ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଇଡି

ଭୁବନେଶ୍ବର: ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ନାମରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚାର୍ଜସିଟ୍‌ ଦାଖଲ କରିଛି । ‌ମାମଲାରେ ତଦନ୍ତ କରି ଇଡି ଅଭିଯୁକ୍ତର ୨୨.୨୬ କୋଟି ଟଙ୍କା ତଦନ୍ତକାରୀ ସଂସ୍ଥା ଜବତ କରିଛି । ଗନ୍ଧମାର୍ଦନ…

ଜାନୁୟାରୀ ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନ କିଣା, ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ କ୍ୟାବିନେଟ…

ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା; ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ

ଭଦ୍ରକ: ଆଜି ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା । ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା…

ବାଂଲାଦେଶୀ ସନ୍ଦେହରେ ଶ୍ରମିକଙ୍କୁ ହତ୍ୟା

ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ଥାନା ଅଧୀନ ଦାନୀପାଲି ଅଞ୍ଚଳରେ ଜମେ ଶ୍ରମିକଙ୍କୁ ହତ୍ୟା କରାଯାଇଛି । ମୃତ ଶ୍ରମିକ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ନିବାସୀ ଶେଖ ଜୁଏଲ (୨୧) । ଅପରପକ୍ଷରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।…

ଟ୍ରମ୍ପଙ୍କ ମୁଖା ଖୋଲୁଛି ଏପଷ୍ଟେଇନ୍ ଫାଇଲ୍ସ, ମୁଖ୍ୟ ଅଭିଯୁକ୍ତ ସହ ବିମାନ ଯାତ୍ରା କରୁଥିଲେ ଡୋନାଲ୍ଡ ଟ୍ରମ୍ପ୍

ନୂଆଦିଲ୍ଲୀ, ୨୪/୧୨: ଏପଷ୍ଟେଇନ୍ ଫାଇଲକୁ ନେଇ ଆମେରିକାରେ ଝଡ । ୟୁଏସ ରାଜନୀତିର ଅନେକ ଗୁମର ଖୋଲିଛି ବହୁ ଚର୍ଚ୍ଚିତ ଏପଷ୍ଟେଇନ୍ ଫାଇଲ୍ । ଧିରେ ଧିରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଅନେକ କଥା ସାମ୍ନାକୁ ଆସିଲାଣି । ନବେଦଶକରେ ଶିଶୁ…

ୟୁନୁସଙ୍କୁ ଆମେରିକାର ଝଟକା, ଆବାମୀ ଲିଗ୍ ଉପରୁ ବ୍ୟାନ ହଟାଇବାକୁ ନିର୍ଦ୍ଦେଶ

ଢାକା ୨୪।୧୨: ବାଂଲାଦେଶରେ ଫେବୃଆରୀରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶେଖ ହସିନାଙ୍କ ଦେଶକୁ ଫେରିବା ରାସ୍ତା ଖୋଲୁଥିବାର ଦେଖାଯାଉଛି। ଏଥି ପାଇଁ ମହମଦ ୟୁନୁସଙ୍କ ଏକଛତ୍ରବାଦୀ ଅନ୍ତରୀଣ ସରକାରଙ୍କ ଉପରେ ଅନ୍ତର୍ଜାତୀୟ ଚାପ ବଢିବାରେ ଲାଗିଛି। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଭାବଶାଳୀ…

ବାଂଲାଦେଶରେ କେମିତି ରହୁଛନ୍ତି ହିନ୍ଦୁ; ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି

ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଦାସଙ୍କ ନିର୍ମମ ଗଣହତ୍ୟା ଚାଞ୍ଚଲ୍ୟ ଖେଳାଇଛି । ଏହାସହିତ ଗତ ୭-୮ ମାସ ଧରି ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବାଂଲାଦେଶୀ ହିନ୍ଦୁମାନଙ୍କୁ ଅତ୍ୟନ୍ତ ଭୟରେ ଜୀବନଯାପନ କରିବାକୁ ବାଧ୍ୟ କରିଛି। ସେମାନେ ମୃତ୍ୟୁର…

ବିକ୍ରି ହେଲା ପାକିସ୍ତାନର ଏୟାରଲାଇନ୍ସ

ଇସଲାମାବାଦ: ବାରମ୍ବାର ବଦନାମ ହେଉଛି ପାକିସ୍ତାନ । ସବୁବେଳେ ଆତଙ୍କୀ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ପୁଣି ଥରେ ଏବେ ନିଜ କାଙ୍ଗାଳପଣକୁ ନେଇ ଚର୍ଚ୍ଚାରେ ରହିଛି । କୁହାଯାଉଛି ବିଦେଶକୁ ଭିକାରୀ ପଠେଇ ପଠେଇ ନିଜେ ଭିକାରୀ ହେଇଗଲା…

ଗାଁର ଜନସଂଖ୍ୟା ୧,୩୯୪, ତିନି ମାସରେ ଜନ୍ମ ନେଲେ ୨୭,୩୯୭ ପିଲା, ଯାଞ୍ଚ ଲାଗି ଗଠନ ହେଲା SIT

ମୁମ୍ବାଇ ୨୪।୧୨: ମହାରାଷ୍ଟ୍ର ୟବତମାଲ ଜିଲ୍ଲା ସେନ୍ଦୁରସାନୀ ଗାଁ ମିଛ ଜନ୍ମ ପଞ୍ଜିକରଣ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯାଞ୍ଚ ଦଳ (ଏସଆଇଟି) ଗଠନ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେନ୍ଦୁରସାନୀ ଗାଁର ମୋଟ ଜନସଂଖ୍ୟା ୧,୩୯୪ ହେଲେ…

ଭାରତ ମାଟିରୁ ମହାକାଶକୁ ସବୁଠୁ ଓଜନିଆ ସାଟେଲାଇଟ୍ : ବ୍ଲୁବାର୍ଡ ବ୍ଲକ-୨

ନୂଆଦିଲ୍ଲୀ: ଭାରତ ପାଇଁ ଏକ ଐତିହାସିକ ଦିନ । ଯୋଗାଯୋଗ କ୍ଷେତ୍ରରେ ଯୋଡ଼ି ହେଲା ଏକ ନୂଆ ଫର୍ଦ୍ଦ। ଟେଲି କମ୍ୟୁନିକେସନ କ୍ଷେତ୍ରରେ ଇସ୍ରୋ ରଚିଲା ଇତିହାସ । ଭାରତ ମାଟିରୁ ମହାକାଶକୁ ସବୁଠୁ ଓଜନିଆ ସାଟେଲାଇଟ୍ ଯିବା ପରେ ଉଇଁଛି…