November 15, 2026

ଗଣକବି ବୈଷ୍ଣବ ପାଣିଙ୍କ ୧୪୪ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ

କଟକ (ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ) : ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ, ମାହାଙ୍ଗା ଆନୁକୂଲ୍ୟରେ ଏବଂ ଜୟଗୁରୁ ଯୁବ ପରିଷଦ, ଉଷୁମା ସହଯୋଗରେ କବିଙ୍କ ୧୪୪ତମ ଜୟନ୍ତୀ ସମାରୋହ-୨୦୨୬ ରବିବାର ସନ୍ଧ୍ୟାରେ ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ଉଷୁମାସ୍ଥିତ ହରି…

ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟାର ବଳ;୧୯ରେ ନେବ ଅତି ଭୀଷଣ ରୂପ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ କ୍ରମଶଃ ଅଧିକ ଘନୀଭୂତ ହେବା ସହ ଏକ ଶକ୍ତିଶାଳୀ ବାତ୍ୟାର ରୂପ ନେବାକୁ ଯାଉଛି। ଆସନ୍ତା ୧୬ ତାରିଖରେ ଏହା ବାତ୍ୟାରେ ପରିଣତ ହେବାକୁ ଥିବାବେଳେ ୧୭ ତାରିଖରେ ଭୀଷଣ ବାତ୍ୟା ଏବଂ ୧୯…

ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ସୁରକ୍ଷାରେ ମୁତୟନ ହେବେ ୪୭ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର: ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜଧାନୀ ଭୁବନେଶ୍ୱର ଓ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉପରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ମୋଟ ୪୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ଏଥିସହ ବରିଷ୍ଠ ପୁଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସୁରକ୍ଷା…

ଭାରତୀୟ ନାଗରିକତା ପ୍ରମାଣ କରିବା ପାଇଁ ପାନ୍ କାର୍ଡ, ଭୋଟର ପରିଚୟପତ୍ର ଯଥେଷ୍ଟ ନୁହେଁ

ନୂଆଦିଲ୍ଲୀ : କେବଳ ପାନ୍ କାର୍ଡ ଏବଂ ଭୋଟର ପରିଚୟପତ୍ର ଭାରତୀୟ ନାଗରିକତାର ପ୍ରମାଣ ନୁହେଁ। ଏହାକୁ ନେଇ ଆସିଲା କୋର୍ଟଙ୍କ ନୂଆ ନିୟମ। ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପାନ୍ କାର୍ଡ ଏବଂ ଭୋଟର ପରିଚୟପତ୍ର ଭଳି ଡକ୍ୟୁମେଣ୍ଟ…

ଦେବ୍ରିଗଡ଼ରେ ବୁଲୁଛି ଛତିଶଗଡ଼ର ବାଘ! କ୍ୟାମେରା ଟ୍ରାପ୍‌ରୁ ମିଳିଲା ବଡ଼ ପ୍ରମାଣ

ବୁର୍ଲା: ଚଳିତ ନଭେମ୍ବର ମାସରେ ଓଡ଼ିଶାର ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଠାବ ହୋଇଥିବା ଏକ ବିରଳ ଅଣ୍ଡିରା ମହାବଳ ବାଘର ଗତିପଥ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିଥିବା କ୍ୟାମେରା ଟ୍ରାପ୍‌ ଫଟୋ ଏବଂ…

ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ପ୍ରଶ୍ନ କଲେ ଅରୁଣ ସାହୁ, କହିଲେ- ଯିବି କି ନାହିଁ ନିଜେ ନିଷ୍ପତ୍ତି ନେବେ

ଭୁବନେଶ୍ୱର: ବିଧାୟକମାନଙ୍କ ପାଇଁ ଆୟୋଜିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ଶିବିରରେ ଯୋଗ ଦେବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ। ଏହି ଶିବିରକୁ ବୟକଟ…

କ୍ଷମତା ପାଇବା ପାଇଁ ଦେଶକୁ ବଦନାମ କରନା: ରାହୁଲ ଗାନ୍ଧୀଙ୍କୁ ଅମିତ ଶାହଙ୍କ କଡ଼ା ଜବାବ

ନୂଆଦିଲ୍ଲୀ : ହାଇଦ୍ରାବାଦରେ ଆୟୋଜିତ କଂଗ୍ରେସର ‘ଭାରତ ସମିଟ୍‌’କୁ ନେଇ ରାହୁଲ ଗାନ୍ଧୀଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୁଣେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାହ କହିଛନ୍ତି, ରାହୁଲ ଗାନ୍ଧୀ ଦେଶକୁ ବଦନାମ କରିଛନ୍ତି। ଯଦି…

ସମ୍ଭାବ୍ୟ ବର୍ଷା ଓ ବନ୍ୟାକୁ ନେଇ ହାଇଆଲର୍ଟ, ଗଞ୍ଜାମ ଓ ଗଜପତିର ୧୦ ଡ୍ୟାମ୍ ଉପରେ ନଜର

ଭୁବନେଶ୍ୱର ୧୫।୧୧: ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ରାଜ୍ୟରେ ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର…

ଅଁଳା ନବମୀ ପୂର୍ବରୁ ସୁରକ୍ଷା ସମୀକ୍ଷା : ସାକ୍ଷୀଗୋପାଳ ମନ୍ଦିରରେ ମୋବାଇଲ୍ ମନା, IGଙ୍କ କଡ଼ା ନିର୍ଦ୍ଦେଶ

ସାକ୍ଷୀଗୋପାଳ ୧୫।୧୧: ଆଗକୁ ଆସୁଛି ପବିତ୍ର ଅଁଳା ନବମୀ ଯାତ୍ରା । ଏହି ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ନେଇ ତତ୍ପର ହୋଇଉଠିଛି ପୋଲିସ ପ୍ରଶାସନ । ଏହି ପରିପ୍ରେକ୍ଷୀରେ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିଛନ୍ତି…

୨୦୨୭ ପଞ୍ଚାୟତ ନିର୍ବାଚନ: ଗାଁ ଦଖଲ ପାଇଁ ବିଜେପିର ବଡ଼ ରଣନୀତି, ଦୁଇ-ତୃତୀୟାଂଶ ଆସନ ଜିତିବା ଲକ୍ଷ୍ୟ

ଭୁବନେଶ୍ଵର: ୨୦୨୭ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠୁ ରାଜ୍ୟ ରାଜନୀତିରେ ହଲଚଲ | ଗାଁ ଗାଁରେ ସଂଗଠନ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଲେଣି ସବୁ ରାଜନୈତିକ ଦଳ| ଶାସକ ଦଳ ବିଜେପିର ଫୋକସରେ ଯୁବ, ମହିଳା ଭୋଟର | ଦଳର ରାଜ୍ୟ…