ମଧ୍ୟାହ୍ନଭୋଜନ ଖାଇ ୪୫ ଛାତ୍ରଛାତ୍ରୀ ଅସୁସ୍ଥ, ୧୦ ଗୁରୁତର
ତେଲଙ୍ଗାନା : ତେଲଙ୍ଗାନାର କୋନିଜେରଲା ମଣ୍ଡଳରେ ବୋଡିୟାଥାଣ୍ଡା ସରକାରୀ ପ୍ରାଇମେରୀ ସ୍କୁଲରେ ୩୮ ଜଣ ଖାଦ୍ୟ ବିଷାକ୍ତ ହେବାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ଭିତରେ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ସଙ୍ଗାରେଡ୍ଡୀ ଜିଲ୍ଲାର ସରକାରୀ ପ୍ରାଇମେରୀ…
