ନୂଆବର୍ଷରେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼; ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲେ ଭକ୍ତ
ପୁରୀ: ନୂଆବର୍ଷରେ ଜଗା ଦର୍ଶନ କରିବାକୁ ଛୁଟୁଛି ଭକ୍ତଙ୍କ ସୁଅ । ବିଶ୍ବାସ ରହିଛି ଯେ, ନୂଆ ବର୍ଷର ଆରମ୍ଭରେ ଜଗାର ଦର୍ଶନ କଲେ ବର୍ଷଟା ଯାକ ସୁଖ ଶାନ୍ତିରେ କଟିବ । ହେଲେ ପ୍ରବଳ ମାତ୍ରାରେ ଭିଡ଼ ଯୋଗୁଁ ଠେଲାପେଲା…
ପୁରୀ: ନୂଆବର୍ଷରେ ଜଗା ଦର୍ଶନ କରିବାକୁ ଛୁଟୁଛି ଭକ୍ତଙ୍କ ସୁଅ । ବିଶ୍ବାସ ରହିଛି ଯେ, ନୂଆ ବର୍ଷର ଆରମ୍ଭରେ ଜଗାର ଦର୍ଶନ କଲେ ବର୍ଷଟା ଯାକ ସୁଖ ଶାନ୍ତିରେ କଟିବ । ହେଲେ ପ୍ରବଳ ମାତ୍ରାରେ ଭିଡ଼ ଯୋଗୁଁ ଠେଲାପେଲା…
ଭୁବନେଶ୍ୱର: ଓଡ଼ିଶାବାସୀ ରାଜ୍ୟରେ ପରିବର୍ତ୍ତନ ଆଣି ରାଜ୍ୟରେ ବିଜେପି ସରକାର ଆଣିଛନ୍ତି। ଡବଲ ଇଞ୍ଜିନ ସରକାରଙ୍କ ଫାଇଦା ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ବିଜେପି କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟ କରିବେ। ଆଜି ଏଭଳି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ…
ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ହୋଟେଲରେ ମଙ୍ଗଳବାର ଜଣେ ଯୁବକ ତାଙ୍କ ମା’ ଓ ୪ ଭଉଣୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ନାଁ ଅର୍ଶଦ (୨୪)। ତାଙ୍କୁ ପୁଲିସ ଗିରଫ କରିଛି। ଅର୍ଶଦଙ୍କ ବାପା ବଦରଙ୍କର ମଧ୍ୟ…
ବଲାଙ୍ଗିର: ଜିରୋ ନାଇଟ୍ ବେଳେ ବୁଲିଲା ଖଣ୍ଡା। ବଲାଙ୍ଗିର ଟାଉନ ଥାନା ତୁଳସୀନଗରରେ ୨ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ। ୨ ଗୁରୁତରଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବାଇକରେ…
ଭୁବନେଶ୍ୱର: ସାମ୍ନାକୁ ଆସିଲା କମିଶନରେଟ ପୋଲିସର ବାର୍ଷିକ ରିପୋର୍ଟ। କମ୍ୟୁନିଟି ପଲିସିକୁ ଗୁରୁତ୍ୱ ଦେବ କମିଶନରେଟ ପୋଲିସ। ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ। ନୂଆବର୍ଷରେ ନୂଆ ସଂକଳ୍ପ ନେବା ସହ ଅପରାଧ ତାଲିକା ପ୍ରକାଶ କରିଛି। ଭୁବନେଶ୍ୱର ୟୁପିଡ଼ିରେ…
ଭୁବନେଶ୍ବର: ନୂଆବର୍ଷରେ ଶୀତରେ ଥରିବ ରାଜ୍ୟ। ଶୁଖିଲା ପାଗ ସହ ପ୍ରବଳ ଶୀତ ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ରାଜ୍ୟ ପାଣିପାଗ ବିଭାଗ। ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟଟି ପଶ୍ଚିମ ଦିଗକୁ ଗତି କରୁଥିବାରୁ ରାଜ୍ୟକୁ…
ଜମି ଥିଲା ପ୍ରବଳ ଗହଳି। ନୂଆବର୍ଷ ପାଳନ କରୁଥିଲେ ଲୋକେ। ଏହି ସମୟରେ ଦ୍ରୁତଗତିରେ ମାଡ଼ି ଆସିଲା ଏକ ପିକ୍ଅପ୍ ଟ୍ରକ୍। କେହି କିଛି ଭାବିବା ପୂର୍ବରୁ ତାହା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ତା’ପରେ ଗାଡ଼ିରେ ବ୍ରେକ୍ ଦେଇଥିଲେ ଡ୍ରାଇଭର।…
କାମାକ୍ଷନଗର : ନୂଆବର୍ଷରେ ବିଭତ୍ସ ହତ୍ୟାକାଣ୍ଡ l ଗାଁ ଦାଣ୍ଡରେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଯୁବକ l ପରଜଙ୍ଗ ଥାନା ବସୋଈ ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ l ସୂଚନା ଅନୁସାରେ, ବସୋଈ ଗ୍ରାମର ରାକେଶ ସେଠୀ ନାମକ…
ଖଲ୍ଲିକୋଟ: ନୂଆବର୍ଷ ଆରମ୍ଭରୁ ଅଘଟଣ । ଧୁମଧାମରେ ଜିରୋ ନାଇଟ୍ ସେଲିବ୍ରେସନ ଚାଲିଥିବାବେଳେ ନାଚଗୀତରେ ମସଗୁଲ ଥିଲେ ସମସ୍ତେ। ମାତ୍ର ହଠାତ୍ ଫୁଟିଲା ଗୁଳି ଓ ହେଲା ଅତର୍କିତ ଛୁରା ମାଡ଼। ଖଲ୍ଲିକୋଟରେ ଜିରୋ ନାଇଟରେ ଏହି ଗୁଳିକାଣ୍ଡ ଘଟିଛି। ରମ୍ଭାଥାନା…
ନବବର୍ଷର ପ୍ରଥମ ସୂର୍ଯ୍ୟୋଦୟ। ନୂଆ ଆଶା ଓ ନୂଆ ସମ୍ଭାବନା ନେଇ ଦିଗବଳୟରେ ଉଇଁଛନ୍ତି ନୂତନ ସୂର୍ଯ୍ୟ। ଇଂରାଜୀ ନବବର୍ଷ ୨୦୨୫କୁ ସ୍ୱାଗତ ଜଣାଇବା ପରେ ଆଜି ନୂଆ ସକାଳରେ ନୂଆ ଆଶା ଓ ଆକାଂକ୍ଷା ନେଇ ବିଭିନ୍ନ ସ୍ଥାନରେ ସକାଳର…