February 9, 2026

ମଣିପୁରରେ ପୁଣି ହିଂସା ; ଜାଳିଦେଲେ ଏକାଧିକ ଘର

ମଣିପୁର: ପୁଣି ମଣିପୁରରେ ହିଂସା ଦେଖିବାକୁ ମିଳିଛି । ନାଗା ସମ୍ପ୍ରଦାୟର ଜଣଙ୍କ ଉପରେ ଆକ୍ରମଣ ପରେ ପରସ୍ପର ଉପରେ ଆକ୍ରମଣ ସହ ଘରପୋଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ମଣିପୁରର ଉଖ୍ରୁଳ ଜିଲ୍ଲାରେ ହିଂସା ଉଗ୍ର ରୂପ ନେଇଛି ।…

ଆଇନ କଲେଜରେ ଗୁଳିକାଣ୍ଡ, ଛାତ୍ରୀ ମୃତ

ପଞ୍ଜାବ : ଆଇନ କଲେଜରେ କ୍ରାଇମ । ପଞ୍ଜାବ ତରନତାରନ ଜିଲ୍ଳାର ଉସମା ଆଇନ କଲେଜରେ ଗୁଳିକାଣ୍ଡ । କ୍ଲାସରୁମ୍ ଭିତରେ ସହପାଠୀ ଛାତ୍ରୀଙ୍କୁ ଗୁଳିମାଡ଼ । ସହପାଠୀ ଛାତ୍ରର ଗୁଳିମାଡ଼ରେ ଜଣେ ଛାତ୍ରୀ ମୃତ । ଗୁଳିମାଡ଼ ପରେ ଅଭିଯୁକ୍ତ…

ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ

ମୁମ୍ବାଇ : ବିଗିଡ଼ିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା । ପୁଣେର ଏକ ଘରୋଇ ହସପିଟାଲରେ ଶରଦ ପାୱାର ଭର୍ତ୍ତି ହୋଇଛନ୍ତି । ଅଜିତ ପାୱାରଙ୍କ ନିଧନ ପରେ ନିର୍ବାଚନ ପାଇଁ ଗତ କିଛିଦିନ ହେଲାଣି ଶରଦ ପାୱାର ମୁମ୍ବାଇ, ପୁଣେ ଏବଂ…

ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିରୋଧୀ !

ନୂଆଦିଲ୍ଲୀ : ବିରୋଧୀ ଦଳ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି । ବିପକ୍ଷ ଦଳ ଏଥିପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି । ଲୋକସଭାରେ ଜାରି ରହିଛି ପ୍ରବଳ ହଟ୍ଟଗୋଳ । ବିରୋଧୀଙ୍କୁ ଗୃହରେ କହିବାକୁ ସୁଯୋଗ…

ନାଇଜେରିଆରେ ସଡକ ଦୁର୍ଘଟଣା, ୩୦ ମୃତ

ନାଇଜେରିଆ: ନାଇଜେରିଆରେ ଘଟିଛି ବଡ଼ ସଡକ ଦୁର୍ଘଟଣା । ଏହି ସଡକ ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ ଅସାବଧାନତା ଗାଡି ଚାଳନା ଯୋଗୁଁ ଯାତ୍ରୀ ଭର୍ତ୍ତି ଏକ ଟ୍ରକ ନିୟନ୍ତ୍ରଣ ବାହାରକୁ…

ଜାପାନ ​​ପ୍ରଧାନମନ୍ତ୍ରୀ ତାକାଇଚିଙ୍କ ଐତିହାସିକ ବିଜୟ, ଅଭିନନ୍ଦନ ଜଣାଇଲେ ମୋଦି

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ରବିବାର ଏକ ଐତିହାସିକ ବିଜୟ ହାସଲ କରିଛନ୍ତି । ଭୋଟ୍ ଶେଷ ହେବାର ଦୁଇ ଘଣ୍ଟା ମଧ୍ୟରେ ତାକାଇଚିଙ୍କ ମେଣ୍ଟ ବହୁମତ ପାଇଁ ଆବଶ୍ୟକ ୨୩୩ ଆସନ ଅତିକ୍ରମ କରିଛି । ତାଙ୍କ ଲିବରଲ୍…

ପାର୍ଲାମେଣ୍ଟ ସହ ରାଜଧାନୀର ୯ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ: ପାର୍ଲାମେଣ୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ଆସନ୍ତା ୧୩ ତାରିଖରେ ବୋମାରେ ଉଡ଼ାଇବାକୁ ଧମକ । ଦିନ ୧ଟା ୧୧ ମିନିଟରେ ବିସ୍ଫୋରଣ କରିବାକୁ ଧମକ । ଦିଲ୍ଲୀର ବିଭିନ୍ନ ସ୍କୁଲକୁ କି ମିଳିଛି ବୋମାରେ ଉଡ଼ାଇବାକୁ ଧମକ…

ହାଇକୋର୍ଟରେ ବିଧାୟକ ବାବୁ ସିଂଙ୍କ ଆବେଦନ ଖାରଜ

ଭୁବନେଶ୍ୱର: ବିଧାୟକ ବାବୁ ସିଂଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ । ଭୁବନେଶ୍ୱର ଏକାମ୍ର ନିର୍ବାଚନୀ ମାମଲାରେ ଆବେଦନ ଖାରଜ ହୋଇଛି । ବିନା ଶୁଣାଣିରେ ମାମଲା ଖାରଜ କରିବାକୁ କରିଥିଲେ ଆବେଦନ । ନିର୍ବାଚନୀ ମାମଲାର ଶୁଣାଣି ହେବ କହିଲେ…

ମଣ୍ତି ଅବ୍ୟବସ୍ଥା ନେଇ ୫ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ

ଆଠଗଡ: ଚଳିତବର୍ଷ ଆଠଗଡ ଉପଖଣ୍ଡରେ ଧାନ ମଣ୍ତିରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଦେଖାଦେଇଛି। ଗତ ମାସ ୩୦ ତାରିଖରେ କଟକର ଅତିରିକ୍ତ ଜିଲ୍ଲାପାଳ ଇପସିତା ପ୍ରିୟଦର୍ଶିନୀ ମିଶ୍ର ଆଠଗଡର କେତେକ ମଣ୍ତି ପରିଦର୍ଶନ କରିଥିଲେ। ଏଡିଏମଙ୍କ ପରିଦର୍ଶନ ବେଳେ କେତେକ ମଣ୍ଡିରେ…

ଫେବୃୟାରୀରେ କୃମିନାଶ ଅଭିଯାନ ଆରମ୍ଭ

ଭୁବନେଶ୍ୱର : ଶିଶୁ ପୁଷ୍ଟିସାରକୁ ସୁଦୃଢ଼, ରକ୍ତହୀନତା ନିରାକରଣ ଏବଂ କୃମି ସଂକ୍ରମଣକୁ ଅଟକାଇବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ୟୁନିସେଫ୍ ସହାୟତାରେ ଫେବୃଆରୀ ୧୦ରେ ଜାତୀୟ କୃମିନାଶକ ଦିବସ (NDD) ପାଳନ କରିବାକୁ ଯାଉଛି ।…