ଘରୋଇ ଇଂରାଜୀ ମିଡିୟମ ସ୍କୁଲର ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ମାଡ଼ପିଟ, ୧୦ ଜଣଙ୍କ ନାଁରେ ମାମଲା

କଟକ : କଟକରେ ଅଭାବନୀୟ ଘଟଣା । ଗଣ୍ଡରପୂର୍ ମହାନଦୀ ବିହାର ଅଞ୍ଚଳର ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ । ଦୁଇ ଛାତ୍ରଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ୧୦ ଛାତ୍ରଙ୍କ ନାଁ ରେ ଚାଉଳିଆଗଞ୍ଜ…

ସିକନ୍ଦର ଆଲାମ୍ ଓ ତାର ଭାଇକୁ ଗିରଫ କଲା ଜଗତସିଂହପୁର ପୁଲିସ

ଜଗତସିଂହପୁର: ବାଲାଂଦେଶୀ ଅନୁପ୍ରବେଶ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ୍ ଓରଫ ସିକୁ  କୁ ଗିରଫ କରିଛି ପୁଲିସ୍ । ୧୬ ତାରିଖରେ ସନ୍ଧ୍ୟା‌ରେ ପୁଲିସ୍ ର ଚଡ଼ାଉ ଦେଖି ଚମ୍ପଟ ମାରିଥିଲା । ଶନିବାର ଯାଜପୁର ଠାରେ ଅଭିଯୁକ୍ତ ସିକନ୍ଦର…

୬୯ ଲକ୍ଷ ହଡପ, ବନ୍ଧା ହେଲେ ପୂର୍ବତନ କିରାଣି

ଭୁବନେଶ୍ବର: ୬୯ ଲକ୍ଷ ହଡପ, ପୂର୍ବତନ କିରାଣି ଗିରଫ ।  ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଟ୍ରେଜେରୀ ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ ଗିରଫ ।  ଟ୍ରେଜେରୀର ୬୮ଲକ୍ଷ ୮୫ ହଜାର ୪୯୭ ଟଙ୍କା ହଡ଼ପ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ ।…

ରୁଷୀୟ ବୋମା ବିସ୍ଫୋରଣରେ ୟୁକ୍ରେନର ୫ ସାଧାରଣ ନାଗରିକ ମୃତ

ରୁଷ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ରୁଷୀୟ ସେନା ଶୁକ୍ରବାର ସକାଳେ ସାଉଥ୍ ୟୁକ୍ରେନର ଜାପୋରିଝିଆ ସହର ଉପରେ ୩ଟି ଶକ୍ତିଶାଳୀ ଗ୍ଲାଇଡ୍ ବୋମା ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପ୍ରାୟ ୫ଜଣ…

ଶାନ୍ତି ପ୍ରସ୍ତାବରେ ରାଜି ହେବେ ୟୁକ୍ରେନ ରାଷ୍ଟ୍ରପତି: ଟ୍ରମ୍ପ

ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଶାନ୍ତି ପ୍ରସ୍ତାବରେ ରାଜି ହେବେ । ଏହି ପ୍ରସ୍ତାବକୁ ଜେଲେନସ୍କି ଅନୁମୋଦନ କରିବେ ବୋଲି ଆଶା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଆମେରିକା ପାଖରେ ଶାନ୍ତି ଫେରାଇ ଆଣିବାର ବାଟ ଅଛି । ଶୀତୠତୁ…

ବିଧାୟକଙ୍କୁ ଦେଖି ଠିଆ ନ ହେବାରୁ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍

ନୂଆଦିଲ୍ଲୀ: ହରିୟାଣାରେ ଜଣେ ଡାକ୍ତରଙ୍କ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଚକିତ ହୋଇଛନ୍ତି। ବିଧାୟକ ଆସିବାବେଳେ ତାଙ୍କୁ ସମ୍ମାନ ଦେବା ପାଇଁ ଡାକ୍ତରଜଣକ ଠିଆ ହୋଇନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବାବେଳେ ହାଇକୋର୍ଟ ସରକାରଙ୍କ…

ଭିଏତନାମରେ ବନ୍ୟା ବିତ୍ପାତ; ୪୧ ମୃତ

ହାନୋଇ: ପ୍ରବଳ ବର୍ଷା ଜନିତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଭିଏତନାମରେ ୪୧ଜଣଙ୍କର ମୃତ୍ୟୁ ହୋଇଛି। ଗତ ତିନି ଦିନ ଧରି ଦେଶରେ ବର୍ଷା ଲାଗି ରହିଛି। ବର୍ଷା ପରିମାଣ ୧୫୦ ସେଣ୍ଟିମିଟରରୁ ଅଧିକ ହୋଇଥିବା ରେକର୍ଡ କରାଯାଇଛି। ବନ୍ୟାରେ ୫୨ହଜାର…

ଆରାବଳୀ ପର୍ବତମାଳାରେ ନୂଆ ଖଣି ଲିଜ୍‌କୁ ନିଷିଦ୍ଧ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆରାବଳୀ ପର୍ବତମାଳା ଅଞ୍ଚଳରେ ନୂଆ ଖଣି ଲିଜ୍‌କୁ ସୁପ୍ରିମକୋର୍ଟ ନିଷିଦ୍ଧ କରିଛନ୍ତି। ଗୁରୁବାର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବଇଙ୍କ ନେତୃତ୍ବାଧୀନ ପୀଠ ଦେଇଥିବା ନିର୍ଦେଶ ଅନୁଯାୟୀ ଆରାବଳୀ ପର୍ବତ ଓ ଏହାର ସଂଲଗ୍ନ ପର୍ବତମାଳାରେ ନୂଆ ଖଣି ଖନନ…

ସୋମବାର ଶପଥ ଗ୍ରହଣ କରିବେ ଜଷ୍ଟିସ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ସୋମବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବେ। ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ଦେଶର ୫୩ତମ ସିଜେଆଇ। ୨୦୧୯ରୁ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରି ଆସୁଛନ୍ତି।…

ଧାରାଭିରେ ଅଗ୍ନିକାଣ୍ଡ: ଜଳିଗଲା ଅନେକ କୁଡ଼ିଆ, ହାର୍ବର ଲାଇନ ଲୋକାଲ ଟ୍ରେନ୍ ସେବା ପ୍ରଭାବିତ

ମୁମ୍ବାଇ : ଶନିବାର ଅର୍ଥାତ୍ ଆଜି ଅପରାହ୍ନରେ ମୁମ୍ବାଇର ଧାରାଭି ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯାହା ବ୍ୟାପକ ଆତଙ୍କ ସୃଷ୍ଟି କରିଛି । ରେଳ କ୍ରସିଂ ଏବଂ ନୁର ରେଷ୍ଟୁରାଣ୍ଟ ନିକଟରେ ଥିବା ପ୍ଲଟ୍ ନମ୍ବର ୧ର ନଭରଙ୍ଗ…