ମାଛ କଲା ଲକ୍ଷପତି, ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୨ କ୍ବିଣ୍ଟାଲର ସାର୍କ ମାଛ

ଜଳେଶ୍ୱର : ଜାଲରେ ପଡ଼ିଲା ୨ କ୍ବିଣ୍ଟାଲର ମାଛ । ଲକ୍ଷପତି କଲା ସାର୍କ ମାଛ । ପଶ୍ଚିମବଙ୍ଗର କାଂଥୀ ଏବଂ ପେଟୁଆଘଟ ଅଞ୍ଚଳର କିଛି ମତ୍ସ୍ଯଜିବୀଙ୍କ ଜାଲରେ ପଡ଼ିଛି ସାର୍କ ମାଛ । ଏହି ମାଛର ଆନୁମାନିକ ମୂଲ୍ୟ ୧…

‘ସ୍କୁଲକୁ ଛାତ୍ରଛାତ୍ରୀ ସ୍ମାର୍ଟଫୋନ୍‌ ଆଣିବା ସମ୍ପୂର୍ଣ୍ଣ ବ୍ୟାନ୍ ଅସମ୍ଭବ’; ଗାଇଡଲାଇନ ଜାରି କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବିଦ୍ୟାଳୟରେ ପାଠପଢ଼ା ସମୟରେ ଛାତ୍ରଛାତ୍ରୀମାନେ ମୋବାଇଲ୍ ବ୍ୟବହାର କରିବା ଏକ ବଡ଼ ସମସ୍ୟା ଉଭା ହୋଇଛି । ସ୍କୁଲରେ ଫୋନ୍ ବ୍ୟବହାର କରିବା ବ୍ୟାନ ଥିଲା । ହେଲେ ଦିଲ୍ଲୀ ହାଇକୋର୍ଟ ଏହା ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜିମ୍ ମାଲିକଙ୍କ ଝିଅକୁ ଆକ୍ରମଣ, ଜୀବନରୁ ମାରିବାକୁ ମିଳିଲା ଧମକ !

ଭୁବନେଶ୍ୱର: ରାଜଧାନୀରେ ପ୍ରତିଦିନ ଘଟୁଛି କିଛି ନା କିଛି ଘଟଣା, ଦୁର୍ଘଟଣା । ଯାହାକୁ ସମାଧାନ କରିବା ପୋଲିସ୍ ପାଇଁ ବେଳେ ବେଳେ ମୁଣ୍ଡାବିନ୍ଧାର କାରଣ ପାଲଟିଯାଏ । ତେବେ ଏହାରି ଭିତରେ ସେହିଭଳି ଏକ ଘଟଣା ବର୍ତ୍ତମାନ କିଛି ଦିନ…

ବିଦେଶିନୀଙ୍କ ଜଂଘରେ ଜଗନ୍ନାଥଙ୍କ ଟାଟୁ, ଥାନାରେ ଏତଲା

ଭୁବନେଶ୍ବର: ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କୁ କରାଯାଇଛି ଅପମାନ । ଜଣେ ବିଦେଶିନୀଙ୍କ ଆଣ୍ଠୁ ଉପରେ ଜଗନ୍ନାଥ ଟାଟୁ ଆଙ୍କିଛନ୍ତି । ଏହି ଟାଟୁକୁ ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ୱାଟସପ୍‌ରେ ସେୟାର କରାଯାଇଥିଲା । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ ।…

ନ୍ୟୁଜିଲାଣ୍ଡକୁ ୪୪ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ: ଶେଷ ଲିଗ୍ ମ୍ୟାଚ୍ ତଥା ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୪୪ ରନରେ ଜିତିଲା ଭାରତ। ୨୫୦ ରନ୍‌ର ଟାର୍ଗେଟ୍‌ ପିଛା କରି ୪୫.୩ ଓଭରରେ ସମସ୍ତ ଓ୍ୱିକେଟ୍‌ ହରାଇ ୨୦୫ ରନ୍‌ କରିପାରିଛି ନ୍ୟୁଜିଲାଣ୍ଡ। ଚାମ୍ପିଅନ୍ସ ଟ୍ରଫି ୨୦୨୫ର…

ଅଡୁଆରେ ପୂର୍ବ ସେବି ମୁଖ୍ୟ ମାଧବୀ ପୁରି ବୁଚ୍ : ମାମଲା ରୁଜ୍ଜୁ ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ମୁମ୍ବାଇର ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଅଦାଲତ ସେବିର ପୂର୍ବତନ ଅଧ୍ୟକ୍ଷ ମାଧବୀ ପୁରୀ ବୁଚ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ଜାଲିଆତି କରି ଏକ କମ୍ପାନିର ଲିଷ୍ଟିଂ…

କୋଲାବରେ ଚାଲିବ କ୍ରୁଜ: ଜାହାଜରେ ବୁଲିବେ ପର୍ଯ୍ୟଟକ

କୋରାପୁଟ: କୋରାପୁଟ କୋଲାବ ଡ୍ୟାମରେ ଚାଲିବ କ୍ରୁଜ । କୋରାପୁଟରେ ଗୋଆର ମଜା ନେବେ ପର୍ଯ୍ୟଟକ। ଜାହାଜରେ ବସି ବୁଲିବେ। ଏଥି ପାଇଁ ପ୍ରାରମ୍ଭିକ ସର୍ଭେ ସରିବା ସହ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…

ଯାହାର ମାସିକ ଆୟ ୧୦ ହଜାର ସେମାନେ ରାସନ୍‌କାର୍ଡ ଫେରାନ୍ତୁ

ଭୁବନେଶ୍ୱର: ଯଦି ରୋଜଗାର ୧୦, ୧୫ ହଜାରରୁ ଅଧିକ ଅଛି, ତାହେଲେ ତୁରନ୍ତ ରାସନ୍ କାର୍ଡ ଫେରା। ନିଜ ଆଡୁ କାର୍ଡ ଫେରାଇବାକୁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଯେଉଁ ମାନଙ୍କର ଗ୍ରାମୀଣ ଅଂଚଳରେ…

ପାସପୋର୍ଟ ପାଇଁ ଏଣିକି ଆବଶ୍ୟକ ଏହି ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ପାସପୋର୍ଟ କରିବାକୁ ଯାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ | ପାସପୋର୍ଟ ନିୟମରେ ସରକାର ଏକ ବଡ଼ ପରିବର୍ତ୍ତନ କରିଛନ୍ତି, ଯାହା ଅନେକ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ | ନୂତନ ନିୟମ…

ପାଟଣାରେ ହେବ ବୃହତ୍‌ ଷ୍ଟିଲ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଜିଲାର ପାଟଣାରେ ଏକ ବୃହତ୍‌ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। କେନ୍ଦୁଝର ଜିଲା ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର କଲେଜର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହି ଘୋଷଣା କରିଥିଲେ।…