ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୭.୮ ଲକ୍ଷ କୋଟି ଟଙ୍କାର ବଜେଟ, ସେନାର ହେବ ଆଧୁନିକରଣ
ନୂଆଦିଲ୍ଲୀ : ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାଙ୍କର ବଜେଟ୍ ଭାଷଣ ୮୫ ମିନିଟ୍ ରହିଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ୭.୮ ଲକ୍ଷ କୋଟି ଟଙ୍କାର…
