ଇରାନ ଯୁଦ୍ଧ ପାଇଁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ

ନୂଆଦିଲ୍ଲୀ: ଶନିବାର ଉପସାଗରୀୟ ଆରବ ରାଷ୍ଟ୍ରଗୁଡ଼ିକରେ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ ପରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ହବ୍ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ବିମାନ ଚଳାଚଳକୁ ସ୍ଥଗିତ ରଖିଛି। ଦୁବାଇ ବିମାନବନ୍ଦର କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି…

ପ୍ରକାଶ ପାଇଲା ଅଜିତ ପୱାରଙ୍କ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ

ମୁମ୍ବାଇ : ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କର ଗତ ଜାନୁଆରୀ ୨୮ରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହା ଏକ ଦୁର୍ଘଟଣା ଥିଲେ ସୁଦ୍ଧା ସେତେବେଳେ ଏହାକୁ ନେଇ ରାଜନୈତିକ ମହଲରେ ଦ୍ବନ୍ଦ୍ବ ଉପୁଜିଥିଲା। ବିମାନ…

କାକିନାଡାରେ ବାଣ ବିସ୍ଫୋରଣ : ୨୧ ମୃତ

କାକିନାଡା: ଆନ୍ଧ୍ର ପ୍ରଦେଶର କାକିନାଡା ଜିଲ୍ଲାରେ ଆଜି ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।  ଏହି ବିସ୍ଫୋରଣଟି ଅପରାହ୍ନ ସମୟରେ ସମରଲକୋଟା ମଣ୍ଡଳ ଅନ୍ତର୍ଗତ…

ଇରାନ୍‌ରେ ଫଶିଛନ୍ତି ଭାରତୀୟ ଛାତ୍ରୀ; ଉଦ୍ଧାର କରିବାକୁ ଗୁହାରୀ

ତେହେରାନ: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ଏହି ଆକ୍ରମଣ ଇରାନ ସହରରେ ଅନେକ ଧ୍ୱଂସ ସୃଷ୍ଟି କରୁଛି। ଏହି ସମୟରେ, ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ଅନେକ ଭାରତୀୟ ଛାତ୍ର ଫସି ରହିଛନ୍ତି। ସପ୍ତାହେ…

ଏଚପିଭି ଟୀକାକରଣ ଅଭିଯାନ ଆରମ୍ଭ; ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଜରାୟୁ କର୍କଟରୁ ମୁକ୍ତ ହେବେ ଦେଶର ଝିଅ । ସର୍ଭାଇକଲ କ୍ୟାନସରରୁ ସୁରକ୍ଷିତ ରଖିବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ । ରାଜସ୍ଥାମର ଆଜମେର ଠାରେ ଦେଶବ୍ୟାପୀ ଏଚପିଭି ଟୀକାକରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ଇସ୍ରାଏଲ-ଇରାନ ଯୁଦ୍ଧରେ ସାମିଲ ହେଲା ଆମେରିକା

ଆମେରିକା : ଇସ୍ରାଏଲ- ଇରାନ ଯୁଦ୍ଧରେ ସାମିଲ ହେଲା ଆମେରିକା । ଅପରେସନ୍ ଏପିକ୍ ଫ୍ୟୁରୀରେ ଇସ୍ରାଏଲ ସହ ମିଶି ଇରାନ ଉପରେ କଲା ପ୍ରଚଣ୍ଡ ଆକ୍ରମଣ । ମିଳିତ ଆକ୍ରମଣରେ ଥରିଲା ତେହେରାନ। ସେପଟେ ଇରାନ୍ ଉପରେ ଆକ୍ରମଣ ପରେ ପ୍ରଥମ…

ଇରାନ ଉପରେ ଆକ୍ରମଣ କଲା ଇସ୍ରାଏଲ

ନୂଆଦିଲ୍ଲୀ : ମଧ୍ୟ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ । ସମଗ୍ର ଦେଶରେ ଜରୁରୀକାଳୀନ ଘୋଷଣା ହୋଇଛି । ଇରାନର ରାଜଧାନୀ ତେହରାନରେ ଆକ୍ରମଣ ହୋଇଥିବା…

ବଲିଭିଆରେ ନୂଆ ନୋଟ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ: ୧୫ ମୃତ, ୩୦ ଆହତ

ବଲିଭିଆ : ବଲିଭିଆରେ ବଡ଼ ପ୍ଲେନ କ୍ରାସ । ୧୫ ମୃତ, ୩୦ ଆହତ । ବଲିଭିଆ ବାୟୁସେନାର ବିମାନଟି ରାଜଧାନୀ ଲାପାଜ ନିକଟ ଏଲ ଅଲଟୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ନୂଆ ବ୍ୟାଙ୍କ ନୋଟ ନିଆଯାଉଥିଲା । ସାମରିକ…

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ପ୍ରଭାତ ବିଶ୍ୱାଳ ବହିଷ୍କୃତ

ଭୁବନେଶ୍ୱର : ବିଜେଡିରୁ ବହିଷ୍କାର ହେଲେ ପ୍ରଭାତ ବିଶ୍ୱାଳ। ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର ହେଲେ ପ୍ରଭାତ। ବିଜେଡିରୁ ବହିଷ୍କାର ହେଲେ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାତ ବିଶ୍ୱାଳ। ତାଙ୍କୁ ଦଳ…

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ବର ହୋତାଙ୍କୁ କଂଗ୍ରେସର ସମର୍ଥନ

ଭୁବନେଶ୍ଵର: ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ବର ହୋତାଙ୍କୁ କଂଗ୍ରେସ ସମର୍ଥନ ଦେଉଛି। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି, ସୋମବାର ନବୀନ ବାବୁଙ୍କ ସହ ମୋର ସାକ୍ଷାତ ଆଲୋଚନା ହୋଇଛି। ଜଣେ କମନ୍‌ କ୍ୟାଣ୍ଡିଡେଟ୍‌…