ବନ୍ୟା ସ୍ଥିତି ପରଖିଲେ ଜିଲ୍ଲାପାଳ, ୯ ପଞ୍ଚାୟତରେ ସ୍କୁଲ ଛୁଟି
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ୯ ପଂଚାୟତରେ ସ୍କୁଲ ଛୁଟି । ବନ୍ୟାକୁ ଦୃଷ୍ଟିରେ ରଖି ଆରଡ଼ି, ନାନ୍ଦପୁର, ସୁନ୍ଦରପୁର, ଓଳଗ, ମାଧପୁର, ଭୂଇଁବୃତୀ, ଖେରଙ୍ଗ, ନାଲଗୁଣ୍ଡା, ତେନ୍ତୁଳିଡ଼ିହି,ପଂଚାୟତରେ ସ୍କୁଲ ଛୁଟି କରାଯାଇଛି। ଗତକାଲି ଚାନ୍ଦବାଲି ବ୍ଳକର ବିଭିନ୍ନ ଅଞ୍ଚଳ…