ରତ୍ନଭଣ୍ଡାର ଗଣତି ମଣତି ପାଇଁ ଆସିଲା ନୂଆ SOP, ନିୟୋଜିତ ହେବେ ଦୁଇଟି ଟିମ୍

ପୁରୀ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପାଇଁ ରହିବେ ଦୁଇଟି ଟିମ୍ । ଏହି ଦୁଇଟି ଟିମ୍ ହେଲେ ତଦାରଖ ଦଳ ଓ କାର୍ଯ୍ୟାଵାହୀ ଦଳ ।  ଶ୍ରୀ ମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ବୈଠକ । ରାଜ୍ୟ ସରକାରଙ୍କ ପକ୍ଷରୁ…

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା

ଭୁବନେଶ୍ୱର : ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା । ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଏୟାର ଟ୍ୟାକ୍ସି ସେବା । ଆଜି ପୱନ ହଂସ କମ୍ପାନୀ ପକ୍ଷରୁ ଟ୍ରାଏଲ ରନ୍ ହୋଇଛି । ପରୀକ୍ଷାମୂଳକ…

ରାଜ୍ୟରେ ସୁରକ୍ଷିତ ନୁହନ୍ତି ମହିଳା, ଚାଷୀ ପାଉନି ତାର ହକ: ନବୀନ

ଭୁବନେଶ୍ୱର : ଆଇନ ଶୃଙ୍ଖଳା କଥା ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନବୀନ । କହିଛନ୍ତି ଏ ରାଜ୍ୟରେ କେହିବି ନିରାପଦ ନୁହନ୍ତି । ଚାଷୀ ତାର ହକ ପାଉନି । ମା ମାନଙ୍କୁ ସୁରକ୍ଷା ମିଳୁନି । ଯୁବ ସମାଜ କୁ…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଯୌତୁକ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର : ଝୁଲିପଡିଲେ ଆର୍କିଟେକ ଇଞ୍ଜିନିୟର । ଘର ଭିତରୁ ମିଳିଲା ମହିଳାଙ୍କ ଡେଡବଡି । ମୃତକ ହେଲେ ରୋଜାଲିନ ବେହେରା । ଭୁବନେଶ୍ବର ବଡ଼ଗଡ଼ ଥାନା ପାଣ୍ଡବ ନଗରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ରୋଜାଲିନ ଏକ…

ବଙ୍ଗୋପସାଗରରେ ଲଘୁଚାପ, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଦୁଇ ଦିନ ରାଜ୍ୟରେ ବର୍ଷା । ବଜ୍ରପାତ ଓ ଝଡ଼ ତୋଫାନ ପାଇଁ ଆଞ୍ଚଳିକ ପାଣିପାଗ ବିଭାଗର ସତର୍କତା ସୂଚନା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ହୋଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ…

ବରିଷ୍ଠ ଆଇଏଏସ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ନାଁର ଅପବ୍ୟବହାର କରି ସାଇବର ଲୁଟ୍‌

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଧିକାରୀ ଅରିନ୍ଦମ ଡାକୁଆଙ୍କ ନାଁରେ ସାଇବର ଲୁଟ୍‌। ଡିଜିଟାଲ୍ ଠକେଇରେ ତାଙ୍କ ନାମ ଓ ପରିଚୟର ଅପବ୍ୟବହାର କରିଥିବା ନେଇ ଭୁବନେଶ୍ୱରର ସାଇବର ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ଅନୁଯାୟୀ ସାଇବର ଅପରାଧୀମାନେ…

NIT କ୍ୟାମ୍ପସରେ ପଶିଲା ହାତୀ, ଛାତ୍ରଛାତ୍ରୀ ଭୟଭୀତ

ରାଉରକେଲା: ମଙ୍ଗଳବାର ସକାଳେ ରାଉରକେଲା ଏନ.ଆଇ.ଟି ପରିସରରେ ୫ଟି ହାତୀ ପ୍ରବେଶ କରିଥିବା ବେଳେ ଅନ୍ୟ ୨୧ଟି ହାତୀ ବିଶ୍ରା ବ୍ଲକ ଅଧିନସ୍ଥ ଜାମସେରା ପଞ୍ଚାୟତର ଖାଦାନ ଟୋଲି ଠାରେ ପହଞ୍ଚିଛି। ମାତ୍ର ଏନ.ଆଇ.ଟି ପରିସରରେ ହାତୀ ପ୍ରବେଶ କରିଥିବା ସୂଚନା…

ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତା ଦେଖା

କଟକ: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଶେଷ ହୋଇଛି। ଏଥିରେ କୌଣସି ପରୀକ୍ଷାର୍ଥୀ କପି ଅଭିଯୋଗରେ ବୁକ୍ ବା ଏମ୍ପି ହୋଇନଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ମାଟ୍ରିକ୍ ପରୀକ୍ଷା ଖାତା ଦେଖା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ।…

ସୁରକ୍ଷାକର୍ମୀଙ୍କ ଗୁଳିଲେ ୨ କ୍ୟାଡର୍‌ ମାଓବାଦୀ ନିହତ

କନ୍ଧମାଳ: କନ୍ଧମାଳଜିଲ୍ଲା ରାଇକିଆ ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ମାଓଶିବିର ଧ୍ବଂସ କଲେ ସୁରକ୍ଷାକର୍ମୀ । ଏହି ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ କେକେବିଏନ୍‌ ମାଓ ଡିଭିଜନ୍‌ର ଡେପୁଟି କମାଣ୍ଡର୍‌ ଜଗେଶ ଓ ମହିଳା କ୍ୟାଡର୍‌ ରତ୍ନା ନିହତ ହୋଇଛନ୍ତି…

ପ୍ରେମ ପାଇଁ ମା ଓ ଭାଇକୁ ହତ୍ୟା କଲା ନାବାଳିକା

ଜୟପୁର: ୭ ଦିନତଳୁ  ହଜିଥିବା ପୁଅ ହାତବନ୍ଧା ଅବସ୍ଥାରେ ବସ୍ଥା ଭିତରୁ ଗତକାଲି ମିଳିଥିବା ବେଳେ ମା ର ପତତା ମିଳୁନି । ମାଆ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସୂଚନା ଅନୁଯାୟୀ ବୋରିଗୁମ୍ମା ମେଇନ…