ବୋମା ଖାଇ ଯନ୍ତ୍ରଣାରେ ଛଟପଟ ହେଉଛି ହାତୀ

ଢେଙ୍କାନାଳ : ବିଛା ଯାଇଥିବା ବୋମା ଖାଇଦେଲା ମାଈ ହାତୀ। ଯନ୍ତ୍ରଣାରେ ଛଟପଟ ହେଉଛି ହାତୀ। ଏକ ପୋଖରୀରେ ପଶି ରହି ମାଈ ହାତୀ ଗର୍ଜନ କରୁଛି। ବାରହା ଶିକାର ପାଇଁ ବିଛା ଯାଇଥିବା ବୋମା ଖାଇଦେଇଛି ହାତୀ। ଷଡଙ୍ଗୀ ରେଜ…

ଛାତ୍ରୀ ମୃତ୍ୟୁ ଘଟଣା: ମୃତଦେହ ରଖି ରାସ୍ତା ଅବରୋଧ

ମୟୂରଭଞ୍ଜ: ମେଡିକାଲରେ ମୃତଦେହ ରଖି ବିକ୍ଷୋଭ । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ବିକ୍ଷୋଭ । ମୟୂରଭଞ୍ଜ ରାସଗୋବିନ୍ଦପୁର କାକାବନ୍ଧ ଆଶ୍ରମ ସ୍କୁଲରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିଲେ ପିଲା । ବାରିପଦା ପିଆରଏମରେ ଚିକିତ୍ସାଧିନ ଅବସ୍ଥାରେ ପଞ୍ଚମ ଶ୍ରେଣୀ…

ନଦୀରେ ଭାସି ଯାଇ ନାବାଳକ ନିଖୋଜ

ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ଗୋଧୋଉଥିବା ବେଳେ ନଦୀରେ ଭାସି ଯାଇ ନାବାଳକ ନିଖୋଜ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଗୋବର୍ଧନପୁର ଗାଁର ଚିତ୍ରମ ନାଥଙ୍କ ୧୫ ବର୍ଷର ପୁଅ ସୁନିଲ ନାଥ ଆଜି ସକାଳେ ସୁବର୍ଣ୍ଣରେଖା ନଦୀକୁ ଗୋଧୋଇବାକୁ…

ଛାତ୍ରୀଙ୍କ ଅଭିଯୋଗ ପରେ ହଟିଲେ FM କଲେଜର ଓଡ଼ିଆ ବିଭାଗ ମୁଖ୍ୟ

ଭୁବନେଶ୍ବର: ଛାତ୍ରୀଙ୍କ ଅଭିଯୋଗ ପରେ ହଟିଲେ ବିଭାଗୀୟ ମୁଖ୍ୟ । ବାଲେଶ୍ବର FM କଲେଜର ଓଡ଼ିଆ ବିଭାଗ HOD ଡକ୍ଟର ସନ୍ତୋଷ କୁମାର ନାୟକଙ୍କୁ ତାଙ୍କ ପଦରୁ ହଟା ଯାଇଛି । ପ୍ରିନସିପାଲ ତାଙ୍କୁ ପଦବୀରୁ ହଟାଇ ଦେଇଛନ୍ତି। ଛାତ୍ରୀଙ୍କ ଅଭିଯୋଗ…

ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ପାଦ ଛୁଇଁ ନେଲେ ଗୁରୁଙ୍କ ଆଶୀର୍ବାଦ

କେନ୍ଦୁଝର: ଗୁରୁଙ୍କ ପାଦ ଛୁଇଁଲେ, ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ । କେନ୍ଦୁଝର ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଖଜୁରୀ ଗଛରୁ ପଡ଼ି ଯୁବକ ମୃତ

ମୟୂରଭଞ୍ଜ: ଖଜୁରୀ ଗଛରେ ଚଢ଼ି ପୂଜା କରିବା ହେଲା କାଳ । ୨୦ ଫୁଟ ତଳକୁ ଖସିପଡ଼ି ଯୁବକ ମୃତ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲାଗୁଣ୍ଠି ପଞ୍ଚାୟତରେ ଅଘଟଣ । ମୃତକ ଏମପିଭି ୩୬ ଗାଁର ଜଗଦୀଶ ସାନା…

ଅଜଣା ଗାଡ଼ି ଧକ୍କାରେ ୨ ମୃତ

ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ୨ ମୃତ । ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ଦୁର୍ଘଟଣା । ରାସ୍ତା ଉପରେ ଛିଟିକି ପଡ଼ି ଚାଲିଗଲା ୨ଜଣଙ୍କ ଜୀବନ। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ହିଂସିରିଡା ଗାଁ ନିକଟରେ ମର୍ମନ୍ତୁଦ…

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା, ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ସମ୍ବଲପୁର: ସମ୍ବଲପୁରରେ ଆଜି ହନୁମାନ ଜୟନ୍ତୀ ଶୋଭାଯାତ୍ରା । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରରେ ଶାନ୍ତି ଶୃଙ୍ଖଳା ପାଇଁ ୫୨ ପ୍ଲାଟୁନ ଫୋର୍ସ ଏବଂ ୧୮୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି । ଶୋଭାଯାତ୍ରା ମାର୍ଗର…

କକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ଝାଡ଼ାବାନ୍ତି: ୫ମ ଶ୍ରେଣୀ ଛାତ୍ରୀ ମୃତ

ବାରିପଦା : ପଖାଳ ଖାଇବା ପରେ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା। ହେଲା ପଞ୍ଚମୀ ଶ୍ରେଣୀ ନାବାଳିକାଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ବାରିପଦାରୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ାବାନ୍ତିରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଜଣେ ଛାତ୍ରୀଙ୍କ ମଙ୍ଗଳବାର…

ଆଜି ଓଡିଆ ନବବର୍ଷ; ନୂଆ ରତ୍ନ ପଲଙ୍କରେ ବିଶ୍ରାମ ନେବେ ମହାପ୍ରଭୁ

ପୁରୀ: ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଇନଭେଣ୍ଟରୀ ଆଜିଠାରୁ ଆରମ୍ଭ ହେବ। ଓଡିଆ ନବବର୍ଷରେ ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କ ବ୍ୟବହାର ହେବ। ନୂଆ ରତ୍ନ ପଲଙ୍କ ସଂସ୍କାର କରାଯିବା ପରେ ଆଜି ଏହା ବ୍ୟବହାର କରାଯିବ। ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ,…