ବଦଳିଲା କେରଳର ନାଁ, ନାମ ପରିବର୍ତ୍ତନ ପାଇଁ କ୍ୟାବିନେଟରେ ମୋଦି ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ କେରଳର ନାମକୁ ବଦଳାଇ ‘କେରଳମ୍’ କରିବାକୁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଯେତେବେଳେ ଭାଷା ଆଧାରରେ ରାଜ୍ୟର ନିର୍ମାଣ ହୋଇଥିଲା, ସେବେଠାରୁ କେରଳ ନାଁ କେରଳମ ହେବା ପାଇଁ ଦାବି ହୋଇଆସୁଛି ।…

ଇରାନରେ ସାମରିକ ହେଲିକପ୍ଟର କ୍ରାସ୍; ୪ ମୃତ

ତେହେରାନ୍ : ଆମେରିକା ସହିତ ଭୀଷଣ ଉତ୍ତେଜନା ମଧ୍ୟରେ ଆଜି କେନ୍ଦ୍ରୀୟ ଇରାନରେ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଇରାନର ଏକ ଫଳ ଏବଂ ପନିପରିବା ମାର୍କେଟରେ ଘଟିଛି । ଫଳରେ ଅତି କମରେ ଏଥିରେ ୪…

ଅଯୋଧ୍ୟା ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଆରମ୍ଭ ହେଲା ଲକର ବ୍ୟବସ୍ଥା

ଉତ୍ତରପ୍ରଦେଶ : ଅଯୋଧ୍ୟାକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଆଶ୍ବସ୍ତି ଖବର ଆସିଛି । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରାମ ଜନ୍ମଭୂମି ମନ୍ଦିର ପରିସରରେ ଆଧୁନିକ ଲକର ରୁମର ବ୍ୟବସ୍ଥା କରିବା ଆରମ୍ଭ ହୋଇଛି । ବଢୁଥିବା ଭକ୍ତଙ୍କ ସଂଖ୍ୟା…

ଦୁର୍ଘଟଣାରୁ ବର୍ତ୍ତିଲା ପବନ ହଂସ ହେଲିକପ୍ଟର, ସମୁଦ୍ରରେ କଲା ଅବତରଣ

ନୂଆଦିଲ୍ଲୀ : ଆଜି ସକାଳେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଆଉ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ପବନ ହଂସ ହେଲିକପ୍ଟର ଉଡ଼ାଣ ଭରିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ସୂଚନା ମିଳୁଛି । ଫଳରେ ପାଇଲଟଙ୍କୁ…

ଆମେରିକାରେ ବରଫ ଝଡ଼; ୧୦ ହଜାର ବିମାନ ବାତିଲ

ଆମେରିକା: ଆମେରିକାର ଉତ୍ତର-ପୂର୍ବ ଭାଗରେ ସୋମବାର ଏକ ଶକ୍ତିଶାଳୀ ଶୀତକାଳୀନ ଝଡ଼ ତାଣ୍ଡବ ସୃଷ୍ଟି କରିଥିଲା । ପ୍ରବଳ ତୁଷାରପାତ ଏବଂ ପ୍ରବଳ ପବନ ଯୋଗୁଁ ରାସ୍ତାଗୁଡ଼ିକ ଖସଡ଼ା ହୋଇଯାଇଥିଲା । ସାଧାରଣ ପରିବହନ ସେବା ଠପ୍ ହୋଇପଡ଼ିଥିଲା । ଲକ୍ଷ ଲକ୍ଷ…

ଜଳିଗଲା କପଡା ଗୋଦାମ, ୬ ମୃତ

ମିରଟ : ଉତ୍ତରପ୍ରଦେଶର ମିରଟରେ ବିଳମ୍ବିତ ରାତିରେ ଏକ କପଡା ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ୫ ଜଣ ଛୋଟପିଲା ସାମିଲ ଥିଲେ । ଅଘଟଣ…

ରାଞ୍ଚି-ଦିଲ୍ଲୀ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୭ ମୃତ

ନୂଆଦିଲ୍ଲୀ: ଆକାଶରେ ମର୍ମନ୍ତୁଦ ଦୁର୍ଘଟଣା । ରାଞ୍ଚି-ଦିଲ୍ଲୀ ଏୟାର ଆମ୍ବୁଲାନ୍ସ କ୍ରାସ, ୭ ମୃତ । ଝାଡ଼ଖଣ୍ଡର ଚାତ୍ରା ଜିଲ୍ଲା ସିମରିଆ ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲରେ ଏହି ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ରାଞ୍ଚିରୁ ଦିଲ୍ଲୀ ଯାଉଥିବା ଏୟାରଆମ୍ବୁଲାନ୍ସ…

ସରିଲା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ

ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହୋଇଛି । ଏହି ଅଧିବେଶନରେ ବିରୋଧୀ ପ୍ରବଳ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ ଚାଲିବା ମୁସ୍କିଲ ହୋଇଥିଲା । ଏହି ଅଧିବେଶନ ଶେଷ ହେବା ପରେ ଗୃହକୁ ଆସନ୍ତା ମାର୍ଚ୍ଚ ୯ ତାରିଖ…

ରାଜଧାନୀରେ ପ୍ରବଳ ବର୍ଷା, ହୋଡିଂ ପଡି ୩ ଆହତ

ଭୁବନେଶ୍ବର: ଦିନରେ ଖରା ଓ ସାମାନ୍ୟ ଗୁଳୁଗୁଳି ପରେ ସନ୍ଧ୍ୟାରେ ଟୁଇନ ସିଟିରେ ପ୍ରବଳ ବର୍ଷା ହୋଇଛି । କାଳବୈଶାଖୀ ପ୍ରଭାବରେ ଟୁଇନ ସିଟିରେ ବର୍ଷା ସହ ଘଡଘଡି ହୋଇଛି । ତେବେ ବର୍ଷା ପାଇଁ ଟୁଇନ ସିଟିକୁ ୩ଘଣ୍ଟାର ସର୍ତକତା…

ଆତ୍ମସମର୍ପଣ କଲେ ୪ଟପ କ୍ୟାଡର ମାଓ ନେତା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାରେ ନକ୍ସଲବାଦରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଖିବାକୁ ମିଳିଛି। ଚାରି ଜଣ ଟପ କ୍ୟାଡର ମାଓନେତା ହିଂସା ପରିତ୍ୟାଗ କରି ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ ସୂଚନା ଅନୁଯାୟୀ, ପଲିଟବ୍ୟୁରୋ…