June 2026

ଆଖି ବୁଜିଲେ କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ

ଭୁବନେଶ୍ବର/ବ୍ରହ୍ମପୁର: ଆଖିବୁଜିଲେ କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିବା ଜଣାଯାଇଛି। ସେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ଦୁଇ ଦିନ ତଳେ ତାଙ୍କର ସ୍ବାସ୍ଥ୍ୟ ବିଗିଡ଼ିଯିବାରୁ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା। ମୃତ୍ୟୁ ପୂର୍ବରୁ ତାଙ୍କୁ…

ମହୁମାଛି, ଆକ୍ରମଣରେ ମହିଳା ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ

ଭଦ୍ରକ : ମହୁମାଛି ଆକ୍ରମଣରେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୂ ଘଟିଛି। ଏହା ସହ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଏରଡ଼ା ପଞ୍ଚାୟତର ବାସୁଆପଦା ଗାଁରେ। ଗ୍ରାମର ରଜନୀକାନ୍ତ ସାହୁଙ୍କ…

ମହିଳା ସରପଞ୍ଚ ଚାମେଲିଙ୍କୁ ବିଜେଡିର ସମର୍ଥନ, ବିଜେପିକୁ କଟାକ୍ଷ

ଭୁବନେଶ୍ୱର: ମହାକାଳପଡ଼ା ବ୍ଲକ୍‌ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ସମର୍ଥନରେ ବିଜୁ ଜନତା ଦଳ (ବିଜେଡି) ଅଣ୍ଟାଭିଡ଼ିଛି। ସରପଞ୍ଚଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର, ଶାରୀରିକ ଆକ୍ରମଣ, ଧମକ ଘଟଣା ଓଡ଼ିଶାରେ ମହିଳା ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି…

ଚାଲିଲା ଶିଶୁଶ୍ରମ ନିରାକରଣ ରଥ

ଭୁବନେଶ୍ୱର: ଶିଶୁ ଶ୍ରମିକ ନିୟୋଜନ ଏକ ଅପରାଧ ବୋଲି ଲୋକଙ୍କୁ ସଚେତନ କରାଇବା ନିମନ୍ତେ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଏକ ପୋଷ୍ଟର ଓ ଶିଶୁଶ୍ରମ ନିରାକରଣ ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ଜୁନ୍‌…

୨୪ ମାସରେ ୧୧ଟି ହାଜତ ମୃତ୍ୟୁ, ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ତଦନ୍ତର ସାମ୍ନା କରନ୍ତୁ : କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଦୁଇ ବର୍ଷ ପୂର୍ଣ୍ଣ ହୋଇଛି। ରାଜ୍ୟ ସରକାର ନିଜର ସଫଳତା ବଖାଣୁଥିଲେ ମଧ୍ୟ ଏହା ନିଜର ଦୋଷଦୁର୍ବଳତାକୁ ଘୋଡ଼ାଇବାର ଏକ ବାହାନା ବୋଲି କଂଗ୍ରେସ ଆକ୍ଷେପ କରିଛି। କେବଳ ଏହାନୁହେଁ ଦୁଇ ବର୍ଷ…

ଢେଙ୍କାନାଳ ଏସ୍‌ପି ଅଫିସ୍‌ ସମ୍ମୁଖରେ ବାପ-ପୁଅଙ୍କ ଆତ୍ମାହୁତି ଉଦ୍ୟମ, ଉଭୟଙ୍କୁ କାବୁ କଲା ପୋଲିସ

ଢେଙ୍କାନାଳ ୧୨।୬: ଢେଙ୍କାନାଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ବାପ-ପୁଅ ଆତ୍ମାହୁତି ଉଦ୍ୟମ କରିଛନ୍ତି । ପେଟ୍ରୋଲ ଢାଳି ହୋଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟକୁ ଯିବାବେଳେ ଉଭୟଙ୍କୁ ସୁରକ୍ଷିତ ଭାବେ ପୋଲିସ କାବୁ କରି ନେଇଛି । ତାଙ୍କ ଠାରୁ ପେଟ୍ରୋଲ…

ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା କରିଛନ୍ତି। କେଜିରୁ ପିଜି ଦେୟ ମୁକ୍ତ ହେବ। ସେହିପରି ଶିକ୍ଷାକୁ ସାର୍ବଜନୀନ ଓ ଦେୟମୁକ୍ତ କରାଯିବ। ଅର୍ଥାତ୍ କେଜିରୁ ପିଜି ପର୍ଯ୍ୟନ୍ତ…

୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି, ରାଜଧାନୀ ଭୁବନେଶ୍ବରରେ ନୂଆ ରାସ୍ତାର କଲେ ଉଦ୍‌ଘାଟନ

ଭୁବନେଶ୍ବର ୧୨।୬: ଉଦଘାଟନ ହେଲା ଜୟଦେବ ବିହାର ନନ୍ଦନକାନନ ପାରାଲାଲ ରୋଡ୍। ଏକାମ୍ର କାନନରୁ ଚୁନକୋଇଲି ପର୍ଯ୍ୟନ୍ତ ଥିବା ରାସ୍ତାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଦୀର୍ଘ ଦିନ ଧରି ଏହି ରାସ୍ତା ନିର୍ମାଣ ହୋଇପାରୁନଥିଲା ।…

ଓଡ଼ିଶାରେ ପ୍ରବେଶ କଲା ମୌସୁମୀ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ମାଟିରେ ପ୍ରବେଶ କରିଛି। ପହିଲି ରଜର ଦିନକ ପୂର୍ବରୁ ଓଡ଼ିଶାରେ ମୌସୁମୀ ପ୍ରବେଶ କଲା ପରେ ତାପମାତ୍ରା ଏବଂ ଗରମ ସାମାନ୍ୟ ହ୍ରାସ ପାଇଛି। ରାଜ୍ୟର ଉତ୍ତର ଭାଗକୁ ମୌସୁମୀ…

ସାଇବର ଠକେଇର ଶିକାର ହେଲେ ଏସଡିପିଓ, ବ୍ୟାଙ୍କ ଖାତାରୁ ପଳାଇଲା ୯୮ ହଜାର

ଭଦ୍ରକ : ସାଇବର ଠକେଇର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ଏସଡିପିଓ ଅନିରୁଦ୍ଧ ମୁଦୁଲି। ତାଙ୍କ ବ୍ୟାଙ୍କ ଖାତାରୁ ସାଇବର ଠକମାନେ ୯୮ ହଜାର ୯୨୮ ଟଙ୍କା ଚଳୁ କରି ଦେଇଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର…