ଡାକ୍ତରରୁ ଆତଙ୍କବାଦୀ, ରାସାୟନିକ ଆକ୍ରମଣ ଲାଗି ଷଡ଼ଯନ୍ତ୍ର

ଗୁଜୁରାଟ: ଗୁଜୁରାଟ ଆତଙ୍କବାଦ ନିରୋଧୀ ଦଳ (ATS) ଏକ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାସ କରିଛି ଯାହା ସାରା ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକୁ ସତର୍କ କରିଦେଇଛି। ଚୀନରୁ MBBS କରିଥିବା ଏବଂ ଇସଲାମିକ୍ ଷ୍ଟେଟ୍ ଖୋରାସନ ପ୍ରଦେଶ (ISKP) ସହିତ ସମ୍ପର୍କରେ ଥିବା…

ପାକିସ୍ତାନରେ ସର୍ବେସର୍ବା ସେନା ହେବ କି ?

ଇସ୍ଲାମାବାଦ : ପାକିସ୍ତାନରେ ସେନା ସର୍ବେସର୍ବା ହେବାକୁ ଯାଉଛି କି ? ବର୍ତ୍ତମାନର ପରିସ୍ଥିତି ଏହା ସୂଚାଇ ଦେଉଛି। ଗୋଟିଏ ପଟେ, ସରକାର ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ସର୍ବୋଚ୍ଚ କ୍ଷମତା ପ୍ରଦାନ କରିବା ପାଇଁ ଏକ ନୂତନ ବିଲ୍…

ବୋତ୍‌ସ୍ବାନାରୁ ଭାରତକୁ ଆସିବେ ଆଉ ୮ ଚିତା

ନୂଆଦିଲ୍ଲୀ: ଆଫ୍ରିକୀୟ ରାଷ୍ଟ୍ର ବୋତ୍‌ସ୍ବାନାରୁ ଖୁବ୍‌ଶୀଘ୍ର ଆଉ ୮ଟି ଚିତା ଭାରତ ଅଣାଯିବ ବୋଲି ଜଣାପଡିଛି। ଇତିମଧ୍ୟରେ ଭାରତ ଆସିବାକୁ ଥିବା ଦୁଇଟି ଅଣ୍ଡିରା ଚିତାଙ୍କୁ ଧରାଯାଇ ଗୋଟିଏ ମାସ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଛି। ଡାକ୍ତରୀ ପରୀକ୍ଷା ପରେ ଛଅ ମାଈ…

୪ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବାରାଣସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉତ୍ତର ପ୍ରଦେଶସ୍ଥିତ ନିଜର ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତରେ ଯାଇଥିବାବେଳେ ୪ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଚାରିଟି ବନ୍ଦେ ଭାରତ ଟ୍ରେନ ବାରାଣସୀ-ଖଜୁରାହୋ, ଲକ୍ଷ୍ନୌ-ସାହାରନପୁର, ଫିରୋଜପୁର-ଦିଲ୍ଲୀ ଏବଂ…

ଆଇଏସଆଇଏସର ମଡ୍ୟୁଲର ତିନି ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଗୁଜରାଟରୁ ଆଇଏସଆଇଏସର ମଡ୍ୟୁଲର ତିନି ଆତଙ୍କବାଦୀ ଗିରଫ। ଗୁଜରାଟ ଏଟିଏସ ଓ କେନ୍ଦ୍ରୀୟ ଏଜେନସୀର ମିଳିତ ଅଭିଯାନରେ ତିନି ଜଣଙ୍କୁ ଗିରଉ କରାଯାଇଛି । ଏହି ତିନି ଆତଙ୍କବାଦୀ ଇସଲାମିକ ଷ୍ଟେଟ ଅଫ ଖୋରାସାନ ପ୍ରୋଭିଏନସର ଆତଙ୍କବାଦୀଙ୍କ ସଂପର୍କରେ ଥିବା ସୂଚନା…

ଜାପାନରେ ଭୂମିକମ୍ପ ଝଟକା, ତୀବ୍ରତା ୬.୮

ଜାପାନ : ଭାରତର ଆଣ୍ଡାମାନ ନିକୋବର ପରେ ଜାପାନରେ ଶକ୍ତିଶାଳୀ ଭୂକମ୍ପର ଝଟକା । ୬.୮ର ତୀବ୍ରତାରେ ଥରିଉଠିଲା ସାନରିକୁ ଅଞ୍ଚଳ । ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ଇୱାଟେ ପ୍ରଦେଶ ପାଇଁ ସୁନାମୀ ଆଲର୍ଟ ଜାରି କରିଛି…

ରୁଷିଆରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ମୃତ, ୨ ଆହତ

ରୁଷିଆ : ରୁଷିଆର ଦାଗେସ୍ତାନରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଘଟଣା ଅଚି ସୁ ଗାଁ ନିକଟ କାସ୍ପିଆନ ସାଗରରେ ହୋଇଛି । ହେଲିକପ୍ଟର ଅନିୟନ୍ତ୍ରିତ ହୋଇ ତଳେ ମାଡ଼ ହୋଇ…

ସମଲିଙ୍ଗୀ ସମ୍ପର୍କ ପାଇଁ ପୁଅର ଜୀବନ ନେଲା ମା

ଚେନ୍ନାଇ: ସମଲିଙ୍ଗୀ ସମ୍ପର୍କ ପାଇଁ ଉଜୁଡ଼ିଲା ସଂସାର । ସମ୍ପର୍କରେ କଣ୍ଟା ସାଜୁଥିଲା ପୁଅ । ୫ ମାସର ପୁଅକୁ ରାସ୍ତାରୁ ହଟାଇଲା ମା’ । ମହିଳା ସାଥୀ ପାଇଁ ମା’ ଭୁଲିଗଲା ମମତା । ସ୍ବାମୀ ସୁରେଶ କାମକୁ ଗଲା…

ତେଜ ପ୍ରତାପଙ୍କୁ Y+ କ୍ୟାଟେଗୋରୀ ସୁରକ୍ଷା ଦେଲା ଗୃହ ମନ୍ତ୍ରଣାଳୟ

ବିହାର : ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ଜନଶକ୍ତି ଜନତା ଦଳର ପ୍ରମୁଖ ତେଜ ପ୍ରତାପ ଯାଦବଙ୍କୁ କେନ୍ଦ୍ର ସରକାର ୱାଇ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଆଦେଶ ପରେ ସିଆରପିଏଫ ଜେତ ପ୍ରତାପ ଯାଦବଙ୍କ…

ବିଷ ବଳୟରେ ଛଟପଟ ଦିଲ୍ଲୀବାସୀ

ନୂଆଦିଲ୍ଲୀ : ବିଷବଳୟ ପାଲଟିଛି ଦିଲ୍ଲୀ । ପୁଣିଥରେ ବିଷାକ୍ତ ବାୟୁ ବଳୟରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ । ବାୟୁର ମାନ ଶନିବାର ସାଂଘାତିକ ରୂପ ନେବା ପରେ ଅଧିକ କଟକଣା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ସହରର ବିଭିନ୍ନ ସ୍ଥାନରେ…