ପାକିସ୍ତାନରୁ ପରିଚାଳିତ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ନେଟୱର୍କ ଠାବ: ୬ ପିସ୍ତଲ ସହ ୧ କେଜି ହେରୋଇନ୍ ଜବତ, ୫ ଗିରଫ
ନୂଆଦିଲ୍ଲୀ: ପାକିସ୍ତାନରୁ ପରିଚାଳିତ ହେଉଥିବା ଏକ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ନେଟୱର୍କକୁ ପଞ୍ଜାବ ପୁଲିସ ଠାବ କରିବାରେ ସଫଳ ହୋଇଛି। ନେଟ୍ୱର୍କ ଠାବ କରିବା ସହିତ ୬ଟି ପିସ୍ତଲ ଓ ୧ କିଲୋ ହେରୋଇନ ଜବତ କରିଛି। ନେଟୱର୍କରେ ଜଡିତ ୫ଜଣଙ୍କୁ…
