ଓଡିଶା ସମେତ ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ, SIR ପାଇଁ କରନ୍ତୁ ପ୍ରସ୍ତୁତି
ନୂଆଦିଲ୍ଲୀ ୧୯।୨: ନିର୍ବାଚନ କମିଶନ ଗୁରୁବାର ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କୁ ବିଶେଷ ଗହନ ପୁନରିକ୍ଷଣ (ଏସଆଇଆର) ନିମନ୍ତେ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଏହି ପ୍ରକ୍ରିୟା ଏପ୍ରିଲ ମାସରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଥରେ…
