ମଣିନାଥପୁର ମଶାଣିରୁ ୫ ଶବ ଚୋରି
ଭଦ୍ରକ : ମଶାଣିରୁ ଶବ ଚୋରି । ପୁଣି ଥରେ ବହୁ ଚର୍ଚ୍ଚିତ ମଣିନାଥପୁର ମଶାଣିରୁ ୫ ଶବ ଚୋରି ହୋଇଛି । ଏହା ପୂର୍ବରୁ ୫ ଥର ଚୋରି ହୋଇଥିଲେ ସୁଦ୍ଧା ଏଯାଏ ରାକେଟ କି ଅଭିଯୁକ୍ତଙ୍କୁ ପୋଲିସ ଧରିପାରିନାହିଁ । …
ଭଦ୍ରକ : ମଶାଣିରୁ ଶବ ଚୋରି । ପୁଣି ଥରେ ବହୁ ଚର୍ଚ୍ଚିତ ମଣିନାଥପୁର ମଶାଣିରୁ ୫ ଶବ ଚୋରି ହୋଇଛି । ଏହା ପୂର୍ବରୁ ୫ ଥର ଚୋରି ହୋଇଥିଲେ ସୁଦ୍ଧା ଏଯାଏ ରାକେଟ କି ଅଭିଯୁକ୍ତଙ୍କୁ ପୋଲିସ ଧରିପାରିନାହିଁ । …
ଚୌଦ୍ଵାର : ଧରା ପଡ଼ିଲା ଚୌଦ୍ଵାର ମଣ୍ଡଳ କାରାଗାରରୁ ଫେରାର ଆସାମୀ । ଦୁଇ ଫେରାର କଏଦୀଙ୍କ ମଧ୍ୟରୁ ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶରୁ ଗିରଫ କଲା କମିଶନରେଟ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ…
ବାଲୁଗାଁ: ବାଲୁଗାଁରେ ବଜାରରେ ମାତିଲେ ଲୁଟେରା ଗ୍ୟାଙ୍ଗ । ରାତିରେ ୫ଟି ସ୍ଥାନରେ ୮ ମନ୍ଦିରରୁ ସିରିଜ ଲୁଟ । ଲୁଟି ନେଲେ ମନ୍ଦିରର ଦେବଦେବୀଙ୍କ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର । ଦାନ ବାକ୍ସ ମଧ୍ୟ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି…
ଭୁବନେଶ୍ବର: ରାତି ପାହିଲେ ଜାଗର । ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର । ରାତି ୧୦ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ । ଲକ୍ଷାଧିକ ଲୋକଙ୍କ ସମାଗମକୁ ନଜର ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ…
ଭୁବନେଶ୍ବର: ମହୁମାଛି ନେଲା ଜୀବନ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଜାଗୁଳାଇପଡା ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ବୈଲୋଚନ ବିଶ୍ବାଳ । ଗତକାଲି ମହୁମାଛି ଆକ୍ରମଣରେ ୬ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…
ଜଳେଶ୍ବର: ଆରଆଇଙ୍କୁ ବାଲି ମାଫିଆଙ୍କ ଆକ୍ରମଣ । ବାଲେଶ୍ବର ଜିଲ୍ଲା ବାଲିଆପାଳ ତହସିଲ ଅଧିନ ଶ୍ରୀରାମପୁର ଆରଆଇ ସରୋଜିନୀ ଟୁଡୁଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଅଭିଯୋଗରେ ତଦନ୍ତ ଚଳାଇଛି ପୋଲିସ । ମାଫିଆଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ପାଇଁ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ…
ବରଗଡ଼: ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ବାପ, ପୁଅ ଓ ଜ୍ବାଇଁ ଗିରଫ। ବରଗଡ଼ ଜିଲ୍ଲା ଭେଡେନ ଥାନା ରେମଣ୍ଡା ପଂଚାୟତରେ ଚାଞ୍ଚଲ୍ୟ । ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ୩ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।…
ଯାଜପୁର: ପୋଲିସ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଦିନ ଦ୍ୱିପ୍ରହରରେ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଅଳଙ୍କାର । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଝାଲସୁଖା ସ୍ଥିତ ଜଣେ ପୋଲିସ କର୍ମଚାରୀଙ୍କ ଘରୁ ଲୁଟ ହୋଇଛି । …
ପୁରୀ: ଆସନ୍ତାକାଲି ଜାଗର । ପୁରୀର ପ୍ରସିଦ୍ଧ ଲୋକନାଥ ପୀଠରେ ମହାଶିବରାତ୍ରୀ ପାଇଁ ବ୍ୟାପକ ପ୍ରସ୍ତୁତି । ଭୋର ୪ ଟାରେ ମହାଦୀପ ଉଠିବ । ଶୃଙ୍ଖଳିତ ନୀତିକାନ୍ତି ସହିତ ଭକ୍ତମାନେ କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ଦର୍ଶନ କରିପାରିବେ ସେନେଇ…
ନୂଆଦିଲ୍ଲୀ: ଇରାନ ଆମେରିକା ୟୁଦ୍ଧ ଆଶଙ୍କା ମଧ୍ୟରେ ଆମେରିକାର ଏକ ବଡ଼ କାର୍ଯ୍ୟକଳାପ ସାମନାକୁ ଆସିଛି। ବିଶ୍ୱର ସର୍ବବୃହତ ବିମାନ ବାହକ ଜାହାଜକୁ ପଶ୍ଚିମ ଏସିଆକୁ ପଠାଇବ ଆମେରିକା। ପୂର୍ବରୁ ଥିବା ଅନ୍ୟ ଏକ ବିମାନକୁ ସମର୍ଥନ କରିବ ଏହି ଜାହାଜ।…