June 2026

ଆମେରିକା-ଇରାନ ଚୁକ୍ତି ପରେ ଗୁଜୁରାଟରେ ପହଞ୍ଚିଲା ପ୍ରଥମ ଏଲଏନଜି ଟ୍ୟାଙ୍କର୍

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପ୍ରତି ସ୍ୱାକ୍ଷରିତ ଶାନ୍ତି ଚୁକ୍ତି ପରେ ଭାରତ ପାଇଁ ଶକ୍ତି କ୍ଷେତ୍ର ସହ ଜଡିତ ଭଲ ଖବର ଆସିଛି। ଭାରତର ପ୍ରଥମ ତରଳ ପ୍ରାକୃତିକ ଗ୍ୟାସ(LNG) ଟ୍ୟାଙ୍କର, ‘ଦିଶା’ ସଫଳତାର ସହ ହରମୁଜ୍ ପ୍ରଣାଳୀ…

ଟାଇମ୍ସ ସ୍କୋୟାରରେ ଗୁଳିକାଣ୍ଡ: ପର୍ଯ୍ୟଟକ ଆତଙ୍କିତ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ଏବଂ ପର୍ଯ୍ୟଟନ ସ୍ଥଳୀ ଆମେରିକାର ନ୍ୟୁୟର୍କ ସ୍ଥିତ ଟାଇମ୍ସ ସ୍କୋୟାରରେ ଏକ ଭୟାବହ ଗୁଳିକାଣ୍ଡ ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ସାଧାରଣ ବଚସା ହଠାତ୍ ଉଗ୍ର ରୂପ ନେଇଥିଲା ଏବଂ କିଛି ଯୁବକ ସର୍ବସାଧାରଣରେ…

ଘଣ୍ଟାଏ ବର୍ଷାରେ କଟକ ସ୍ଥିତି ବେହାଲ, ଏସସିବି ପରିସରରେ ଆଣ୍ଠୁଏ ଉଚ୍ଚର ପାଣି

କଟକ: ବିଶ୍ୱ ସ୍ତରୀୟ ହେବାକୁ ଥିବା କଟକ ଏସସିବି ମେଡିକାଲର ବିକଳ ଚିତ୍ର । ପ୍ରବଳ ବର୍ଷା ଯୋଗୁଁ ଏସସିବି ମେଡିକାଲ ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି । ହନ୍ତସନ୍ତ ହେଲେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ । ଡ୍ରେନେଜ…

ଚିଲିକା ହ୍ରଦରେ ଥିବା କାଙ୍କଣଶିଖରୀ ପାଇବ ନୂଆ ରୂପ : ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ବାଣପୁର : ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଈରୀ ନିକଟସ୍ଥ ପ୍ରସିଦ୍ଧ କାଙ୍କଣଶିଖରୀ ପାଇବ ନୂଆ ରୂପ। ପ୍ରାଚୀନ ଯୁଗରେ ପ୍ରଭୁ ଶ୍ରୀମନ୍ଦିର ଛାଡି ଏହି ସ୍ଥାନରେ ଲୁଚି ରହିଥିଲେ। ଫଳରେ ଏହାକୁ ଏକ ପର୍ଯ୍ୟଟନସ୍ଥଳରେ ପରିଣତ କରିବା ପାଇଁ ଉଦ୍ୟମ…

ଶ୍ରୀମନ୍ଦିରରେ ବଢ଼ି ଚାଲିଛି ଦଲାଲଙ୍କ ରାଜ୍, ଟଙ୍କା ନେଇ କରାଉଛନ୍ତି ଜଗା ଦର୍ଶନ, ୧୧ ଗିରଫ

ପୁରୀ : ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତଙ୍କୁ ଲୁଟୁଛନ୍ତି ଦଲାଲ୍। ଟଙ୍କା ନେଇ ଜଗା ଦର୍ଶନ, ୫ଦିନରେ ୧୧ ଗିରଫ । ଭକ୍ତଙ୍କ ଠାରୁ ଟଙ୍କା ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବା ଅଭିଯୋଗରେ ୧୧ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରାଯାଇଛି…

ଭତ୍ତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ୧୮ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ମିଳିନଥିବା ଅଭିଯୋଗ

ଭୁବନେଶ୍ୱର : ଭତ୍ତା ବନ୍ଦକୁ ନେଇ ଓଡ଼ିଶା ରାଜନୀତି ଗରମ ! । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ଭତ୍ତା ନମିଳିବାରୁ ମୃତ୍ୟୁ ଅଭିଯୋଗ । ଗରିବଙ୍କ ଭତ୍ତା ପାଇଁ ଟେକ୍ନୋଲୋଜି ବାହାନା ଚଳିବନି । ରାଜ୍ୟରେ ଭତ୍ତା…

SIR କାର୍ଯ୍ୟଭାର ସହି ନପାରି ଜୀବନ ହାରିଲେ BLO

ବୌଦ୍ଧ: ବୌଦ୍ଧ SIR କାର୍ଯ୍ୟଭାର ସହି ନପାରି ଜୀବନ ହାରିଲେଜୀବନ BLO । ଚାପଗ୍ରସ୍ତ ହୋଇ ବିଷ ପାନ କରି ଜୀବନ ହାରିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତକ ଡ଼ିମିରିଖୋଲ…

ଆମ୍ବୁଲାନ୍ସରୁ ଅକ୍ସିଜେନ ସରିଯିବାରୁ ବାଟରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ମେଡିକାଲ ଆଗରେ ଉତ୍ତେଜନା

ଅନୁଗୁଳ: ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ରୋଗୀଙ୍କୁ କଟକ ସ୍ଥାନାନ୍ତର ବେଳେ ଅକ୍ସିଜେନ ସରିଯିବାରୁ ମୃତ୍ୟୁ ଅଭିଯୋଗ ହୋଇଛି । କ୍ଷତିପୂରଣ ଦାବିରେ ମେଡିକାଲ ସାମ୍ନାରେ ପରିବାରଲୋକ ଉତ୍ତେଜନା କରିଛନ୍ତି । ଅନୁଗୁଳର ଏକ ଘରୋଇ ହସ୍ପିଟାଲର ଚିକିତ୍ସା ଅବହେଳାରୁ…

ଶିବ ବିବାହ ରୋଷଣୀରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

କାମାକ୍ଷାନଗର : ଶିବ ବିବାହ ରୋଷଣୀରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଧର୍ମେନ୍ଦ୍ର ସାହୁ ଙ୍କୁ କେହି ଜଣେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।…

ଯୁବକଙ୍କୁ ପଥରରେ ଛେଚି ହତ୍ୟା, ପୋଖରୀ ହୁଡ଼ାରୁ ମୃତଦେହ ଉଦ୍ଧାର

ବାଂଶପାଳ : ପଥରରେ ଛେଚି ହତ୍ୟା ସନ୍ଦେହ । କେନ୍ଦୁଝର ଜିଲ୍ଲା ସଦର ଥାନା ଆମୁଣି ଭରାଳି ସାହିର ଶ୍ରୀକାନ୍ତ ମହାକୁଡ଼ଙ୍କୁ ଦୁର୍ବୃତ୍ତଙ୍କ ହତ୍ୟା ଅଭିଯୋଗ । ଆଜି ସକାଳୁ ଗାଁ ପୋଖରୀକୁ ଶୌଚ ହେବାକୁ ଆସିଥିବା ବେଳେ ଘଟିଛି ଘଟଣା…