କଟକରେ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା’: କାରିଗରଙ୍କ ପାଇଁ ସୃଷ୍ଟି ହେଲା ନୂତନ ବଜାର ସୁଯୋଗ

କଟକ: କଟକ ଖପୁରିଆ ଶିଳ୍ପାଞ୍ଚଳସ୍ଥିତ ଓସିଆ (OSSIA) ଗ୍ରାଉଣ୍ଡ ଏବଂ ଏମସିଏମ (MCM) ହଲ୍‌ଠାରେ ଦୁଇ ଦିନିଆ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରଦର୍ଶନୀ-କମ୍-ଟ୍ରାଡେ ମେଳା’ ଓ କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଏମଏସଏମଇ (MSME) ମନ୍ତ୍ରଣାଳୟ ଏବଂ କଟକସ୍ଥିତ…

ଇରାନର ପରମାଣୁ ସ୍ଥଳରେ ପକାଯାଇଥିବା ଜିବିୟୁ-୫୭ ବଙ୍କର ବୋମା ପାଇଁ ନୂଆ ଅର୍ଡର ଦେଲା ଆମେରିକା

ୱାସିଂଟନ: ଚୁକ୍ତିନାମା ଅନୁସାରେ ଦେଶରେ ବୋମା ଭଣ୍ଡାରକୁ ପୂରଣ କରାଯିବ। ଗତ ବର୍ଷ ଜୁନ୍ ମାସରେ ଆମେରିକା ଅପରେସନ ମିଡନାଇଟ୍ ହାମର୍ ଆରମ୍ଭ କରିଥିଲା, ଯେଉଁଥିଆମେରିକାର ବାୟୁସେନା ମହାକାଶ କମ୍ପାନି ବୋଇଂ ଠାରୁ ଜିବିୟୁ-୫୭ ମାସିଭ୍ ଅର୍ଡନାନ୍ସ ପେନେଟ୍ରେଟର (ଏମ୍‌ଓପି) ବୋମା…

ପାକିସ୍ତାନରେ ବେଲଗାମ୍ ଅନର କିଲିଂ: ନ୍ୟାୟର କଚ୍ଛପ ଗତି, ଦଣ୍ଡ ପାଉନାହାନ୍ତି ଅପରାଧୀ

ଇସଲାମାବାଦ: ପାକିସ୍ତାନରେ ଅନର କିଲିଂର ବୃଦ୍ଧି ପାଉଥିବା ଘଟଣା ଏକ ଗମ୍ଭୀର ମାନବାଧିକାର ସଙ୍କଟ ପାଲଟିଛି । ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଦେଶରେ ଏହି ହତ୍ୟାକାଣ୍ଡର ସଂଖ୍ୟା ବହୁତ ଅଧିକ, କିନ୍ତୁ ଅପରାଧୀମାନଙ୍କୁ ଦଣ୍ଡ ଦେବାର ହାର ଚିନ୍ତାଜନକ ଭାବରେ କମ୍…

ଗୃହ ଅଚଳ କରିବ ବିଜେଡି

ଭୁବନେଶ୍ବର: ବିଧାନସଭାକୁ ଅଚଳ କରିଦେବ ବିଜେଡି। ଚାଷୀ ପ୍ରସଙ୍ଗକୁ ଜୋର୍‌ଦାର ଉଠାଇବ। ଗୃହ ମଧ୍ୟ ଭାଗରେ ଦଳର ବିଧାୟକମାନେ ପ୍ରତିବାଦ କରିବେ। ଆଜି ବିଜେଡି ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସିଧାସଳଖ ଭାବେ ଏହା ବିଧାୟକମାନଙ୍କୁ…

ପାଟକୁରା ବିଧାୟକଙ୍କ ବିସ୍ଫୋରକ ବୟାନ, ‘ଅ˚ଶୁମାନଙ୍କୁ ଦଳ ହରାଇଦେଲା’

କେନ୍ଦ୍ରାପଡ଼ା: ‘ଲଚ୍ଛମନଜିଉଙ୍କ ଆଶୀର୍ବାଦ ନେଇ ଯେତେବେଳେ ନାମାଙ୍କନ ଦାଖଲ କଲି, ସେତେବେଳେ ଜିତିବି ବୋଲି ଜାଣିଥିଲି। ଆଶା ଥିଲା ୭୦ରୁ ୮୦ହଜାର ଭୋଟରେ ଜିତିବି। କିନ୍ତୁ ଦୁଃଖ ଯେ ଆପଣମାନଙ୍କ ପରିଶ୍ରମରେ ଦଳ ଭିତରର କୁଚକ୍ରୀ ଗୋଷ୍ଠୀ ପାଣି ପକାଇ ଦେଲେ।…

ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ବର: ଆଜିଠାରୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ତେବେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ…

ମୁଲ୍ ଆକାଉଣ୍ଟ ଜରିଆରେ ୫୮ ଲକ୍ଷର ସାଇବର ଠକେଇ

ବାଲେଶ୍ବର :  ବାଲେଶ୍ୱରରେ ଏକ ବଡ଼ ଧରଣର ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଜିଲ୍ଲା ପୁଲିସ। ମୁଲ୍ ଆକାଉଣ୍ଟ (Mule Account) ମାଧ୍ୟମରେ ପ୍ରାୟ ୫୮ ଲକ୍ଷ ଟଙ୍କାର ଠକେଇ ହୋଇଥିବା ସୂଚନା ମିଳିଛି। ଏହି ମାମଲାରେ ପୁଲିସ ୪…

ଆସୁଛି ଖରାଦିନ: ମହଙ୍ଗା ହେବ ଏସି, ବ୍ଲୁ ଷ୍ଟାର୍‌ ୧୦ରୁ ୧୫% ବଢ଼ାଇବ

ନୂଆଦିଲ୍ଲୀ: ଦେଶରେ ଏସି (ଏୟାର କଣ୍ଡିସନର) ଦାମ ଶୀଘ୍ର ମହଙ୍ଗା ହେବାକୁ ଯାଉଛି। ଚଳିତ ତ୍ରୟମାସରେ ବ୍ଲୁ ‌ଷ୍ଟାର୍‌ ଏସି ଦାମ୍‌ ବଢ଼ାଇବ ବୋଲି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ବି ଥିଆଗରାଜନ ସୂଚନା ଦେଇଛନ୍ତି। ଦରବୃଦ୍ଧି ଅପରିହାର୍ଯ୍ୟ ହୋଇପଡ଼ିଛି। ବିଭିନ୍ନ ସାମଗ୍ରୀର…

ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆଣିଛି AI ପଲିସି, ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ପ୍ରଦର୍ଶିତ ହେଲା ଏଆଇ ସମ୍ଭାବନା

ଭୁବନେଶ୍ୱର ୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପରେ ଚାଲିଛି ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ । ଏଥିରେ ଓଡ଼ିଶା ଏହାର ଏଆଇ ସମ୍ଭାବନାକୁ ପ୍ରଦର୍ଶନ କରିଛି । ରାଜ୍ୟ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଭାରତ ମଣ୍ଡପମର ପ୍ରଥମ ମହଲା ହଲ୍‌…

ବୋର୍ଡର ମାଟ୍ରିକ୍ ପ୍ରସ୍ତୁତି : ୩୦୮୨ ସେଣ୍ଟର ଜଗିବ ସିସିଟିଭି, କପି ଯୋଗାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

କଟକ ୧୭।୨: ଆଉ ମାତ୍ର ଦିନକ ପରେ ମାଟ୍ରିକ୍ ପରୀକ୍ଷା । ବୋର୍ଡ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ବୋର୍ଡ…