ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର:ଭାଜପା ରାଷ୍ଟ୍ରୀୟଅଧ୍ୟକ୍ଷ ନୀତିନ ନବୀନଙ୍କୁ ଶୁକ୍ରବାର ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଓଡ଼ିଶାର ଦଳର ସାଂଗଠନିକ ସ୍ଥିତି ଓ ସମନ୍ବୟ ଉପରେ ଆଲୋଚନା କରିଛନ୍ତି। ବୈଠକ ପରେ ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ଆଜି ଭାରତୀୟ ଜନତା…

ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌ ପରିଣାମ ଭୋଗିବ: ଡିଜି

ଭୁବନେଶ୍ବର:ମାଓବାଦୀଙ୍କୁ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ କଡ଼ା ଚେତାବନୀ ଦେଇଛନ୍ତି। ଡିଜିପି କହିଛନ୍ତି, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌ ପରିଣାମ ଭୋଗିବ। ଏସ୍‌ଓଜି ଯବାନଙ୍କ ଅପରେଶନର ଭୟଙ୍କର ପରିଣାମ ଭୋଗିବ ବୋଲି ମାଓବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଡିଜିପି।…

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ଜଳେଶ୍ୱର : ସୀମା ଲଙ୍ଘିଲେ ଗୁରୁ । ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ଯାଳୟରେ ଶିକ୍ଷକ ଅଟକ। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଗୁହାଳିପଦା ସରକାରୀ ପ୍ରାଥମିକ ବିଦ୍ଯାଳୟର ଶିକ୍ଷକ କୃଷ୍ଣଚନ୍ଦ୍ର ମଲ୍ଲିକ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ଘରେ ଜଣାଇଥିଲେ। ଅଭିଭାବକମାନେ ବିଦ୍ଯାଳୟରେ ପହଞ୍ଚି…

ରାଜ୍ୟରେ ଖୋଲିବ ଆଉ ୩ ନୂଆ କଲେଜ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ବ୍ରହ୍ମପୁର : ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ । ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ ପ୍ରାଣୀ ସମ୍ପଦ ଓ ଗୋଟିଏ କୃଷି କଲେଜ…

ଅଭିନେତ୍ରୀ ନିକିତା ହତ୍ୟାକାଣ୍ଡ : ସ୍ବାମୀ ଲିପନଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ବର: ୭ ବର୍ଷ ପରେ ଆସିଲା ରାୟ। ଓଡ଼ିଆ ସିନେ ଅଭିନେତ୍ରୀ ନିକିତା ହତ୍ୟା ମାମଲାରେ ସ୍ବାମୀ ଲିପନଙ୍କୁ ଆଜୀବନ କାରାଦଣ୍ଡାଦେଶ । ଏଥିସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ । ନିକିତାଙ୍କ ଶାଶୂ କୁନ୍ତଳା ସାହୁ ଓ ଶ୍ୱଶୁର…

ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲ୍ ଆଗରେ ରହିଛି ୭ ଜଟିଳ ସମସ୍ୟା

କଟକ : ମହାନଦୀ ଜଳ ସମସ୍ୟାର ତଦନ୍ତ ବେଳେ ଟ୍ରିବ୍ୟୁନାଲ୍ ଆଗରେ ରହିଛି ୭ଟି ଜଟିଳ ସମସ୍ୟା । ପ୍ରଥମ ଜଳ ପରିମାଣକୁ ନେଇ ସଠିକ୍ ତଥ୍ୟର ଅଭାବ । ଓଡ଼ିଶା କହୁଛି ଯେ ୧୯୯୦ ମସିହା ପରଠାରୁ ହୀରାକୁଦକୁ ଆସୁଥିବା ପାଣି…

ଜନକଲ୍ୟାଣ କାର୍ଯ୍ୟ ପାଇଁ ଲଣ୍ଡନରେ ସମ୍ମାନିତ ହେଲେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର

ଭୁବନେଶ୍ବର : ଓଡ଼ିଶା ପାଇଁ ଗର୍ବ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ଅବସର ପ୍ରାପ୍ତ କ୍ୟାପଟେନ ଅରୁଣ କର । ସେ ଲଗାତାର ଭାବେ ଜନକଲ୍ୟାଣ କାର୍ଯ୍ଯ କରୁଥିବାରୁ ଜାତିସଂଘ ମୁଖ୍ୟାଳୟ, ନ୍ୟୁୟର୍କରେ ସମ୍ମାନିତ ହୋଇଛନ୍ତି । ମାନବ ମର୍ଯ୍ୟାଦା, ସାର୍ବଜନୀନ ସ୍ବାସ୍ଥ୍ଯ,…

କୋର୍ଟ ଚାଲାଣ ବେଳେ ମେଡିକାଲ ପାଚେରୀ ଡେଇଁ କଏଦୀ ଫେରାର

ଜଗତସିଂହପୁର: କୋର୍ଟ ଚାଲାଣ ବେଳେ କଏଦୀ ଫେରାର । ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନାରୁ କୋର୍ଟ ଚାଲାଣ କରାଯିବା ବେଳେ ପୋଲିସକୁ ଚକମା ଦେଇ କଏଦୀ ଫେରାର ହୋଇଯାଇଛି । ବିରିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତରୀ ମାଇନା କରିବାକୁ ପୋଲିସ ଆଣିଥିଲା ।…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ଅନୁଗୋଳ: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା । ନିଜ ବାଡିରେ ଶାଗ ତୋଳୁଥିବା ବେଳେ ଘଟିଛି ଘଟଣା । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଅଞ୍ଚଳରେ ଘଟିଛି ଘଟଣା । ନାବାଳିକା ଜଣଙ୍କ ଶାଗ ତୋଳିବାକୁ ଯାଇଥିବା ବେଳେ ନିଖୋଜ…

ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ଫଳ

କଟକ : ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ମାଟ୍ରିକ ଫଳାଫଳ । ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ମୂଲ୍ୟାୟନ । ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ମାଟ୍ରିକ ଖାତା ଦେଖା । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା…