ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଉଠିଛି । ପୂର୍ବରୁ ରାତି ୧୦ଟା ବେଳେ ମହାଦୀପ ଉଠିବା ପାଇଁ ସମୟ ନିର୍ଘଣ୍ଟ ହୋଇଥିଲା । ତେବେ ଠିକ୍ ରାତି ସାଢ଼େ ୮ଟା ପରେ ମହାଦୀପ ଉଠିଥିଲା ଏବଂ ଖୁବ୍ କମ୍ ସମୟ ମଧ୍ୟ ମନ୍ଦିର ଚୂଡ଼ାରେ ମହାଦୀପ ସ୍ଥାପନ କରିଥିଲେ ସମର୍ଥା ସେବାୟତ ।
ଭୁବନେଶ୍ବର :ଏକାମ୍ରକ୍ଷେତ୍ର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ନିର୍ଦ୍ଧାରିତ ସମୟର ପ୍ରାୟ ଦେଢ଼ଘଣ୍ଟା ପୂର୍ବରୁ ଉଠିଛି ମହାଦୀପ।

