ଟଳିଲେ ୪ ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ । ଛତିଶଗଡ଼ର ବିଜାପୁର ଜିଲ୍ଲାର ତୁଙ୍ଗାଲି ଜଙ୍ଗଲରେ ଗୁଳିବିନିମୟ ହୋଇଛି । ଜବତ ହୋଇଛି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ। ଏହି ଘଟଣା ପରେ ସଂପୃକ୍ତ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ୍ । Share Post navigation ନବୀନ ନିବାସରେ ଟିକେଟ ଆଶାୟୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ଭିଡ଼ ରାଜ୍ୟରେ ମିଳିତ ସରକାର ନେଇ କେନ୍ଦ୍ର ନିଷ୍ପତ୍ତି ନେବ: ବିଜୟପାଲ ସିଂହ ତୋମାର