ଭାରତକୁ ମିଳିବ ଆଇରନ୍ ଡୋମ୍ ପ୍ରଯୁକ୍ତି !
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିପାରେ । ଇସ୍ରାଏଲର ମୁମ୍ୱାଇ ସ୍ଥିତ ମହାବାଣିଜ୍ୟ ଦୂତ ୟାନିଭ ରେଭାଚ ସଂକେତ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ରାଏଲ୍ ଯାତ୍ରା ସମୟରେ ଦୁଇ ଦେଶ…
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିପାରେ । ଇସ୍ରାଏଲର ମୁମ୍ୱାଇ ସ୍ଥିତ ମହାବାଣିଜ୍ୟ ଦୂତ ୟାନିଭ ରେଭାଚ ସଂକେତ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ରାଏଲ୍ ଯାତ୍ରା ସମୟରେ ଦୁଇ ଦେଶ…
ଭୁବନେଶ୍ବର: ବଢ଼ିଲା IRS ଅଧିକାରୀଙ୍କ ଅଡ଼ୁଆ । ଆରମ୍ଭ ହେଲା ଡବଲ ତଦନ୍ତ । ଏପଟେ ପୋଲିସ, ସେପଟେ ସେଣ୍ଟ୍ରାଲ ଜିଏସଟିର ତନାଘନା । ଦୁଷ୍କର୍ମ ମାମଲାରେ ଖୁବ ଶୀଘ୍ର ଗିରଫ ହୋଇ ପାରନ୍ତି IRS ଅଧିକାରୀ । ଖୋଜୁଛି କମଶନରେଟ୍ ପୋଲିସ…
ନୂଆଦିଲ୍ଲୀ:ଭାରତର ପ୍ରଥମ ବ୍ୟାପକ ଆତଙ୍କବାଦ ବିରୋଧୀ ପଲିସି ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସୋମବାର ପ୍ରକାଶିତ ଏହି ପଲିସିର ନାଁ "ପ୍ରହାର"ରଖାଯାଇଛି।ସୀମାପାର ଆତଙ୍କବାଦ ଏବଂ ସାଇବର ଆକ୍ରମଣଠାରୁ ଆରମ୍ଭ କରି ଡ୍ରୋନ୍ ଏବଂ ଉଦୀୟମାନ ପ୍ରଯୁକ୍ତିର ଅପବ୍ୟବହାର ପର୍ଯ୍ୟନ୍ତ ବିପଦଗୁଡ଼ିକୁ…
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ହୋଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ…
ଭୁବନେଶ୍ୱର: ସାବଧାନ ! ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ । ଆପଣ ଯାହା ବି କିଛି କିଣିକି ଖାଉଛନ୍ତି ସେ ସବୁକିଛି ଅପମିଶ୍ରିତ ତଥା ଭେଜାଲ । ହର୍ଲିକ୍ସଠୁ ଆରମ୍ଭ କରି ଛେନା, ଦହି, କ୍ଷୀର ବ୍ରେଡ୍, ମସଲା,…
ପାରାଦ୍ଵୀପ: ଏକ ୪ ମହଲା ବିଲ୍ଡିଂ ରୁ ପଡ଼ି ମହିଳା ମୃତ। ପାରାଦୀପ ତାରେଣୀଗଡାରେ ଘଟଣା ଏହି ଅଘଟଣ । ମୃତ ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ଏହା ହତ୍ୟା କି…
ଭୁବନେଶ୍ୱର: ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ । ଦ୍ବିତୀୟ ମେରିଟ୍ ଲିଷ୍ଟ ବାହାର କରିବା ସହ ବଳକା ପଦବୀ ପୂରଣ କରିବାକୁ ଦାବି କରୁଛନ୍ତି ଆଶାୟୀ । ୨୦୨୩ ରେ ରାଜ୍ୟ ସରକାରଙ୍କ ପକ୍ଷରୁ, ୨ ହଜାର କନିଷ୍ଠ ଶିକ୍ଷକ ପଦ ପାଇଁ…
ଭୁବନେଶ୍ୱର: ମଙ୍ଗଳବାର ରାଜଧାନୀରେ ଗର୍ଜିବେ ନବୀନ ଓ ତାଙ୍କ ଟିମ୍ । ପ୍ରତିବାଦ, ବିକ୍ଷୋଭ ପ୍ରଦର୍ଶନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୋହନ ସରକାରଙ୍କ ବାହାସ୍ପଟ ବିରୋଧରେ ପ୍ରଖର ଓ ଶାଣିତ ସ୍ୱର ଉଠାଇବେ ବିଜେଡି ସୁପ୍ରିମୋ । ରାଜ୍ୟରେ…
ଭୁବନେଶ୍ୱର: ରାଜଧାନୀରେ ହିଟ ଆଣ୍ଡ ରନ । ଭୁବନେଶ୍ୱର କୋର୍ଟ ସାମ୍ନା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମହିଳାଙ୍କ ମୁଣ୍ଡ ଉପରେ ମାଡିଗଲା ଇନୋଭା କାର । ଗୁରୁତର ଅବସ୍ଥାରେ ମେଡିକାଲରେ ମହିଳା ଭର୍ତ୍ତି । ଦୁର୍ଘଟଣା ଘଟାଇ ଇନୋଭା କାର ଫେରାର…
ଭୁବନେଶ୍ୱର: ରାଜ୍ୟରେ ୪୦ ଜଣ ସକ୍ରିୟ ମାଓବାଦୀ ଅଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି ସୂଚନା। କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର ଓ ବରଗଡ଼ରେ ମାଓବାଦୀ ସକ୍ରିୟ ଅଛନ୍ତି। ଏହି ୬ଟି ଜିଲ୍ଲାର କିଛି ଅଞ୍ଚଳରେ ଛୋଟ…