ପୋଖରୀରେ ବୁଡ଼ି ୩ ନାବାଳିକା ମୃତ
ଉମରକୋଟ : ପୋଖରୀରେ ବୁଡ଼ି ୩ ଶିଶୁ ମୃତ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପର ପାରା ଗାଁରେ ବଡ଼ ଅଘଟଣ । ଦୁଇ ପରିବାରର ତିନି ଶିଶୁ କନ୍ୟାଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି ।…
ଉମରକୋଟ : ପୋଖରୀରେ ବୁଡ଼ି ୩ ଶିଶୁ ମୃତ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପର ପାରା ଗାଁରେ ବଡ଼ ଅଘଟଣ । ଦୁଇ ପରିବାରର ତିନି ଶିଶୁ କନ୍ୟାଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି ।…
କଟକ : ପ୍ରକାଶ ପାଇଲା OSSTET- ୨୦୨୫ ପରୀକ୍ଷା ଫଳ । ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଇଲିଜିବିଲିଟି ଟେଷ୍ଟ- ଓଷ୍ଟେଟ । ଏଥିରେ ୭୨.୩୮ ପ୍ରତିଶତ ଆଶାୟୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ BSE ପକ୍ଷରୁ ସୂଚନା । ମାଧ୍ୟମିକ ଶିକ୍ଷା…
ଘଟଗାଁ : ଆଜିଠୁ ମା’ ତାରିଣୀଙ୍କ ଚଇତି ପର୍ବ । ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ । ଆଜି ବ୍ରହ୍ମ ମୁହୂର୍ତ୍ତରେ ପ୍ରଥମେ ମାଙ୍କୁ ହଳଦୀ, ଚୂଆ, ଗଙ୍ଗାଜଳ, ଅଘୁର,ଚନ୍ଦନ ଆଦିରେ ମହାସ୍ନାନ କରାଯାଇଥିଲା । ସ୍ନାନପରେ ମାଙ୍କୁ ସିନ୍ଦୁରରେ ସଜିତ…
ପୁରୀ : ପୁଣି ଖୋଲିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଚଳନ୍ତି ଭଣ୍ଡାର ଗଣତି ପରେ ଆରମ୍ଭ ହୋଇଛି ବାହାର ରତ୍ନଭଣ୍ଡାର ଗଣତିମଣତି । ଦ୍ୱିତୀୟ ପର୍ଯ୍ୟାୟ ରେ ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯାଉଛି । ଗତକାଲି ୨୦ ପ୍ରତିଶତ…
ଭୁବନେଶ୍ବର: ୟୁଜିସିର ବଡ଼ ନିଷ୍ପତ୍ତି । ଅଙ୍ଗନୱାଡିକୁ ଆଡପ୍ଟ କରିବେ ବିଶ୍ୱବିଦ୍ୟାଳୟ । ଏଣିକି କୁନି କୁନି ପିଲାଙ୍କ ପାଠପଢ଼ା ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ଶିଶୁ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ୟୁଜିସି ଏହି…
ଭଞ୍ଜନଗର : ନାବାଳିକାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ । ପାଇଖାନା ଘରୁ ଉଦ୍ଧାର ହେଲା ମୃତଦେହ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡା ଗାଁରେ ଚାଞ୍ଚଲ୍ୟ । ନାବାଳିକାଙ୍କ ମାଇଁକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।…
ଟାଙ୍ଗୀ : ନିଖୋଜ ୪ ମାସର ଶିଶୁପୁତ୍ର ମାଆ କୋଳକୁ ଫେରିଲା । ଗତକାଲି ଖୋର୍ଦ୍ଧା ରେଳମଣ୍ଡଳ ନିରାକାରପୁର ରେଳ ଷ୍ଟେସନରେ ବିଳମ୍ବିତ ରାତିରେ ମାଆ କୋଳରୁ ୪ ମାସର ଶିଶୁ ପୁତ୍ର ଚୋରୀ ଅଭିଯୋଗ ହୋଇଥିଲା । ପିଲା ଚୋରି…
ଭୁବନେଶ୍ୱର : ଗ୍ୟାସ ଅଭାବ ସମୟରେ ଯୋଗାଣ ବିଭାଗର ବଡ଼ ପଦକ୍ଷେପ । ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ସିଲିଣ୍ଡର । ସହଜ ଉପଲବ୍ଧତା ପାଇଁ ନୂଆ ବ୍ୟବସ୍ଥା କରାଯାଇଛି। କଲେଜ ଓ ଶିଳ୍ପାଞ୍ଚଳ ନିକଟ ପେଟ୍ରୋଲ ପମ୍ପରେ ଗ୍ୟାସ୍…
ଭୁବନେଶ୍ୱର : ଆଜିଠୁ କମିବ କାଳବୈଶାଖୀ ପ୍ରଭାବ । ୧୨ରୁ ଗରମ, ଗୁଳୁଗୁଳି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୧୨ରୁ ୧୪ ତାରିଖ ଯାଏଁ ଗରମ ଓ ଗୁଳୁଗୁଳିର ପ୍ରଭାବ ବହୁ ଅଧିକ ରହିବ । ୧୪ ଜିଲ୍ଲାରେ…
ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ୱାଭାବିକ ରହିଛି । ମାତ୍ର ବିଭିନ୍ନ କାରଣ ଦର୍ଶାଇ କିଛି କଳାବଜାରୀ ଓ ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ପ୍ରତିହତ…