ପ୍ରେମ ଫ୍ରେମ କିଛି ନାହିଁ, ମୋ ପୁଅ ଆରେଞ୍ଜଡ୍ ମ୍ୟାରେଜ୍ କରିଛି
ଭୁବନେଶ୍ଵର: ‘ପୂର୍ବରେ ତ ଫାଟିଗଲା, ଆଉ ସଂପର୍କ ନଫାଟୁ, ତାଙ୍କ ଜୀବନ ଶାନ୍ତିରେ କଟୁ । ମୋ କୁଟୁମ୍ବ ବଡ଼ କୁଟୁମ୍ବ, ୫ଶହରୁ ୧ହଜାର ଭିତରେ ମୋ କୁଟୁମ୍ବ। ତେବେ ପ୍ରେମ ଫ୍ରେମ କିଛି ନାହିଁ, ମୋ ପୁଅ ଆରେଞ୍ଜଡ୍ ମ୍ୟାରେଜ୍…
ଭୁବନେଶ୍ଵର: ‘ପୂର୍ବରେ ତ ଫାଟିଗଲା, ଆଉ ସଂପର୍କ ନଫାଟୁ, ତାଙ୍କ ଜୀବନ ଶାନ୍ତିରେ କଟୁ । ମୋ କୁଟୁମ୍ବ ବଡ଼ କୁଟୁମ୍ବ, ୫ଶହରୁ ୧ହଜାର ଭିତରେ ମୋ କୁଟୁମ୍ବ। ତେବେ ପ୍ରେମ ଫ୍ରେମ କିଛି ନାହିଁ, ମୋ ପୁଅ ଆରେଞ୍ଜଡ୍ ମ୍ୟାରେଜ୍…
ଭୁବନେଶ୍ୱର: ଜଣେ ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବା ଘଟଣାରେ କମିସନରେଟ ପୁଲିସ ଆଜି ୨ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତ ଟାଟୁ ଦୋକାନର ମାଲିକ ହୋଇଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି…
ପ୍ରୟାଗରାଜରେ ହୋଇଥିବା ମହାକୁମ୍ଭ ମେଳାରେ ବେଶ ଚର୍ଚ୍ଚାକୁ ଆସିଥିଲେ ଆଇଆଇଟି ବାବା ଅଭୟ ସିଂ । ଏବେ ଆଇଆଇଟି ବାବାଙ୍କୁ ଅଟକ ରଖିଛି ଜୟପୁର ପୋଲିସ । ସେ ସୋସିଆଲ ମିଡିଆରେ ଜୀବନ ହାରିବାକୁ ଧମକ ଦେଇଥିଲେ । ଏହାପରେ ସେ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ୍-୫ସ୍ଥିତ ନିଜ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଫେବ୍ରୁଆରି ୨୮ତାରିଖ ପୂର୍ବାହ୍ଣ ୧୧ଟାରୁ ଆରମ୍ଭ ହୋଇଥିଲା। ଆଜି ୪ ଜଣଙ୍କୁ ତତ୍କାଳ…
ଉତ୍ତରାଖଣ୍ଡ ଚମୋଲିର ମାଣାରେ ୩ ଦିନ ପୂର୍ବରୁ ହୋଇଥିବା ହିମସ୍ଖଳନର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ୩ ଦିନ ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଆଜି ଶେଷ ହୋଇଛି । ହିମଖଣ୍ଡ ତଳୁ ୪୬ ଜଣଙ୍କୁ ମିଳିଲା ନୂଆ ଜୀବନ…
ଭୁବନେଶ୍ବର: ରାଜ୍ୟରେ ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ । ଏନେଇ ରାଜସ୍ବ ବିଭାଗକୁ ନଗର ଉନ୍ନୟନ ବିଭାଗ ଡ୍ରାଫ୍ଟ ଦେଇଛି । ମାର୍ଚ୍ଚ ସୁଦ୍ଧା ବିଚାର ବିମର୍ଷ କରି ଏହାକୁ ଏପ୍ରିଲରୁ କାର୍ଯ୍ୟକାରୀ କରାଯିବ । ଏନେଇ ନିଷ୍ପତ୍ତି…
ଭଞ୍ଜନଗର : ନିର୍ମାଣାଧୀନ ଘରର ସ୍ଲାବ ଭୁଶୁଡି ଦୁଇ ଶ୍ରମିକଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ଆସିକା ଥାନା କର୍ପୁର ନୁଆଁ ଗାଁରେ ଘଟିଛି ଏଭଳି ଘଟଣା । ଘଟଣାସ୍ଥଳରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନ୍ୟ ଜଣେ ଶ୍ରମିକ । ଘରର ଛାତ…
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଥିବା ହାଇ ପରଫର୍ମାନ୍ସ ସନ୍ତରଣ କେନ୍ଦ୍ରର ଅନ୍ତେବାସୀଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଯାହାର ତଦନ୍ତ ପାଇଁ ଓଡ଼ିଶା ସରକାର ଏକ ତଦନ୍ତ କମିଟି ଗଠନ କରିଛନ୍ତି। କ୍ରୀଡ଼ା ଏବଂ ଯୁବ ସେବା…
ମୋହନା : କୋହ ସମ୍ଭାଳି ହେଉନି କି ଆଖିର ଲୁହ ବୋଲମାନୁନି । କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ଧର୍ଯ୍ୟହରା ପରିବାର ଲୋକେ । ତୁହାକୁ ତୁହା ଚେତାବୁଡି ଯାଉଛି ମହିଳାମାନଙ୍କର । ଏପଟେ ରାସ୍ତାଟା ସାରା ଜମିଛି…
ଭୁବନେଶ୍ଵର: ଛୋଟିଆ ଜୀବନ ଦେଇଗଲା ମହାନତାର ଉଦାହରଣ । ମୃତ୍ୟୁ ପରେ ବି ଅମର ହୋଇଗଲା କୁନି ପୁଅ ଜନ୍ମେଶ । କିଡନୀ, ଲିଭର ଦାନ କରି ଅନ୍ୟ ୨ ଜଣଙ୍କ ଜୀବନ ବଞ୍ଚାଇ ଅମର ହୋଇଗଲା ଭୁବନେଶ୍ଵରର ଜନ୍ମେଶ ଲେଙ୍କା…