ସ୍ଵାର୍ଥପର ଲୋକ ଦଳରୁ ପଳେଇଲେ ଭଲ

ଭୁବନେଶ୍ଵର : ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିସ୍ଫୋରକ ବୟାନ ରଖିଛନ୍ତି। ସେ କହିଛନ୍ତି ନବୀନ ବାବୁ ମୋତେ ଫୋନ୍ କଲେ, ଗୃହରେ ଅନୁପସ୍ଥିତ ରହିବାକୁ କହିଥିଲେ। ମୁଁ ତାଙ୍କ ହିସାବରେ ଭୋଟ୍ ଦେବାକୁ ଯାଇନଥିଲି। କିଛି ଲୋକ ନବରନ ବାବୁଙ୍କୁ…

ଲାଲକିଲ୍ଲା ବୋମା ବିସ୍ଫୋରଣ : ଆଉ ଜଣେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ମାମଲାରେ ଏନ୍ଆଇଏକୁ ବଡ ସଫଳତା ମିଳିଛି। ଆଉ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆଜି ଏଜେନ୍ସି ଗିରଫ କରିଛି। ଗିରଫ ଅଭିଯୁକ୍ତ ସୋଏବ ହରିୟାଣାର ଫରିଦାବାଦର ଧୌଜ ଅଞ୍ଚଳର ବାସିନ୍ଦା। ଏହି…

ରାଜଧାନୀରେ ଦୁଇଦିନିଆ ଓଡିଶା ବିକାଶ ସମାବେଶ

ଭୁବନେଶ୍ବର : ଭୁବନେଶ୍ଵରର ଏକ ଘରୋଇ ହୋଟେଲରେ ଆଜି ଦୁଇଦିନିଆ ଓଡିଶା ବିକାଶ ସମାବେଶ ଉଦ୍ଘାଟନ ହୋଇଛି । ଏହି ସମାବେଶର ବିଭିନ୍ନ ଅଧିବେଶନ ଆୟୋଜିତ ହେବ । ଏଥିରେ ଓଡିଶା ପାଇଁ ଜନ କୈନ୍ଦ୍ରିକ, ଜଳବାୟୁ ସ୍ମାର୍ଟ ଓ ଶତାୟୁ…

ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡଧରଣର ଅଦଳବଦଳ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି। ଉଷାରାଣୀ ସାହୁ ପଞ୍ଚାୟତିରାଜ ବିଭାଗର ସ୍ଵତନ୍ତ୍ର ସଚିବ ହୋଇଥିବାବେଳେ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ଲୋପାମୁଦ୍ରା ମହାପାତ୍ର। ରାଜ୍ୟ ମାଇନିଂ ବିଭାଗର ସିଭିଓ ହେଲେ…

ମହାନଦୀରୁ ଅଜଣା ଶିଶୁର ମୃତଦେହ ଉଦ୍ଧାର

କଟକ: କଟକ ମହାନଦୀର ଯୋବ୍ରା ଆନିକଟରୁ ଅଜଣା ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀର ଟିମ ପହଞ୍ଚି ଆନିକଟରେ ଭାସୁଥିବା ମୃତଦେହକୁ ଉଦ୍ଧାର କରିଛି। ଉଦ୍ଧାର ପରେ ଏହା ଏକ ଶିଶୁକନ୍ୟାର ମୃତଦେହ ବୋଲି ଜଣାପଡିଥିଲା। ଶିଶୁଟିର ବୟସ ୬…

ଗୋଟିଏ ରାତିରେ ୪୮ ଚୋରା ବାଲିବୋଝେଇ ହାଇୱା ଜବତ: ଉତ୍ତୋଳନରେ ବ୍ୟବହୃତ ୪ ଜେସିବି ଧରାପଡ଼ିଲା, ୧୦ ଅଟକ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ମହାନଦୀର କିଲିପାଳ ବାଲି ସୈରାତରେ ଦୀର୍ଘ ବର୍ଷ ଧରି ବ୍ୟାପକ ଚୋରା ବାଲି କାରବାର ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା। ଗତକାଲି ବିଳମ୍ବିତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ନେତୃତ୍ବରେ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ…

ଆତ୍ମହତ୍ୟା ଲାଗି ଉସୁକାଇବା ଅଭିଯୋଗରେ ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ସ୍ତ୍ରୀଙ୍କୁ ବାନ୍ଧିଲା ପୁଲିସ

କଟକ: ଲାଲବାଗ ଥାନା ପୁଲିସ ଓଡ଼ିଆ ରାପର୍ ଏବଂ ଇଞ୍ଜିନିୟର ଅଭିନବ ସିଂହ (୩୨)ଙ୍କ ପତ୍ନୀ ଉତ୍କଳ ଦୀପିକା ରାଉତଙ୍କୁ ତାଙ୍କ ସ୍ୱାମୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଗିରଫ କରିଛି। ଅଭିନବ ସିଂହ ଫେବୃଆରୀ ୯ (ରବିବାର) ଦିନ କାଦୁବେସାନାହଲ୍ଲିସ୍ଥିତ…

ଡବଲ ଇଞ୍ଜିନ ସରକାର ସବୁବେଳେ ‘ଅନ୍ନଦାତା’ଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ ଆସିଛନ୍ତି

ଭୁବନେଶ୍ବର: ଅଧିକ ଉଷୁନା ଚାଉଳ କିଣିବ ଏଫ୍ ସିଆଇ। ଓଡ଼ିଶାରୁ ଅଧିକ ୮ ଲକ୍ଷ ଉଷୁନା ଧାନ କିଣିବ ଏଫ୍ ସିଆଇ, ଯାହା ଧାର୍ଯ୍ୟ ଲକ୍ଷ୍ୟଠାରୁ ଯଥେଷ୍ଟ ଅଧିକ। ଏଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ…

ସଂସ୍କୃତି ଓ ଲୋକକଳା ବଞ୍ଚାଇବା ଦାୟିତ୍ବ ଆମର: ଗଣଶିକ୍ଷାମନ୍ତ୍ରୀ

ନବରଙ୍ଗପୁର : ଜିଲ୍ଲାସ୍ତରୀୟ ଲୋକମହୋତ୍ସବ ମଣ୍ଡେଇ ଲୋକକଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଚାଳିଚଳଣୀ ଓ ଆସ୍ଥାକୁ ଉତ୍ସବ ମାଧ୍ୟମରେ ପରିପ୍ରକାଶ କରିବାର ଏକ ଜନଅନ୍ଦୋଳନ ଭାବେ ଉଭା ହୋଇଛି। ଏପରି ମତବ୍ୟକ୍ତ କରିଛନ୍ତି ନବରଙ୍ଗପୁର ଜିଲ୍ଲାର ଆଦିବୀସୀ ସଂସ୍କୃତି ଓ ପରମ୍ପରାକୁ ନେଇ…

ପାର୍କିଂ ବଢାଇବୁ, ପ୍ରାଇଭେଟ୍ ପ୍ଲଟ୍ ନେବୁ : ମେୟର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ଦିନକୁ ଦିନ ବଢୁଥିବା ଜନସଂଖ୍ୟା ଓ ଗାଡ଼ିମୋଟର ସଂଖ୍ୟା ଯୋଗୁଁ ଟ୍ରାଫିକ ସମସ୍ୟା ଜଟିଳ ରୂପ ଧାରଣ କରୁଛି। ବିଶେଷକରି ପାର୍କିଂ ସ୍ଥାନର ଅଭାବ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗମ୍ଭୀର…