ହୋଇଥିଲା, ଏଥିରେ ବାଜି ମାରିଛନ୍ତି ସୁଶୀଲ,…

ଆରପାରିରେ ହ୍ୟୁମାନ, ଜନ୍ମମାଟିରେ ହେଲା ଅନ୍ତିମ ସଂସ୍କାର

ଭୁବନେଶ୍ବର: ଅଫେରା ରାଇଜରେ ଓଲିଉଡ ଜଗତର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଗତକାଲି ରାତିରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମେଡିକାଲରୁ ହ୍ୟୁମାନଙ୍କ ପାର୍ଥିବ ଶରୀର କଟକ ସ୍ଥିତ ବାସଭବନକୁ ନିଆଯାଇଥିଲା, ସେଠାରେ…

ପାକିସ୍ତାନରୁ ପରିଚାଳିତ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ନେଟୱର୍କ ଠାବ: ୬ ପିସ୍ତଲ ସହ ୧ କେଜି ହେରୋଇନ୍ ଜବତ, ୫ ଗିରଫ

ନୂଆଦିଲ୍ଲୀ: ପାକିସ୍ତାନରୁ ପରିଚାଳିତ ହେଉଥିବା ଏକ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ନେଟୱର୍କକୁ ପଞ୍ଜାବ ପୁଲିସ ଠାବ କରିବାରେ ସଫଳ ହୋଇଛି। ନେଟ୍‌ୱର୍କ ଠାବ କରିବା ସହିତ ୬ଟି ପିସ୍ତଲ ଓ ୧ କିଲୋ ହେରୋଇନ ଜବତ କରିଛି। ନେଟୱର୍କରେ ଜଡିତ ୫ଜଣଙ୍କୁ…

୫୦ ବର୍ଷ ପରେ ବଡ଼ ପରଦାରେ ପୁଣି ଧମାଲ କରିବ ‘ଶୋଲେ’

ମୁମ୍ବାଇ: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ “ଶୋଲେ” ପୁଣି ଥରେ ବଡ଼ ପରଦାରେ ଧମାଲ କରିବାକୁ ଯାଉଛି। ରିଲିଜ୍ କରିବାର ପଚାଶ ବର୍ଷ ପରେ, ଏହି ଫିଲ୍ମଟି 4K ରେ ରିଷ୍ଟୋର ହେଉଛି ଏବଂ ସାରା ଦେଶରେ ୧୫୦୦ ସ୍କ୍ରିନରେ ରି-ରିଲିଜ୍…

କଣ୍ଟାବାଞ୍ଜି ଷ୍ଟେସନରୁ ୮ ଦାଦନ ସହ ୫ ଶିଶୁ ଉଦ୍ଧାର, ଦଲାଲ ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ ୫ଜଣ ଶିଶୁ ସମୁଦାୟ ୧୩ ଜଣଙ୍କୁ ଉଦ୍ଧାର କରିଛି ପୁଲିସ। ଏହି ଶ୍ରମିକମାନଙ୍କୁ ଇଟାଭାଟିରେ କାର୍ଯ୍ୟ କରିବାକୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯିବା ସମୟରେ ପୁଲିସ ଟାସ୍କ ଫୋର୍ସ ଉଦ୍ଧାର…

ଲାଲକିଲ୍ଲା ବିସ୍ଫୋରଣ ଲାଗି ଆରଏସଏସକୁ ଦାୟୀ କଲା କଂଗ୍ରେସ

ମୁମ୍ବାଇ : ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବୋମା ବିସ୍ଫୋରଣ (Delhi Blast) ସମ୍ପର୍କରେ ମହାରାଷ୍ଟ୍ରର କଂଗ୍ରେସ ନେତା ହୁସେନ ଦଲୱାଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଏହି ଆକ୍ରମଣ ଲାଗି ଆରଏସଏସ(RSS)କୁ ଦାୟୀ କରିଛନ୍ତି । ସେ ଦାବି…

୨୨ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ !

ଭୁବନେଶ୍ବର: ପୁଣି ଆଉ ଏକ ଲଘୁଚାପ ସମ୍ଭାବନା । ୨୨ ବେଳକୁ ୨୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପ୍ରଭାବରେ କମିବ ଶୀତ, ବଢ଼ିବ ତାପମାତ୍ରା । ଏପଟେ ଉତ୍ତର ଦିଗରୁ ଶୁଷ୍କ ବାୟୁ…

ରସିଦ ଅଲି ଖୋଲିବ ବିସ୍ଫୋରଣର ରହସ୍ୟ: ୧୦ ଦିନିଆ ରିମାଣ୍ଡରେ ନେଲା NIA

ନୂଆଦିଲ୍ଲୀ : ସୁ ବମ୍ବର’ ଉମର ନବୀ । ୧୦/୧୧ ଦିଲ୍ଲୀ ବ୍ଲାଷ୍ଟକୁ ନେଇ ସାମ୍ନାକୁ ଆସିଛି ସୁ ବମ୍ବର ଥିଓରୀ । ନିଜ ଜୋତା ଭିତରେ ପ୍ରଚଣ୍ଡ ବିସ୍ଫୋରକ ଟ୍ରାଇଏସିଟୋନ୍ ଟ୍ରାଇପେରକ୍ସାଇଡ୍ -TATP ନେଇଥିଲା ଆତ୍ମଘାତୀ ବସ୍ଫୋରଣକାରୀ ଡାକ୍ତର ଉମର ନବୀ…

ଗଣହତ୍ୟା ମାମଲାରେ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

ନୂଆଦିଲ୍ଲୀ: ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗଣହତ୍ୟା ମାମଲାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ-ICT ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ଗତବର୍ଷ ଅଗଷ୍ଟରେ ବାଂଲାଦେଶର…

ଯେକୌଣସି ଯୁଦ୍ଧ ପାଇଁ ଭାରତ ସର୍ବଦା ପ୍ରସ୍ତୁତ: ଜେନେରାଲ ଦ୍ବିବେଦୀ

ନୂଆଦିଲ୍ଲୀ : ଶତ୍ରୁକୁ ଚେତାବନୀ । ଯେକୌଣସି ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ । ଅପରେସନ ସିନ୍ଦୂର ଟ୍ରେଲର ମାତ୍ର । ବାକି ଅଛି ପୁରା ଫିଲ୍ମ । ଯଦି କେହି ଆତଙ୍କୀଙ୍କୁ ପ୍ରୋତ୍ସାହିତ କରେ, କଡ଼ା ଜବାବ ଦେବୁ। ଏମିତିକି ସୁଯୋଗ…