ପିଲାଙ୍କ ଦ୍ବାରା ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୧୪ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଦ୍ୱାରା ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ ଆଗତ ଏକ ଜନସ୍ୱାର୍ଥ ମାମଲା (PIL)କୁ ସୁପ୍ରିମକୋର୍ଟ (Supreme Court) ଖାରଜ କରିଦେଇଛନ୍ତି। ସୋମବାର ଦିନ ଆବେଦନର ଶୁଣାଣି କରି…

ପରମାଣୁ ପରୀକ୍ଷଣ କରୁଛି ପାକିସ୍ତାନ: ଟ୍ରମ୍ପ

ପାକିସ୍ତାନ ପରମାଣୁ ପରୀକ୍ଷଣ କରୁଛି। ଏଭଳି ଖୁଲାସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। CBS ନ୍ୟୁଜକୁ ଏକ ସାକ୍ଷାତକାର ଦେବା ସମୟରେ ଟ୍ରମ୍ପ ଏହି ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ପାକିସ୍ତାନ ପରମାଣୁ ପରୀକ୍ଷଣ କରୁଛି। ଉତ୍ତର କୋରିଆ…

ବିରୋଧୀ ମହାମେଣ୍ଟ ୩ଟି ମାଙ୍କଡର ଯୋଡି: ଯୋଗୀ

ପଟନା: ବିହାରର ଦରଭଙ୍ଗାରେ ନିର୍ବାଚନୀ ପ୍ରଚାର କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଯୋଗୀ ବିରୋଧୀ ମହାମେଣ୍ଟକୁ ୩ଟି ମାଙ୍କଡର ଯୋଡି ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଯଦି NDA ଜିତିବ, ତେବେ…

ମଦ ପାଇଁ ବାପାକୁ ଗୁଳି କରି ନିଜ ଜୀବନ ହାରିଲା ପୁଅ

ବୃନ୍ଦାବନ: ନିଶା କେବଳ ମଣିଷର ଜୀବନ ନିଏନାହିଁ । ନିମିଷକ ମଧ୍ୟରେ ଗୋଟିଏ ପରିବାରକୁ ବରବାଦ କରିଦିଏ। ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ବୃନ୍ଦାବନରେ। ଘରୋଇ କଳହକୁ କେନ୍ଦ୍ର କରି ଜଣେ ପୁଅ ନିଜ ବାପାକୁ ହତ୍ୟା…

ବସ ଉପରେ ମାଡ଼ିଗଲା ଡମ୍ପର, ଚାଲିଗଲା ୧୯ ଯାତ୍ରୀଙ୍କ ଜୀବନ

ଜୟପୁର: ରାଜସ୍ଥାନର ଜୟପୁରର ଲୋହାମଣ୍ଡି ରାସ୍ତାରେ ସୋମବାର ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣା ଛାତିକୁ ଥରାଇ ଦେଉଛି। ଏକ ଡମ୍ପର ନିୟନ୍ତ୍ରଣ ହରାଇ ଅନେକ ଗାଡ଼ିକୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା। ଦୁଃଖର ବିଷୟ ଏହି ଦୁର୍ଘଟଣାରେ ୧୯ଜଣ ଯାତ୍ରୀଙ୍କ…

ଆଫଗାନିସ୍ତାନରେ ଭୂକମ୍ପ, ୨୦ରୁ ଅଧିକ ମୃତ, ୧୫୦ ଆହତ

ଆଫଗାନିସ୍ତାନ : ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା । ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର…

ICAI CA ପରୀକ୍ଷା ଫଳ ପ୍ରକାଶିତ, ମୁକୁନ୍ଦ ଅଗ୍ରିୱାଲ ଟପ୍ପର

ନୂଆଦିଲ୍ଲୀ : ଇନିଷ୍ଟିଟ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟସ ଅଫ ଇଣ୍ଡିଆ (ICAI) ତରଫରୁ ପରୀକ୍ଷାଫଳ ଘୋଷଣା ହୋଇଛି । ୩ ନଭେମ୍ବର ସିଏ ସେପ୍ଟେମ୍ବର ୨୦୨୫ ଫାଉଣ୍ଡେସନ, ଇଣ୍ଟିରମିଡିଏଟ ଓ ଫାଇନାଲ ପରୀକ୍ଷା ଫଳାଫଳ ଘୋଷଣା କରିଛି । ଏହି ପରୀକ୍ଷା ଫଳାଫଳ…

ବସ୍-ଟ୍ରକ ମୁହାଁମୁହିଁ, ୧୬ ମୃତ ଓ ୧୦ ଆହତ

ତେଲଙ୍ଗାନା : ତେଲଙ୍ଗାନାର ରଙ୍ଗାରେଡ୍ଡୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କାରେ ୧୬ ମୃତ ଓ ୧୦ ଆହତ ହୋଇଛନ୍ତି । ରଙ୍ଗାରେଡ୍ଡୀ ଜିଲ୍ଲା ମିର୍ଜାଗୁଡ଼ା ନିକଟରେ ବସ୍ ଟ୍ରକ ଧକ୍କା ହୋଇଥିବା ଜଣାପଡିଛି । ଘଟଣାରେ ୧୦…

ମିଛ କହୁଥିଲେ ଟ୍ରମ୍ପ, ରୁଷରୁ ତେଲ କିଣା ବଢାଇଛି ଭାରତ

ନୂଆଦିଲ୍ଲୀ : ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମିଛ ଧରାପଡ଼ିଯାଇଛି । କିଛି ଦିନ ତଳେ ସେ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ରୁଷରୁ ତେଲ କ୍ରୟ କମାଇବେ…

ଆଫଗାନିସ୍ତାନ ମାନଚିତ୍ରରେ ପାକିସ୍ତାନର ୩ଟି ଅଂଚଳ

କାବୁଲ : ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ପୂର୍ବରୁ ଲାଗି ରହିଛି। ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକି ଏହି ବିବାଦକୁ ବୃଦ୍ଧି କରିବାର ଆଶଙ୍କା ରହିଛି । ଭିଡିଓରେ, ଆଫଗାନିସ୍ତାନର ଉପ-ସ୍ୱରାଷ୍ଟ୍ର ମନ୍ତ୍ରୀ,…