ରିମାଣ୍ଡରେ ଯିବେ ରାଜା ଚକ୍ର, କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ
ଭୁବନେଶ୍ୱର: ରିମାଣ୍ଡରେ ଯିବେ ରାଜା ଚକ୍ର। ୫ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଜେଲ୍ରେ ଅଛନ୍ତି ବିଜେଡି ନେତା ରାଜା। ରିମାଣ୍ଡରେ ଆଣି ଇଓଡବ୍ଲୁ ଅଧିକ ପଚରାଉଚରା…
