‘କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଇରାନ’, ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପେଜେସ୍କିଆନଙ୍କ ଖୋଲା ଚ୍ୟାଲେଞ୍ଜ
ତେହେରାନ: ଆମେରିକା ପକ୍ଷରୁ ଆକ୍ରମଣ ଭୟ ବୃଦ୍ଧି ପାଉଥିବା ବେଳେ ଇରାନ ଦେଇଛି ଚ୍ୟାଲେଞ୍ଜ । ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି ଯେ, ଇରାନ ଆମେରିକାର ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ପେଜେସ୍କିଆନଙ୍କ ମନ୍ତବ୍ୟ…
