ଦୁଇ ବସ ଧକ୍କା: ୩୦ରୁ ଅଧିକ ଯାତ୍ରୀ ଆହତ

ସାଲେପୁର: ସାଲେପୁର ନନ୍ଦୋଳଗଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ବିଲକୁ ଖସିଲେ ଦୁଇ ବସ୍ । ଦୁର୍ଘଟଣାରେ ଉଭୟ ବସରେ ୩୦ରୁ ଅଧିକ ଯାତ୍ରୀ ଆହତ…

ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଭୁବନେଶ୍ୱରରୁ ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଜଣେ ଯୁବକ ଗିରଫ । ମହମ୍ମଦ ଇମ୍ରାନକୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେସାଲ୍ ବ୍ରାଞ୍ଚ । ୟୁନିଟ୍ ୬ଅଞ୍ଚଳରୁ କମିଶନରେଟ ପୋଲିସ ସହାୟତାରେ ଇମ୍ରାନକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଭୁବନେଶ୍ୱର ଡିସିପି…

ହିଟୱେଭ୍‌ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଏପ୍ରିଲ୍ ଦ୍ୱିତୀୟ ସପ୍ତାହ ଆରମ୍ଭ ହେବା ସହିତ ପାଗ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି। ସୂର୍ଯ୍ୟ ଏବେ ଉତ୍ତର ଭାରତରେ ସିଧାସଳଖ ଉପର ମୁଣ୍ଡରେ ଅଛି ଏବଂ ଅପରାହ୍ନର ଗରମ ଲୋକଙ୍କୁ ଜ୍ୱଳାଉଛନ୍ତି। ଅଜିଠୁ କଲବଲ କରିବ ତାତି। ପଶ୍ଚିମରେ ତାତି,…

ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କୁ ଟିଏମସି କର୍ମୀଙ୍କ ଆକ୍ରମଣ

ନୂଆଦିଲ୍ଲୀ: ଆରଜି କର ମେଡିକାଲ କଲେଜ ଗଣଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କ ମାଙ୍କୁ ଟିଏମସିର କିଛି କର୍ମୀ ହଇରାଣ କରିଥିବା ଅଭିଯୋଗ ଆଣିଛନ୍ତି ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ। ଯାହାର ଏକ ଭିଡ଼ିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ…

ଇମେଲ୍ ମାଧ୍ୟମରେ ବିହାର ବିଧାନସଭାକୁ ବୋମା ଧମକ

ପାଟନା: ଶୁକ୍ରବାର ବିହାର ବିଧାନସଭାକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି। ଘଟଣାକୁ ନେଇ ବିଧାନସଭା ପରିସରରେ ବ୍ୟାପକ ପୁଲିସ ମୃତୟନ କରାଯାଇଛି। ଘଟଣାକୁ ନେଇ ସଚିୱାଲେ-୧ ସବଡିଭିଜନାଲ୍ ପୁଲିସ ଅଧିକାରୀ (SDPO) ଅନୁ କୁମାରୀ କହିଛନ୍ତି, ଆମେ ସୂଚନା ପାଇଲୁ…

ପ୍ରତି ମାସରେ ମହିଳାଙ୍କୁ ମିଳିବ ୩ ହଜାର, ବସ୍‌ରେ ମାଗଣା ଯାତ୍ରା ସୁବିଧା

ନୂଆଦିଲ୍ଲୀ : ମହିଳାଙ୍କୁ ପ୍ରତି ମାସର ୧ ରୁ ୫ ତାରିଖ ମଧ୍ୟରେ ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩,୦୦୦ ସିଧାସଳଖ ସ୍ଥାନାନ୍ତର କରାଯିବ। ସମସ୍ତ ସରକାରୀ କର୍ମଚାରୀ ଏବଂ ବେତନଭୋଗୀ ବ୍ୟକ୍ତିବିଶେଷଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ)…

ଯମୁନାରେ ଡଙ୍ଗା ବୁଡି ୧୦ ମୃତ, ଅନେକ ନିଖୋଜ

ଉତ୍ତରପ୍ରଦେଶ : ବୃନ୍ଦାବନ ଯମୁନା ନଦୀରେ ଓଲଟିଲା ଡଙ୍ଗା । ଡଙ୍ଗା ବୁଡ଼ିବାରୁ ୧୦ ଜଣକ ମୃତ୍ୟୁ ହୋଇଥିବା ବେଳେ ଅଧିକ ନିଖୋଜ ରହିଛନ୍ତି । ନଦୀରେ ନିର୍ମିତ ହୋଇଥିବା ପୀପା ପୋଲ ନିକଟରେ ଶ୍ରଦ୍ଧାଳୁଙ୍କ ଡଙ୍ଗା ବୁଡିଥିବା ସୂଚନା ମିଳିଛି ।…

କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତଙ୍କୁ ବ୍ରିଗେଡିୟର ପଦୋନ୍ନତି

ନୂଆଦିଲ୍ଲୀ : ଭାରତୀୟ ସେନାର କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତଙ୍କୁ ପଦୋନ୍ନତି ମିଳିଛି । କର୍ଣ୍ଣେଲରୁ ବ୍ରିଗେଡିୟର ପଦବୀକୁ ପଦୋନ୍ନତି ହୋଇଛନ୍ତି ଭାରତୀୟ ସେନା ଅଧିକାରୀ ଶ୍ରୀକାନ୍ତ ପୁରୋହିତ । ବହୁଚର୍ଚ୍ଚିତ ମହାରାଷ୍ଟ୍ର ମାଲେଗାଓଁ ବ୍ଲାଷ୍ଟ ମାମଲାରେ ଫସିଥିଲେ ଶ୍ରୀକାନ୍ତ ପୁରୋହିତ । ୧୭…

ଇରାନ ସହ ଶାନ୍ତି ଆଲୋଚନା ପାଇଁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପାକିସ୍ତାନ ଗସ୍ତ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କରାଚୀ : ପାକିସ୍ତାନରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପାଇଁ କଡ଼ା ସୁରକ୍ଷା । ୧୦୦ରୁ ଅଧିକ ଗାଡ଼ି ମୁତୟନ। ସୁରକ୍ଷାକର୍ମୀଙ୍କ ଛାଉଣୀ । ଇସଲାମାବାଦରେ କାଲି ଶାନ୍ତି ଆଲୋଚନା । ଇରାନ ସହିତ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ଆଲୋଚନା ପାଇଁ ଆମେରିକା ଉପ-ରାଷ୍ଟ୍ରପତି…

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନୀତିଶ କୁମାର

ବିହାର : ନୀତିଶ କୁମାରଙ୍କ ନୂଆ ଇନିଂସ । ଦିଲ୍ଲୀରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ନୀତିଶ କୁମାର । ତାଙ୍କୁ ଶପଥ ପାଠ କରାଇଲେ ରାଜ୍ୟସଭା ସଭାପତି ସିପି ରାଧାକ୍ରିଷ୍ଣନ । ଶପଥ ନେବା ପୂର୍ବରୁ ବିଜେପିର ପୂର୍ବତନ ରାଷ୍ଟ୍ରୀୟ…