ନୋଏଡା ହିଂସା ପଛରେ ପାକିସ୍ତାନ ଲିଙ୍କ୍, ୩୫୦ ଜଣଙ୍କୁ ବାନ୍ଧିଲା ପୁଲିସ
ନୂଆଦିଲ୍ଲୀ : ନୋଏଡା ହିଂସା ପଛରେ ପାକିସ୍ତାନ ଲିଙ୍କ୍ । ୩୫୦ ଜଣ ଗିରଫ ହୋଇଛନ୍ତି । ତଦନ୍ତରୁ ମିଳିଛି ଷଡଯନ୍ତ୍ରର ଗନ୍ଧ । ଶ୍ରମିକଙ୍କ ପ୍ରତିବାଦ ସମୟରେ ଘଟିଥିବା ହିଂସାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି ଉତ୍ତର ପ୍ରଦେଶର ଶ୍ରମ…
