ଧାରଣାରେ କାମ କରୁଥିବାବେଳେ ମାଡ଼ି ଆସିଲା ଟ୍ରେନ୍; ଘଟଣାସ୍ଥଳରେ ୧୧ଜଣ କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଚୀନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଥିବା କୁନମିଙ୍ଗସ୍ଥିତ ଲୁଓୟାଙ୍ଗଝୋନ ଷ୍ଟେସନରେ ଗୁରୁବାର ଏକ ଭୟାବହ ଟ୍ରେନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରେଳ ଧାରଣାରେ କାମ କରୁଥିବା ୧୧ ଜଣ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ…

ବିଦେଶରୁ ଚାଲୁଛି କଂଗ୍ରେସର ସୋସିଆଲ ମିଡିଆ ଆକାଉଣ୍ଟ୍ : ବିଜେପି

ନୂଆଦିଲ୍ଲୀ : ବିଜେପି ସାଂସଦ ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଦଳ ଭାରତ ବିରୁଦ୍ଧରେ ଏକ ବ୍ୟାଖାନ ସୃଷ୍ଟି କରିବା ପାଇଁ ଦେଶ ବାହାରର ବିଭିନ୍ନ ବ୍ୟକ୍ତିଙ୍କ ସହ ହାତ ମିଳାଇଛି। ସେ କହିଛନ୍ତି ଯେ ସୋସିଆଲ ମିଡିଆ…

ଘନେଇଲା ଇମ୍ରାନ ଖାଁ ମୃତ୍ୟୁ ରହସ୍ୟ, ଆଡ଼ିଆଲା ଜେଲ ଆଗରେ ହଙ୍ଗାମା

ଇସଲାମାବାଦ : ଦିନକୁ ଦିନ ଅଧିକ ରହସ୍ୟମୟ ହେଉଛି ଇମ୍ରାନ ଖାଁ ମୃତ୍ୟୁ ଖବର । ଏହାକୁ ପାକିସ୍ତାନ(Pakiatan)ର ଆଡ଼ିଆଲା ଜେଲ ବାହାରେ ବହୁତ ହଙ୍ଗାମା ହୋଇଛି। ଆଜି ଖାଇବର ପଖତୁନଖ୍ୱା (କେପିକେ) ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି ଇମ୍ରାନ ଖାନଙ୍କୁ ଭେଟିବା…

ହ୍ବାଇଟହାଉସ ଗୁଳିକାଣ୍ଡ ପଛରେ ପାକିସ୍ତାନ : ତାଲିବାନ

କାବୁଲ: ଆମେରିକାରେ ହ୍ୱାଇଟ୍ ହାଉସ୍ ଉପରେ ଆକ୍ରମଣ କରିଥିବା ଜଣେ ଆଫଗାନିସ୍ତାନ ନାଗରିକଙ୍କ ଉପରେ ଅଭିଯୋଗ ଆସିଛି। ଏହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ତାନକୁ ଦାୟୀ କରିଛନ୍ତି । ଏବେ ଏହାର ଜବାବ ଦେଇଛି ତାଲିବାନ । ତାଲିବାନ ମୁଖପାତ୍ର…

ଏକାଧିକ ବିବାହ କଲେ ୧୦ ବର୍ଷ ଜେଲ୍

ଗୌହାଟୀ : ଆସାମ ବିଧାନସଭାରେ ଗୁରୁବାର (୨୭ ନଭେମ୍ବର, ୨୦୨୫) ବହୁବିବାହ ନିଷେଧ କରିବା ପାଇଁ ଏକ ବିଲ୍ ପାସ୍ ହୋଇଛି। ଏହି ଆଇନ ଅନୁଯାୟୀ, ଦୋଷୀ ସାବ୍ୟସ୍ତ ହୋଇଥିବା ଯେକୌଣସି ବ୍ୟକ୍ତିଙ୍କୁ ଏକ ଫୌଜଦାରୀ ଅପରାଧ ବୋଲି ବିବେଚନା କରାଯିବ…

ମହାମହିମଙ୍କ ସହ ବସି ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା

ଭୁବନେଶ୍ବର : ବିଧାନସଭା ପରିସରରେ ଏକାଠି ବସିଲେ ନବୀନ-ମୋହନ । ମହାମହିମ ରାଷ୍ଟ୍ରପତିଙ୍କ ବିଧାନସଭା ପରିଦର୍ଶନ ଅବସରରେ ଯେତେବେଳେ ଫଟୋ ସେସନ ଚାଲିଥିଲା ସେତେବେଳ ଏକାଠି ଏବଂ ପାଖାପାଖି ବସିଥିବା ନଜର ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳନେତା  …

ଦୁଇ କୋଟି ମୃତକଙ୍କ ଆଧାର ନମ୍ବର ଅଚଳ

ନୂଆଦିଲ୍ଲୀ : ଡାଟା କ୍ଲିନିଙ୍ଗ ପ୍ରକ୍ରିୟା କ୍ରମରେ ଭାରତର ଏକକ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ୨କୋଟିରୁ ଅଧିକ ଆଧାର ନମ୍ବରକୁ ଅଚଳ କରିଛନ୍ତି। ଅଚଳ ହୋଇଥିବା ଆଧାର ନମ୍ବର ସହିତ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କର ମୃତ୍ୟୁ ହୋଇସାରିଛି ବୋଲି ବୁଧବାର ସରକାରଙ୍କ…

ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା

ନୂଆଦିଲ୍ଲୀ : ଦୁଇ ଦଶନ୍ଧି ପରେ ଭାରତକୁ ଫେରିଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା। ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଅହମ୍ମଦାବାଦକୁ ଆୟୋଜକ ସହର ଭାବେ ବୁଧବାର ଆନୁଷ୍ଠାନିକ ଘୋଷଣା କରାଯାଇଛି। ୨୦୧୦ ଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରେ ଭାରତ ଦ୍ବିତୀୟ ଥର ଏହି…

ପାକ୍‌ ମନ୍ତବ୍ୟକୁ ଭାରତର ଖଣ୍ଡନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ଅନୁଷ୍ଠିତ ଧ୍ବଜାରୋହଣ ଉତ୍ସବ ସମ୍ପର୍କରେ ପାକିସ୍ତାନ ସରକାର ଦେଇଥିବା ମନ୍ତବ୍ୟକୁ ଭାରତ ତୀବ୍ର ନିନ୍ଦା କରିବା ସହ ଖଣ୍ଡନ କରିଛି। ବୁଧବାର ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ…

ଦେଶର ପ୍ରଥମ ଘରୋଇ ରକେଟ୍ ଉନ୍ମୋଚନ କଲେ ମୋଦୀ

ନୂଆଦିଲ୍ଲୀ :   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ କରିଛନ୍ତି । ମୋଦୀ ହାଇଦ୍ରାବାଦରେ ସ୍କାଏରୁଟ୍ ଏରୋସ୍ପେସର ଇନଫିନିଟି କ୍ୟାମ୍ପସ୍ ଉଦଘାଟନ କରିଛନ୍ତି ଏବଂ ବିକ୍ରମ-୧ ଉନ୍ମୋଚନ କରିଛନ୍ତି । ଏହା ଭାରତର ପ୍ରଥମ…