ଓଡ଼ିଆ ନାମଫଳକ ପ୍ରଦର୍ଶନ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ
ଭୁବନେଶ୍ୱର: ୧ ଏପ୍ରିଲ ‘ଓଡ଼ିଶା ଦିବସ’ ରୁ ୧୪ ଏପ୍ରିଲ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ସାରା ରାଜ୍ୟରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳନ କରାଯାଉଛି। ଏହି ଅବସରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ସମସ୍ତ ଦୋକାନ ଓ ବାଣିଜ୍ୟିକ…
ଭୁବନେଶ୍ୱର: ୧ ଏପ୍ରିଲ ‘ଓଡ଼ିଶା ଦିବସ’ ରୁ ୧୪ ଏପ୍ରିଲ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ସାରା ରାଜ୍ୟରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳନ କରାଯାଉଛି। ଏହି ଅବସରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ସମସ୍ତ ଦୋକାନ ଓ ବାଣିଜ୍ୟିକ…
ଭୁବନେଶ୍ବର : ଚଳିତ ମାସ ୧ ତାରିଖ ଠାରୁ ରାଜ୍ୟରେ ଓଡ଼ିଆ ପକ୍ଷ ଜାରି ଥିଲା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଛୋଟଛୋଟ ପିଲାମାନଙ୍କୁ ଖଡ଼ି ଛୁଆଁଇଛନ୍ତି। ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ…
ଜଙ୍କିଆ: ଖୋର୍ଦ୍ଧାଜିଲ୍ଲା ଜାନକିଆ ଥାନା ଅନ୍ତର୍ଗତ ହାଜ ପଞ୍ଚାୟତ ଅଫିସ ନିକଟସ୍ଥ ଶାଗୁଆନ ଜଙ୍ଗଲରେ ପୁଲିସ ଏକ ବଡ଼ଧରଣର ନିଶା କାରବାରକୁ ପଣ୍ଡ କରିଦେଇଛି। ଏହି ଚଢ଼ାଉରେ ପୁଲିସ ପ୍ରାୟ ୫୨ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିବା ସହ ଦୁଇଜଣ…
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ପୁଅ ଏରିକ୍ ଟ୍ରମ୍ପ ଓ ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ ସହାୟତାରେ ଫ୍ଲୋରିଡା ଭିତ୍ତିକ ଡ୍ରୋନ୍ ଷ୍ଟାର୍ଟଅପ୍ ”ପାୱାରସ୍” ବର୍ତ୍ତମାନ ପଶ୍ଚିମ ଏସିଆରେ ଚାଲିଥିବା ଘମାଘୋଟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଉପସାଗରୀୟ ଦେଶଗୁଡ଼ିକୁ ନିଜର…
ତେହେରାନ: ପାକିସ୍ତାନ ଯାଇ ଆମେରିକା ସହିତ କୌଣସି ଆଲୋଚନା କରିବାକୁ ଇରାନ ଚାହୁ ନଥିବା ରିପୋର୍ଟ ମଧ୍ୟରେ ଶନିବାର ଇରାନ ବିଦେଶ ମନ୍ତ୍ରୀ ଅବାସ ଅରାଘଚି ସ୍ପଷ୍ଟ ମତ ରଖିଛନ୍ତି। ଇସଲାମାବାଦ ଯାଇ ମଧ୍ୟସ୍ଥତା ଆଲୋଚନା କରିବାକୁ ତାଙ୍କ ଦେଶ କେବେ…
ନୂଆଦିଲ୍ଲୀ: କେରଳରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଓ ବାମପନ୍ଥୀଙ୍କୁ ପୁଣି ତୀବ୍ର ସମାଲୋଚନା କରିଛନ୍ତି। କେରଳ ଷ୍ଟୋରୀ ଓ ଧୂରନ୍ଧର ପରି ଚଳଚ୍ଚିତ୍ରର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଏଲ୍ଡିଏଫ୍ ଓ ୟୁଡିଏଫ୍ ମିଛ କହିବାରେ ସିଦ୍ଧହସ୍ତ…
ନୂଆଦିଲ୍ଲୀ: ତ୍ରିଭାଷୀ ସୂତ୍ରକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କୁ କଡ଼ା ଜବାବ ଦେଇଛନ୍ତି। ନିଜର ରାଜନୈତିକ ବିଫଳତାକୁ ପ୍ରଦର୍ଶିତ କରିବାକୁ ଏହା ଏକ କ୍ଲାନ୍ତ ପ୍ରୟାସ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହାପୂର୍ବରୁ ଷ୍ଟାଲିନ…
ନୂଆଦିଲ୍ଲୀ: ନୂଆଦିଲ୍ଲୀ ସହିତ ଅଶୋଧିତ ତେଲ ଆମଦାନିରେ କୌଣସି ପେମେଣ୍ଟ୍ ସମସ୍ୟା ନାହିଁ। ଭାରତର ତୈଳ କମ୍ପାନିଗୁଡ଼ିକ ଇରାନ ସମେତ ବିଶ୍ବର ବହୁ ଦେଶରୁ ଅଶୋଧିତ ତେଲ କ୍ରୟ କରୁଛନ୍ତି ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଶନିବାର କହିଛି।…
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ମଧ୍ୟରେ ସପ୍ତମ ଭାରତୀୟ ପତାକା ଲାଗିଥିବା ଏଲ୍ପିଜି ଟ୍ୟାଙ୍କର୍ ଗ୍ରୀନ୍ ସାନଭି ହର୍ମୁଜ୍ ପ୍ରଣାଳୀ ପାର କରିବାରେ ସଫଳ ହୋଇଛି। ଏବେ ସପ୍ତମ ଟ୍ୟାଙ୍କର୍ ମଧ୍ୟ ହମୁର୍ଜ୍ ପାର ହୋଇ ଭାରତ ମୁହାଁ ହୋଇଛି। ପୂର୍ବରୁ…
ନୂଆଦିଲ୍ଲୀ: ଦେଶର ବୁଶହର ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ହୋଇଥିବା ଏକ ବିମାନ ଆକ୍ରମଣରେ ଜଣେ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ପରମାଣୁ କେନ୍ଦ୍ର ନିକଟରେ ଥିବା ଏକ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପଶ୍ଚିମ ଏସୀୟ କ୍ଷେତ୍ରରେ…