October 13, 2026

ଜମିର କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆରଆଇ

ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ସାନ୍ତଳା ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ ଆଲାନ ବେହେରା । ଜଣେ ଆବେଦନକାରୀଙ୍କ କୃଷି ଜମିକୁ ଘରବାରି କିସମ ଜମିରେ…

ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ଶକ୍ତି ବିଭାଗର କଠୋର ଆଭିମୁଖ୍ୟ, ESMA ଲାଗୁ ପାଇଁ ପୋଲିସ ଡିଜିପିଙ୍କୁ ଚିଠି

ଭୁବନେଶ୍ୱର : ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ଶକ୍ତି ବିଭାଗ । TPCODL ଅଧୀନରେ ଚାଲିଥିବା କର୍ମଚାରୀଙ୍କ ଧର୍ମଘଟ ବିରୋଧରେ ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ ବା ESMAକୁ କଡ଼ାକଡ଼ି ଲାଗୁ କରିବା ପାଇଁ…

ବାତ୍ୟାର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ କ୍ଷୟକ୍ଷତି ସମ୍ପର୍କରେ ମିଳିବ ଆଗୁଆ ସୂଚନା, IMD ଆଣିଲା ନୂଆ ଡିଜିଟାଲ୍ ବ୍ୟବସ୍ଥା

ଭୁବନେଶ୍ବର: ବାତ୍ୟାର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ କ୍ଷୟକ୍ଷତି ସମ୍ପର୍କରେ ଆଗୁଆ ସୂଚନା ପାଇବା ଏବେ ଆହୁରି ସହଜ ହେବ । ଭାରତୀୟ ପାଣିପାଗ ବିଭାଗ ବା IMD ଏଥିପାଇଁ ଏକ ନୂଆ ଡିଜିଟାଲ୍ ବ୍ୟବସ୍ଥା ଆରମ୍ଭ କରିଛି । ଏହାର…

କୂଅରେ ପଡ଼ିଲା ହାତୀ, ଉଦ୍ଧାର କଲା ବନ ବିଭାଗ

ବଲାଙ୍ଗୀର: କୂଅରେ ପଡ଼ିଲା ହାତୀ । ଦୀର୍ଘ ସମୟ ପରେ ଉଦ୍ଧାର କଲା ବନ ବିଭାଗ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ହୀରାପୁର ଗାଁ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ହାତୀଟି କୂଅରେ ପଡ଼ିଯାଇଥିବା ଖବର ପାଇବା…

ଗୋଟିଏ କୋଠରୀରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆପଡା : ଖଡ଼ିଆଳରେ ଚାଞ୍ଚଲ୍ୟ । ଗୋଟିଏ କୋଠରୀରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର । ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଖମତରେଇ ଗାଁରେ ଅଭାବନୀୟ ଘଟଣା । ଝୁଲନ୍ତା ଅବସ୍ଥାରେ ସ୍ତ୍ରୀଙ୍କ ମୃତଦେହ ରହିଥିବା ବେଳେ ସ୍ୱାମୀଙ୍କ ମୃତଦେହ ଖଟ…

ସୁକମାରେ ମାଓ ଡମ୍ପ ଠାବ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: ଛତିଶଗଡ଼ ସୁକମା ଜିଲ୍ଲାରେ ମାଓ ଡମ୍ପ ଠାବ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ସୁକମା ଅଞ୍ଚଳରୁ ମାଓବାଦୀ ହଟିଥିଲେ ମଧ୍ୟ ଏବେବି ଜଙ୍ଗଲ ଭିତରେ ବିଭିନ୍ନ ଅସ୍ତ୍ରଶସ୍ତ୍ରକୁ ସୁରକ୍ଷାକର୍ମୀ ଉଦ୍ଧାର…

କମ୍ପାନୀ ସାମଗ୍ରୀ ଜଗିଥିବାବେଳେ ସକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

ବଣାଇ: ରାତିରେ କମ୍ପାନୀ ସାମଗ୍ରୀ ଜଗିଥିବାବେଳେ ସକ୍ୟୁରିଟି ଗାର୍ଡଙ୍କୁ ହତ୍ୟା । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ସର୍ଗୀଗଡ଼ ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସନାତନ ମୁଣ୍ଡା । ଘରୋଇ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ…

କନ୍ଧମାଳରେ ଶୀତର ଆଗମନ, କୁହୁଡ଼ିର ଧଳା ଚାଦର ସହ ହାଲୁକା ଥଣ୍ଡା ଅନୁଭୂତ

କନ୍ଧମାଳ: କୁହୁଡ଼ିର ଧଳା ଚାଦରରେ ଢାଙ୍କି ହେଲା କନ୍ଧମାଳ ଜିଲ୍ଲା । ଧୀରେ ଧୀରେ ଶୀତର ଆଗମନ ହେଉଛି । ଆଜି ସକାଳୁ ସକାଳୁ ସମଗ୍ର ଅଞ୍ଚଳ ଘନ କୁହୁଡ଼ିର ଧଳା ଚାଦରରେ ଢାଙ୍କି ହୋଇଯାଉଥିବା ବେଳେ ହାଲୁକା ଥଣ୍ଡା ଅନୁଭବ…

ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୬ ହାର୍ଡକୋର ମାଓବାଦୀ

ମାଲକାନଗିରି: ୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬ ମାଓବାଦୀ । ଏମାନଙ୍କ ମଧ୍ୟରେ ଅଛନ୍ତି ଓଡିଶାରେ ସକ୍ରିୟଥିବା ୪ ମାଓବାଦୀ ଓ ପଶ୍ଚିମ ବସ୍ତର ଡିଭିଜନର ଦୁଇ…