ଟିଏମ୍ସି କାଉନସିଲର ଶାକିର ଅଲିଙ୍କୁ ଗିରଫ କଲା ଏନଆଇଏ
କଲକାତା: ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ମଙ୍ଗଳବାର ତୃଣମୂଳ କଂଗ୍ରେସର କାଉନସିଲର ଶାକିର ଅଲିଙ୍କୁ ଗିରଫ କରିଛି। ୨୦୨୩ ଶ୍ରୀରାମ ନବମୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସାକାଣ୍ଡରେ ଶାକିରଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଶାକିର ରିଶରା ନଗରପାଳିକାର ୱାର୍ଡ…