ଦିଲ୍ଲୀ ବିସ୍ଫୋରଣ: NIA ହାତକୁ ଗଲା ଯାଞ୍ଚ ଦାୟିତ୍ବ
ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ମାମଲାରେ ଯାଞ୍ଚ କରିବା ବେଳେ ପ୍ରତି ଘଣ୍ଟାରେ ନୂଆ ନୂଆ ଖୁଲାସା ସାମ୍ନାକୁ ଆସିଛି । ପୋଲିସ ଏବଂ ଗୁଇନ୍ଦା ଏଜେନ୍ସୀ ଏହି ମାମଲାରେ ଅନେକ ଲୋକଙ୍କୁ ଗିରଫ କରିଛି । ଏମାନଙ୍କ…
ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ମାମଲାରେ ଯାଞ୍ଚ କରିବା ବେଳେ ପ୍ରତି ଘଣ୍ଟାରେ ନୂଆ ନୂଆ ଖୁଲାସା ସାମ୍ନାକୁ ଆସିଛି । ପୋଲିସ ଏବଂ ଗୁଇନ୍ଦା ଏଜେନ୍ସୀ ଏହି ମାମଲାରେ ଅନେକ ଲୋକଙ୍କୁ ଗିରଫ କରିଛି । ଏମାନଙ୍କ…
କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ ୧୧୦ ବର୍ଷୀୟ ବୃଦ୍ଧା କାଲିୟା ଦେବୀ ମତଦାନ କରିଛନ୍ତି। ଚାଲିବାରେ ଅସମର୍ଥ କାଲିୟା ଦେବୀଙ୍କୁ ତାଙ୍କ ପୁଅ ଖଟିଆରେ ବୋହି ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆଣିଥିଲେ ଏବଂ ତାଙ୍କୁ…
ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ। ବିସ୍ଫୋରଣ ପରେ ସ୍ଥିତି ସମୀକ୍ଷା ପାଇଁ ଶାହଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, ଏନ୍ଆଇଏ ଡିଜି,…
ନୂଆଦିଲ୍ଲୀ : ଭୁଟାନରୁ ମୋଦିଙ୍କ ବାର୍ତ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଦିଲ୍ଲୀ ବିସ୍ଫୋରଣ ପଛରେ ଯାହାର ବି ହାତ ରହିଛି କାହାକୁ ଛଡାଯିବ ନାହିଁ । ସମସ୍ତ…
ୱାଶଂଟନ୍ : ଆମେରିକା ଫ୍ଲୋରିଡାର କୋରାଲ ସ୍ପ୍ରିଙ୍ଗସ୍ ଅଞ୍ଚଳରେ ଏକ ଛୋଟ ଟର୍ବୋପ୍ରପ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନାନୁଯାୟୀ, ବିମାନଟି ଜାମାଇକାର ହରିକେନ୍…
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଭୟଙ୍କର ବଡ଼ ବିସ୍ଫୋରଣ ହୋଇଛି । ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ଦୁଇ ଡଜନରୁ ଅଧିକ ଆହତ ହୋଇଛନ୍ତି । ପୋଲିସ ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତଦନ୍ତ ଆରମ୍ଭ କରିଛନ୍ତି…
ଇସଲାମବାଦ : ପାକିସ୍ତାନର ରାଜଧାନୀ ଇସଲାମବାଦର ଜିଲ୍ଲା କୋର୍ଟ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଅତିକମରେ ୯ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । କୋର୍ଟ ପରିସରରେ ଥିବା ପାର୍କିଂ ଗାଡିରେ ଗ୍ୟାସ ସିଲିଣ୍ଡର…
ପାଟଣା: ବିହାର ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ବର୍ତ୍ତମାନ ଅନେକ ଟିଭି ଚ୍ୟାନେଲ୍ ଓ ଏଜେନ୍ସି ନିଜ ଏକଜିଟ୍ ପୋଲର ଫଳାଫଳ ଜାରି କରିବା ଆରମ୍ଭ କରିଦେଇଛନ୍ତି। ମୁଖ୍ୟ ସର୍ଭେ ଏଜେନ୍ସି ୨୪୩ ସିଟ୍ ବିଶିଷ୍ଟ ବିହାର…
ପାଟଣା: ଦ୍ବିତୀୟ ପର୍ଯ୍ୟାୟ ମତଦାନ ପରେ ବିହାର ନୂଆ ରେକର୍ଡ କରିଛି। ୩ଟା ସୁଦ୍ଧା ଭୋଟିଂରେ ଆକଳନ ୬୦ ପ୍ରତିଶତ ଉପରକୁ ଚାଲିଯାଇଥିଲା। ୨୦୦୦ ବିଧାନସଭା ନିର୍ବାଚନରେ ୬୨.୫୭ ପ୍ରତିଶତ ମତଦାନ ହୋଇଥିଲା। ୧୯୯୮ ଲୋକସଭା ନିର୍ବାଚନରେ ୬୪.୬ ପ୍ରତିଶତ ମତଦାନ…
ବିହାର: RJDର ଅଭିଯୋଗ କ୍ରମେ ମୋତିହାରୀ ବୁଥ୍ରେ ୨ଗିରଫ । ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି । ରାଷ୍ଟ୍ରୀୟ ଜନତା ଦଳ (RJD) ଅଭିଯୋଗ କରିବା ପରେ ବିହାରର ମୋତିହାରୀରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୋଗ…