୧ହଜାର କିଲୋ ଓଜନର ବୋମା ତିଆରି କଲା ଭାରତ, ପାକିସ୍ତାନର ଉଡିଯିବ ହୋସ

ନୂଆଦିଲ୍ଲୀ: ଭାରତ ନିରନ୍ତର ଭାବରେ ଏହାର ସାମରିକ ପ୍ରଯୁକ୍ତିବିଦ୍ୟାକୁ ଆଧୁନିକୀକରଣ ଏବଂ ଆତ୍ମନିର୍ଭରଶୀଳ କରିବା ଦିଗରେ ଆଗକୁ ବଢ଼ୁଛି। ଏବେ DRDO ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଭାରତୀୟ ବାୟୁସେନାର Su-30MKI ଲଢ଼ୁଆ ବିମାନରୁ ଦୂରଗାମୀ ଗ୍ଲାଇଡ୍ ବମ୍…

ପୁଣି ନିର୍ମାଣ ହେବ ବାବ୍ରି ମସଜିଦ: ତୃଣମୂଳ କଂଗ୍ରେସ ନେତା

କୋଲକାତା: ତୃଣମୂଳ କଂଗ୍ରେସ ବିଧାୟକ ହୁମାୟୁନ୍ କବୀରଙ୍କ ଏକ ବୟାନ ବିବାଦ ସୃଷ୍ଟି କରିଛି। ସେ କହିଛନ୍ତି ଯେ ଡିସେମ୍ବର ୬ ତାରିଖରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ବାବ୍ରି ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ସେ କହିଛନ୍ତି ଯେ ଏହି ସମାରୋହ…

ଛତିଶଗଡ଼ ଶିକ୍ଷା ବିଭାଗର ଅଜବ ନୀତି: ବୁଲା କୁକୁରଙ୍କ ଉପରେ ନଜର ରଖିବେ ଶିକ୍ଷକ!

ରାୟପୁର: ଛତିଶଗଡ଼ରେ ଶିକ୍ଷା ବିଭାଗ ଦ୍ୱାରା ଜାରି ଏକ ଅଜବ ନିର୍ଦ୍ଦେଶ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶିକ୍ଷକମାନଙ୍କୁ ବୁଲା କୁକୁରମାନଙ୍କ ଉପରେ ନଜର ରଖିବାର ଦାୟିତ୍ୱ ଦିଆଯାଇଛି। ଏହି କାର୍ଯ୍ୟରେ ପ୍ରଧାନଶିକ୍ଷକ ଏବଂ ଶିକ୍ଷକମାନଙ୍କୁ ନିୟୋଜିତ କରାଯାଇଛି। ଏବେ, ଛତିଶଗଡ଼ର ଶିକ୍ଷକମାନେ…

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦବେଗଜନକ: ଘରେ ରହି କାମ କରିବେ ୫୦% କର୍ମଚାରୀ

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦବେଗଜନକ ସ୍ଥିତିରେ ରହିଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୦୦ ଅତିକ୍ରମ କରିଛି, ଏବଂ ନୋଏଡାର AQI ମଧ୍ୟ ୪୦୦ ରେ ପହଞ୍ଚିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଘରୋଇ ପ୍ରତିଷ୍ଠାନଗୁଡ଼ିକୁ ଘରୁ…

ଅବସର ପରେ କୌଣସି ପଦବୀ ନେବି ନାହିଁ: ସିଜେଆଇ ଗବାଇ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୫୨ତମ ମୁଖ୍ୟ ବିଚାରପତି, ବି.ଆର. ଗବାଇ ଆଜି ଅବସର ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦରୁ ଇସ୍ତଫା ଦେବା ପୂର୍ବରୁ, ସେ ଘୋଷଣା କରିଥିଲେ ଯେ ସେ ଅବସର ପରବର୍ତ୍ତୀ କୌଣସି ପଦବୀ ଗ୍ରହଣ କରିବେ ନାହିଁ…

ଜି-୨୦ ସମ୍ମିଳନୀରେ ଟ୍ରମ୍ପଙ୍କୁ ଝଟ୍‌କା: ଆମେରିକାର ବୟକଟ ସତ୍ତ୍ୱେ ଅନୁମୋଦିତ ହେଲା ଘୋଷଣାନାମା

ଦକ୍ଷିଣ ଆଫ୍ରିକା: ଦକ୍ଷିଣ ଆଫ୍ରିକାରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏକ ଝଟକା ଲାଗିଛି । ଡୋନାଲ୍ଡ ଟ୍ରମ୍ପ ସମ୍ମିଳନୀକୁ ବର୍ଜନ କରିଥିଲେ। ଶନିବାର ଦିନ, ଜି-୨୦ ସଦସ୍ୟ ନେତାମାନେ ଜଳବାୟୁ ସଙ୍କଟ ଏବଂ ଅନ୍ୟାନ୍ୟ…

ହାଇଦ୍ରାବାଦ ବିମାନ ବନ୍ଦରକୁ ବୋମା ପକାଇ ଉଡ଼ାଇବାକୁ ଧମକପୂର୍ଣ୍ଣ ଇମେଲ୍

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଶମଶାବାଦରେ ଥିବା ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆଜି ପୁଣି ଥରେ ବୋମା ଧମକ ମିଳିଛି। ବାହାରିନରୁ ହାଇଦ୍ରାବାଦ ଆସୁଥିବା ଗଲ୍ଫ ଏୟାରର ବିମାନ ଏୠ୨୭୪ କୁ ଧମକ ମିଳିବା ପରେ ମୁମ୍ବଇ ବିମାନବନ୍ଦରକୁ ଡାଇଭର୍ଟ…

ନଦୀରେ ଖସିପଡିଲା କାର: ୩ ଶିକ୍ଷକ ମୃତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଲମୋରାରୁ ହଲଦ୍ୱାନୀ ଯାଉଥିବା ଏକ କାର ଶିପ୍ରା ନଦୀରେ ଖସିପଡ଼ିଛି। କାରରେ ଥିବା ତିନି ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ସୂଚନା ପାଇବା ପରେ ଖୈରନା ପୁଲିସ ଷ୍ଟେସନ…

ଦିଲ୍ଲୀ ବିସ୍ଫୋରଣ ପାଇଁ ୨୬ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ ଅଭିଯୁକ୍ତ ପାଞ୍ଚ ଡାକ୍ତର: NIA

ନୂଆଦିଲ୍ଲୀ  : ବ୍ଲାଷ୍ଟ ମାମଲାରେ NIAର ଚାଞ୍ଚଲ୍ୟକର ଖୁଲାସା । ବିସ୍ଫୋରଣ ପାଇଁ ୨୬ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ ଅଭିଯୁକ୍ତ ପାଞ୍ଚ ଡାକ୍ତର । ଜୈଶ-ଇ-ମହମ୍ମଦ ସହ ଜଡ଼ିତ ଏହି ଡାକ୍ତରମାନେ ‘ହ୍ବାଇଟ କଲର ଆତଙ୍କବାଦୀ ମଡ୍ୟୁଲ’ ଗଠନ କରିଥିଲେ ।…

ଗାଡି ପାର୍କିଂକୁ ନେଇ ଠାକୁରାଣୀ ପୀଠରେ ବୃଦ୍ଧଙ୍କୁ ହତ୍ୟା

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ରିଘାଗଡ଼ର ମା ଥାନାପତି ଠାକୁରାଣୀଙ୍କ ପୀଠରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗାଡି ପାର୍କିଂକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଯୋଗୁ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି । ରିଘାଗଡ଼…