November 25, 2025

ଗୁରୁବାରରେ ରାଜଧାନୀର ଏହି ରାସ୍ତାରେ କଟକଣା

ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ମହାମହିମ ରାଷ୍ଟପତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା ବିଧାନସଭାରେ ଶୀତକାଳୀନ ଅଧିବେଶନକୁ ରାଷ୍ଟପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ। ରାଷ୍ଟପତି ଗସ୍ତକୁ ଆଖି ଆଗରେ ରଖି ଭୁବନେଶ୍ବର କମିଶେନରରେଟ୍‌ ପୁଲିସ…

ବିହାର ବିଧାନସଭା : ବାଚସ୍ପତି ହୋଇ ପାରନ୍ତି ପ୍ରେମ କୁମାର

ପାଟନା : ବିହାର ବିଧାନସଭାର ବାଚସ୍ପତି ହୋଇ ପାରନ୍ତି ବିଜେପିର ବରିଷ୍ଠ ବିଧାୟକ ପ୍ରେମ କୁମାର । ବିହାର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ଏନଡିଏ । ବିଜୟ ପରେ ଏନଡିଏ ସହଯୋଗୀ ବିଜେପି , ଜେଡ଼ିୟୁ ଓ…

ଆରପାରିରେ ଆମେରିକାର ବୟୋଜ୍ୟେଷ୍ଠ କଇଁଛ ଗ୍ରେମା

ୱାଶିଂଟନ: ଆରପାରିରେ ଆମେରିକାର ସନ ଡିଏଗୋ ଚିଡିଆଖାନାର ବୟୋଜ୍ୟେଷ୍ଠ ଗ୍ୟାଲାପାଗୋସ ପ୍ରଜାତିର କଇଁଛ ଗ୍ରେମା । ମୃତ୍ୟୁ ବେଳକୁ କଇଁଛର ବୟସ ୧୪୧ ବର୍ଷ ହୋଇଥିଲା । ଏହି ଶାନ୍ତ , ସରଳ କଇଁଛଟି ଚିଡିଆଖାନାକୁ କେବେ ଆସିଥିଲା , ତାହା…

୧.୨୩ ଲକ୍ଷରେ ପହଞ୍ଚିଲା ସୁନା

ନୂଆଦିଲ୍ଲୀ : ସୁନା ମୂଲ୍ୟ ୧୬୨ଟଙ୍କା ବୃଦ୍ଧି ପାଇ ୧.୨୩ଲକ୍ଷ ଟଙ୍କାରେ ପହଞ୍ଚିଛି । କିଛିଦିନ ସୁନା ମୂଲ୍ୟରେ ହ୍ରାସପରେ ପୁନର୍ବାର ବୃଦ୍ଧି ପାଇଛି । ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ ସୁନା ମୂଲ୍ୟ ୧୬୨ଟଙ୍କା ବୃଦ୍ଧି…

ନୀତୀଶଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନୂତନ କ୍ୟାବିନେଟ ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ନୂତନ କ୍ୟାବିନେଟର ପ୍ରଥମ ବୈଠକ କରିଛନ୍ତି । ଏହା ସହ ୧୮ତମ ବିଧାନସଭାର ପ୍ରଥମ ଅଧିବେଶନ ତାରିଖ…

ପୈତୃକ ସମ୍ପତ୍ତି ନମିଳିଲେ ବି ପିତାମାତାଙ୍କ ଯତ୍ନ ନେବା ପିଲାମାନଙ୍କର କର୍ତ୍ତବ୍ୟ: ବମ୍ବେ ହାଇକୋର୍ଟ

ମୁମ୍ବାଇ:ବମ୍ବେ ହାଇକୋର୍ଟ କହିଛନ୍ତି ଯେ, ପିଲାମାନଙ୍କର ପିତାମାତାଙ୍କ ଯତ୍ନ ନେବା ଏବଂ ପ୍ରତିପାଳନ କରିବା ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଏବଂ କଲ୍ୟାଣ ଆଇନ, ୨୦୦୭ଅନୁଯାୟୀ ଏକ ନିଃସର୍ତ୍ତ ବୈଧାନିକ କର୍ତ୍ତବ୍ୟ। ଏହା ପିଲାଙ୍କର ପିତାମାତାଙ୍କ ସମ୍ପତ୍ତିର ମାଲିକାନା ଅଛି…

ମୋ ସହ ଲାଗିଲେ ବିଜେପିର ମୂଳଦୁଆ ଦୋହଲାଇ ଦେବି: ମମତା ବାନାର୍ଜୀ

କୋଲକାତା: ମୋ ସହ ଲାଗିଲେ ବିଜେପିର ମୂଳଦୁଆ ଦୋହଲାଇ ଦେବି। ଏଭଳି କହି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ପୁଣି ଥରେ ନିର୍ବାଚନ କମିଶନ ଏବଂ ବିଜେପି ଉପରେ ବର୍ଷିଛନ୍ତି। ବନଗାଓଁରେ ଏକ ରାଲିକୁ ସମ୍ବୋଧିତ…

ରାମ ମନ୍ଦିରର ଶିଖରରେ ଉଡ଼ିଲା ଧର୍ମଧ୍ୱଜ: ଶତାବ୍ଦୀର ଯନ୍ତ୍ରଣା ଆଜି ଶେଷ ହେଉଛି କହିଲେ ମୋଦୀ

ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଐତିହାସିକ ଧ୍ବଜା ଉଡ଼ିଛି। ଆଜି ଅଯୋଧ୍ୟାରେ ଏକ ଐତିହାସିକ ମୁହୂର୍ତ୍ତ ଜୀବନ୍ତ ହୋଇ ଉଠିଛି। ଶ୍ରୀରାମ ଜନ୍ମଭୂମି ମନ୍ଦିର ଉପରେ ଧର୍ମଧ୍ୱଜ ଉଡିଥିବାବେଳେ ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଭୁ ରାମଙ୍କୁ ହାତ…

ଗୋଟିଏ ଜୁଇରେ ଜେଜେମା-ନାତି

ବଲାଙ୍ଗୀର : ନାତିର ମୃତ୍ୟୁ ଖବର ଶୁଣି ଜେଜେମା’ଙ୍କ ମୃତ୍ୟୁ। ଏକାସଙ୍ଗେ ଜଳିଲା ଦୁଇ ଜଣଙ୍କ ଚିତା। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ସଦର ଥାନା ଆର.ଆର. କଲୋନୀରେ । ମିଳିଥିବା ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାରେ ସୁଧୀର ଖୁୱାସଙ୍କ…

ଏସ୍‌ଆଇ ପରୀକ୍ଷା ଅନିୟମିତତା ମାମଲା: ଅଭିଯୁକ୍ତ ଝାରପଡା ସ୍ଥାନାନ୍ତର

ବ୍ରହ୍ମପୁର: ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ୧୨ ଅଭିଯୁକ୍ତ ଭୁବନେଶ୍ବରସ୍ଥିତ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର ହୋଇଛନ୍ତି ା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ମାମଲା ହସ୍ତାନ୍ତର…