ପେଟ୍ରୋଲ ଓ ଡିଜେଲ ପରେ ୧୦ ପ୍ରତିଶତ ମହଙ୍ଗା ହେଲା ବିଦ୍ୟୁତ୍
ନୂଆଦିଲ୍ଲୀ : କ୍ଷୀର, ପେଟ୍ରୋଲ, ଡିଜେଲ, ଏଲପିଜି ଏବଂ ସିଏନଜିର ମୂଲ୍ୟ ବୃଦ୍ଧି ପରେ ବିଦ୍ୟୁତ୍ ମଧ୍ୟ ମହଙ୍ଗା ହୋଇଛି । ଯାହା ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ଉତ୍ତର ପ୍ରଦେଶ ପାୱାର କର୍ପୋରେସନ ଲିମିଟେଡ୍ ବିଦ୍ୟୁତ୍ ମୂଲ୍ୟ…
ନୂଆଦିଲ୍ଲୀ : କ୍ଷୀର, ପେଟ୍ରୋଲ, ଡିଜେଲ, ଏଲପିଜି ଏବଂ ସିଏନଜିର ମୂଲ୍ୟ ବୃଦ୍ଧି ପରେ ବିଦ୍ୟୁତ୍ ମଧ୍ୟ ମହଙ୍ଗା ହୋଇଛି । ଯାହା ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ଉତ୍ତର ପ୍ରଦେଶ ପାୱାର କର୍ପୋରେସନ ଲିମିଟେଡ୍ ବିଦ୍ୟୁତ୍ ମୂଲ୍ୟ…
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୪୦ ଜଣ ଆହତ ହୋଇଛନ୍ତି । ଟ୍ରାକ୍ଟର ଟ୍ରଲି ଓଲଟିବା କାରଣରୁ ଏହି ଅଘଟଣ ଘଟିଛି । ଟ୍ରାକ୍ଟରର ମୋଟ୍ ୫୦…
କର୍ଣ୍ଣାଟକ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର । ଆସନ୍ତୁ ଜୁନ୍ ୩ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର । କର୍ଣ୍ଣାଟକ ରାଜ୍ୟପାଳ ଥୱର ଚାନ୍ଦ ଗେହଲଟ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ…
ଲଖନଉ : ପୁଣି ତାଣ୍ଡବ ରଚିଲା ଝଡ, ବର୍ଷା। ଗତକାଲି ଦେଶର ବିଭିନ୍ନ ରାଜ୍ୟରେ ଝଡ଼ ଏବଂ ବର୍ଷା ତାଣ୍ଡବ ସୃଷ୍ଟି କରିଥିଲା। ମାନବ କ୍ଷତି ସହିତ, ବ୍ୟାପକ ଆର୍ଥିକ କ୍ଷତି ମଧ୍ୟ ହୋଇଥିଲା। ଉତ୍ତର ପ୍ରଦେଶ ଏବଂ ବିହାରରେ ଖରାପ…
ଟିଟିଲାଗଡ଼ : ଟିଟିଲାଗଡ଼ ସହର ଅନ୍ତର୍ଗତ ମଦଭାଟି ପଡ଼ାରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥବା ଅଭିଯୋଗ ହୋଇଛି। ଯୁବକ ଜଣକ ସତୀଶ ଶବରୱାଲଙ୍କ ପୁଅ ଜିତେନ ମାଝୀ(୩୫) ବୋଲି ଜଣାପଡିଛି। ସେ ଟିଟିଲାଗଡ଼ ଠାରେ ପୁଲିସର ୧୧୨ ଗାଡିରେ…
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରଥମ ମହଲାରେ ଥିବା ମହିଳା ଶୌଚାଳୟ ଭିତରେ ସ୍ପାଏ କ୍ୟାମେରା ଲଗା ଯାଇଥିବା ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା। ଘଟଣାରେ ସଞ୍ଜୟ ଅଧେକା ନାମକ ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରିଛି…
ସମ୍ବଲପୁର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶ କ୍ରମେ ସମ୍ବଲପୁର ଜିଲ୍ଲା ଶୀତଳ ଷଷ୍ଠୀ ପର୍ବ ପାଳନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ୮ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ…
କଟକ : ଭିଜିଲାନ୍ସ ଜାଲରେ ସମବାୟ ଅଧିକାରୀ । ୩୩ ଲକ୍ଷ ୮୦ ହଜାର ଟଙ୍କା ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ସମବାୟ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅନୁଗୁଳ ଜିଲ୍ଲାର ସମବାୟ ବ୍ୟାଙ୍କିଂ ବ୍ୟବସ୍ଥାରେ ଏହି ୩୩ ଲକ୍ଷ…
ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦଗକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଅନେକ ପ୍ରସଙ୍ଗରେ ସହମତି ହୋଇଛି। ଟ୍ରିବ୍ୟୁନାଲ ନିକଟରେ ୧୫ଟି ପ୍ରସଙ୍ଗ ଦାଖଲ ହୋଇଥିଲା। ସେଥିରୁ ୧୨ଟି ପ୍ରସଙ୍ଗରେ ଦୁଇଟି ରାଜ୍ୟ ମଧ୍ୟରେ ସହମତି ପ୍ରକାଶ ପାଇଥିବା ଟ୍ରିବ୍ୟୁନାଲ କହିଛନ୍ତି। ମହାନଦୀ…
ଭୁବନେଶ୍ୱର : ସରକାରଙ୍କୁ ୧୦ ଦିନ ସମୟ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଦାବି ପୂରଣ ପାଇଁ ୧୦ ଦିନର ମହଲତ । ଦାବି ପୂରଣ ନ ହେଲେ ଧର୍ମଘଟକୁ ଓହ୍ଲାଇବ ସଂଘ । ଗଡିବ ନାହିଁ…